ଆପଣଙ୍କ ଗାଡି ପୋଲିସ୍ ଅଟକାଇଦେଲେ ତୁରନ୍ତ କରନ୍ତୁ ଏହି କାମ – ତାପରେ କେବେ ବି କେହି ପ୍ରତିରୋଧ କରିପାରିବେନି ଆପଣଙ୍କୁ..

ଆମେ ମାନେ ଏହି ସମାଜରେ ପୋଲିସ୍ ଠାରୁ କୌଣସି ପ୍ରକାରର କାର୍ଯ୍ୟରେ ଦୂରରେ ରହିବାକୁ ପସନ୍ଦ କରିଥାଉ , ଓ ପୋଲିସ୍ ଙ୍କ ପାଖକୁ ଗଲେ ଆମେ ତାଙ୍କୁ ପସନ୍ଦ କରିନଥାଉ , ଯେବେ କି ଆଇନ୍ ପୋଲିସ୍ ଅସଲରେ ନାଗରିକଙ୍କର ସୁରକ୍ଷା ପାଇଁ ଓ ସାହାଯ୍ୟ ପାଇଁ ବନାଯାଇଛି , ବହୁତ ଲୋକ ଭାବନ୍ତି କି ଯେବେ ଗାଡି ଚଲାଉଛନ୍ତି ତେବେ ପୋଲିସ୍ ଗାଡି ଅଟକାଇଦେଲେ କଣ କରିବା ଉଚିତ୍ , ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏହା ପାଇଁ ଆପଣଙ୍କୁ ପ୍ରଥମେ ପୋଲିସ୍ ସହ ଯୁକ୍ତି ତର୍କ କରିବା ଉଚିତ୍ ନୁହେଁ ଯଦି ଆପଣଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ କିମ୍ବା ଆର୍ ସି ବୁକ୍ ମାଗିବେ ତୁରନ୍ତ ତାଙ୍କୁ ଦେଖାଇବା ଉଚିତ୍ , ;

ଯଦି ଆପଣ ନିୟମ ଭାଙ୍ଗି ତାଙ୍କ ସହ ଯୁକ୍ତି ତର୍କ କଲେ ତେବେ ଆପଣଙ୍କ ନାଁ ରେ ଚାଲାଣ କଟାଯାଇପାରେ , କିମ୍ବା କେସ୍ ରୁଜ୍ଜୁ କରାଯାଈପାରେ , ଓ ତାପରେ ଆପଣ କୋର୍ଟକୁ ଯାଇ ଚାଲାଣ ଭରିବାକୁ ହେବ । ତାଙ୍କ ସହ କେଉଁ ପ୍ରକାର ଯୁକ୍ତି ତର୍କ କିମ୍ବା ଝଗଡା କରନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କୁ ସେ ଆରେଷ୍ଟ କରିପାରନ୍ତି , ଯଦି ପୋଲିସ୍ ଆପଣଙ୍କ ତଲାସି ନେବାକୁ ଚାହୁଁଛନ୍ତି ତେବେ ନିଜ ବିବେକ ଉପରେ ଛାଡିଦିଅନ୍ତୁ ।

ଏହା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ , ଆପଣ ପୋଲିସ୍ କୁ ତଲାସି କରିବାକୁ ଅନୁମତି ଦେଉଛନ୍ତି କି ନାହିଁ , ଯଦି ଆପଣଙ୍କୁ ଲାଗୁଛି କି ଏହା ସଠିକ୍ ନୁହେଁ ତେବେ ଆପଣ ପୋଲିସ୍ କୁ ସର୍ଚ୍ଚ ୱାରେଣ୍ଟ ଦେଖାଇବାକୁ କୁହନ୍ତୁ , ଯଦି ପୋଲିସ୍ ସର୍ଚ୍ଚ ୱାରେଣ୍ଟ ନ ଦେଖାଇବେ ତେବେ ପୋଲିସ୍ ନିଜେ ପଛଘୁଞ୍ଚା ଦେଇଦେବେ , ଯଦି ପୋଲିସ୍ ବ୍ୟବହାର ଭଲ ଅଛି ତେବେ ଆପଣ କନଫର୍ଟଟେବଲ୍ ଥିଲେ ତାଙ୍କୁ ଚେକିଙ୍ଗ୍ କରିବାକୁ ଦିଅନ୍ତୁ , ଯାହା ଦ୍ୱାରା ଏହା ଭଲ ଭାବେ ବୁଝାମଣା ହୋଇଯିବ ,

ଏଥିପାଇଁ ଲିଗାଲ୍ ହେବା ଜରୁରୀ ନୁହେଁ , ଯଦି କେଉଁ କାରଣରୁ ପୋଲିସ୍ ଆପଣଙ୍କୁ ଥାନାକୁ ଯିବାପାଇଁ କହେ କିମ୍ବା କିଛି ଆଉ କରିବାକୁ କହୁଛି ତେବେ ପ୍ରଥମେ ଓକିଲ ସହ ପରାମର୍ଶ ନିଅନ୍ତୁ , ଓ ପୁରା ଘଟଣା ବିଷୟରେ କୁହନ୍ତ୍ , ଓ ତାଙ୍କୁ ଉଚିତ୍ ଷ୍ଟେପ୍ ବିବେକ୍ ଆଧାରରେ ନେବାର ଛାଡ ଦିଅନ୍ତୁ , ଯଦି ଆପଣ ଏହି ସବୁ ଜିନିଷ ଗୁଡିକ ଧ୍ୟାନ ଦେବେ ତେବେ ଗାଡି ଚଲାଉଥିବା ସମୟରେ ଆପଣଙ୍କୁ କେହି ବି ପ୍ରତିରୋଧ କରିବେ ନାହିଁ ।

Leave a Reply

Your email address will not be published. Required fields are marked *