ଗୋଟେ ପୁଅ ଦ୍ୱିତୀୟ ବିବାହ କରିବାପାଇଁ କରିଲେ ଏପରି କାମ , ପୁରା ଦୁନିଆଁ ପାଇଁ ହୋଇଗଲେ ମିଶାଲ୍…

କୁହାଯାଉଛି କି ଯୋଡି ଉପରୁ ତିଆରି ହୋଇକରି ଆସେ କାହାର ଭାଗ୍ୟରେ କିଏ ଅଛି ଏହା ଭଗବାନ ହିଁ ଜାଣିଛନ୍ତି , ସେହି ମଣିଷ ନିଜ ସମୟରେ ପରସ୍ପର ସାମ୍ନାକୁ ଆସିଯାଆନ୍ତି । ଓ ଗୋଟିଏ ବନ୍ଧନରେ ବାନ୍ଧିହୋଇଯାଆନ୍ତି । ସେ ଲଭ ମ୍ୟାରେଜ୍ ହେଉ କିମ୍ବା ଆରେଞ୍ଜ ମ୍ୟାରେଜ୍ , ଯାହା ସବୁ ହୋଇଥାଏ ତାହା ଭଗବାନ ଉପରୁ ଲେଖିଥାନ୍ତି , କିନ୍ତୁ ଆଜି ଆମେ ଏକ ବାହାଘର ସହ ଯୋଡି ହୋଇଥିବା ଘଟଣା ସାମ୍ନାକୁ ଆଣିଛୁ ।

ପ୍ରେମ ଏପରି ଏକ ଜିନିଷ ହୋଇଥାଏ କେବେ କଣ କାହା ସହ ହୋଇଯାଏ , ତାହା କାହାକୁ ଜଣା ନଥାଏ , ପଶ୍ଚିମ ବଙ୍ଗଲାରେ ଦୁଇ ପୁଅଙ୍କର ମଧ୍ୟରେ ହୋଇଥିଲା , ଯାହା ଶେଷରେ ବାହାଘରରେ ପରିବର୍ତ୍ତିତ ହୋଇଗଲା , ଏଠାରେ ଗୋଟିଏ ପୁଅ ଅନ୍ୟ ଏକ ପୁଅକୁ ବିବାହ କରିନେଲା , ନିଜ ପ୍ରେମ ପାଇବାପାଇଁ ଜଣେ ପୁଅ ନିଜର ଲିଙ୍ଗ ପରିବର୍ତ୍ତନ କଲା , ଓ ପ୍ରେମର ସାମାଜିକ ମାନ୍ୟତା ଦେବାପାଇଁ ବିବାହ କରିନେଲା ,

ଏହି ଦମ୍ପତ୍ତି କୋଲକାତାର ଶ୍ରୀଘଟକ ଓ ସଞ୍ଜୟଙ୍କର ଅଟେ , ଏହି ଯୋଡି ୩୦ ବର୍ଷର ଟ୍ରାନ୍ସଜେଣ୍ତର ମହିଳା ଶ୍ରୀଘଟକ ପାରମ୍ପାରିକ ବଙ୍ଗାଳୀ ରୀତିନିତିରେ ସଞ୍ଜୟଙ୍କ ସହ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *