ଝିଅର ଗଳାରେ ୩ ଘଣ୍ଟା ପର୍ଯ୍ୟନ୍ତ ଗୋଡାଇ ହୋଇରହିଲା ସାପ, ତାପରେ ଯାହା ହେଲା ତାହା ବହୁତ ହିଁ ଭୟାନକ ଥିଲା…

ଏବେ କିଛି ଦିନ ହେବ ୟୁପିର କାନପୁରରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ ଯୁବତୀର ବେକରେ ସାପ ଗୋଡାଇ ହୋଇଥିଲା , ଏମିତି କିଛି ହେଲା କି ଯାହା ଦ୍ୱାରା ସେଠାକାର ଲୋକେ ଚକିତ ହୋଇଗଲେ , କାନପୁରରେ ରହୁଥିବା ଜଣେ ଯୁବତୀ ଯେବେ ନିଜ ଘରେ ଶୋଇଥିଲେ ତେବେ ତାଙ୍କ ଗଳାରେ ପ୍ରାୟ ୩ ଘଣ୍ଟାରୁ ଅଧିକା ସମୟ ଏକ ସାପ ଗୋଡାଇ ହୋଇରହିଥିଲା , କିନ୍ତୁ ଝିଅର ଗଳାରେ ସାପ ତ ଥିଲା , କିନ୍ତୁ ଝିଅଟି କିଛି ନ ଜାଣିପାରି ଶୋଇ ରହିଥିଲା ।ଏହି କଥାର ପତ୍ତା ତେବେ ଜଣା ପଡିଲା ଯେବେ କୁହାଯାଉଛି କି କାନପୁରର ଅରଖେୟା ଥାନା କ୍ଷେତ୍ରର ରହୁଥିବା ଶ୍ରବଣ କୁମାରଙ୍କ ଝିଅ ଖୁସବୁ ଦ୍ୱିପହର ସମୟରେ ଶୋଇଥିଲା,

ବାହାର  ବାରଣ୍ତାରେ ବହୁତ ସମୟ ଚାଦର ଘୋଡାଇ ହୋଇ ଶୋଇଥିବାର ଦେଖି ତାଙ୍କର ଖୁଡି ଉଠାଇବାପାଇଁ ଚାଦରକୁ ଟାଣିଥିଲେ,  ଯେପରି ଖୁସବୁ ଚାଦର ତାଙ୍କ ଖୁଡି କାଢିଦେଲେ ତେବେ ସେ ଆଚମ୍ବିତ ହୋଇଗଲେ , ଏକ ସାପ ଖୁସବୁଙ୍କ ଗଳାରେ ଗୋଡାଇ ହୋଇଥିଲା , ଓ ଫଣା ଉଠାଇ ଠିଆ ହୋଇଥିଲା , ଓ ତାପରେ ଏହି ନଜାରା ଦେଖିବାକୁ ଗାଁ ଲୋକଙ୍କର ଭିଡ ଶ୍ରବଣ କୁମାରଙ୍କ ଘରେ ଆସି ପହଞ୍ଚିଥିଲେ ।ସାପ ଯୁବତୀଙ୍କ ଗଳାରୁ ହଟିବାପରେ ଯୁବତୀ ବେହୋସ ହୋଇଗଲେ , ଝିଅର ପରିବାର ଲୋକେ ଏହି ଘଟଣାକୁ ଦୈବିୟ ଚମତ୍କାର ବୋଲି ମାନୁଛନ୍ତି , ତାଙ୍କର କହିବା କଥା କି ସାପ ଗଳାରେ ଗୋଡାଇ ହୋଇରହିବା ପରେ ତାଙ୍କୁ ସେ ଦଂଶନ କଲା ନାହିଁ , ଏହା କେବଳ ଏକ ଚମତ୍କାର ହୋଇପାରେ , ସ୍ଥାନୀୟ ଲୋକଙ୍କର କହିବା କଥା କି ଯେଉଁ ସମୟରେ ଖୁସବୁଙ୍କ ଗଳାରେ ସାପ ଥିଲା ,

ତେବେ ଖୁସବୁ ସବୁ ପ୍ରଶ୍ନର ଉତ୍ତର ଦେଉଥିଲେ , ଏହା ନୁହେଁ ଖୁସବୁ ସମସ୍ତଙ୍କୁ ଆର୍ଶିବାଦ ବି ଦେଇଥିଲେ,  ଏହାପରେ ସାପ ଖୁସବୁଙ୍କ ଗଳାରୁ ବାହାରି ଚାଲିଗଲା , ତାପରେ ଖୁସବୁ ବେହୋସ ହୋଇଗଲେ , ସେମିତି ଖୁସବୁ ହୋସରେ ଆସିବାପରେ ନିଜ ପରିଜନଙ୍କୁ କହିଲେ କି ତାଙ୍କ ସ୍ୱପ୍ନରେ ନାଗ ଦେବତା ଆସିଥିଲେ , ସେ ମୋତେ କହିଲେ କି ବହୁତ ଜଲଦି ତୁମ ପାଖକୁ ମୁଁ ଆସିବି , କୁହାଯାଉଛି କି ସେଠାରେ ମହଜୁତ୍ ଲୋକେ ସାପର ଅବତାର ରୁପେ ଭଗବାନ ଶିବ ଆସିଥିଲେ ବୋଲି ଭାବି ଫୁଲ ଓ ମାଳା ବର୍ଷା କରିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *