ଝିଅର ବେଡରେ ବାହାରିଲା କିଛି ଏପରି ଜିନିଷ ଯାହା ପାଇଁ ଡକାଇବାକୁ ପଡିଲା ରେସକ୍ୟୁ ଟିମ୍ ସତ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ…

ସେମିତି ଆସିବା ଦିନରୁ କିଛି ଏପରି ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିଯାଏ , ଆଜି ଏକ ଖବର ସାମ୍ନାକୁ ଆସିଛି , ଯାହା ବ୍ରିଟେନର ଅଟେ , ବ୍ରିଟେନ୍ ର କାନବ୍ରେଟି ଇଲାକାରେ ଏକ ପରିବାର ଲୋକଙ୍କ ସହ ଏପରି କିଛି ହେଲା ଯାହା ଜାଣିଲା ପରେ ତାଙ୍କର ହୋସ୍ ଉଡିଗଲା , ଏହି ଘଟଣା ଦ୍ୱାରା ପରିବାର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲା , ଓ ସେହି ଝିଅର ବିଛଣାରୁ ଅଜବ ଧରଣର ଜିନିଷ ମିଳିଲା , ଝିଅର ବେଡରୁ ଏହି ପରି ଜିନିଷ ପାଇବାର ଦେଖି ଘର ଲୋକଙ୍କର ହୋସ୍ ଉଡିଗଲା , ସେମିତି ଏହି ଘଟଣା ପରେ ଘର ଲୋକେ ସାଙ୍ଗେ ସାଙ୍ଗେ ରେସକ୍ୟୁ ଟିମ୍ ଡକାଇ ଓ ରେସକ୍ୟୁ ଟି ସେହି ଜିନିଷକୁ ଦେଖି ଏହାର ଖୁଲାସା କରିଥିଲେ , ଯାହା ଆଶ୍ଚର୍ଯ୍ୟଜନକ ଘଟଣା ହୋଇଥିଲା ।

ଜଣାଇଦେବୁ କି ଜଣେ ଝିଅ ଥିଲା ଯାହା ସହ ଏହି ଘଟଣା ଘଟିଲା ତାହାର ରୁମ୍ ରେ ବେଡ ତଳୁ ପ୍ରାୟ ୭-୮ ଫୁଟ୍ ଲମ୍ବା ଜିନିଷ ବାହାରିଲା , ଯାହା ଦେଖିବାକୁ ବିଲକୁଲ୍ ଏକ ଜଙ୍ଗଲି ଝିଟିପିଟି ପରି ଥିଲା ,

ଯେପରି ସେହି ରୁମ୍ ରେ ଟିମ୍ ସବୁ ଜିନିଷ ଧରି ପହଞ୍ଚିଲେ ତେବେ ପ୍ରଥମେ ତାହା ଦେଖି ଚକିତ ହୋଇଯାଇଥିଲେ , ଓ ପରେ ସେହି ଟିମ୍ ଯେବେ ସେହି ଜିନିଷ ପାଖକୁ ଗଲେ ତେବେ ସେମାନେ ହସିବାକୁ ଲାଗିଲେ , ପରିବାର ଲୋକେ ଯାହାକୁ ଜଙ୍ଗଲି ଝିଟିପିଟି ଭାବୁଥିଲେ ସେ ଆଉ କିଛି ନୁହେଁ ବରଂ ଏକ ପୁରୁଣା ମୋଜା ଥିଲା , ଯାହାକି ବହୁତ ଦିନ ତଳୁ ସେହି ବେଡ୍ ତଳେ ପଡିଥିଲା ,

ଆପଣଙ୍କୁ କହିଦେବୁ କି ଯେବେ ପରିବାର ଲୋକେ ସେହି ସଢିଯାଇଥିବା ମୋଜାକୁ ତଳେ ଦେଖିଲେ ତେବେ ତାଙ୍କୁ ଲାଗିଲା କି କେଉଁ ଜଙ୍ଗଲୀ ଝିଟିପିଟି ଅଛି , କିନ୍ତୁ କିଛି ସେ ହଲଚଲ ହେଉନାହିଁ , ସେ ଡରିଯାଇଥିଲେ  , କିନ୍ତୁ ସତ ଜାଣିବାପରେ ତାଙ୍କୁ ହସ ଆସିବାକୁ ଲାଗିଲା , ଯାହାକୁ ସେ ଝିଟିପିଟି ଭାବୁଥିଲେ ସେ ତାଙ୍କର ଘରର କେଉଁ ସଦସ୍ୟଙ୍କ ମୋଜା ଥିଲା ।

Leave a Reply

Your email address will not be published. Required fields are marked *