ଏହି ଫଟୋଗୁଡିକୁ ଦେଖିଲେ ହୋଇଯିବ ଆପଣଙ୍କ ମୁଣ୍ତ ଖରାପ , ବିଶ୍ୱାସ ହେଉନାହିଁ ଯଦି ଜୁମ୍ କରି ଦେଖିନିଅନ୍ତୁ..

ଏମିତିରେ ଆପଣ ସୋସିଆଲ୍ ମିଡିଆରେ ବହୁତ ସାରା ମାଧ୍ୟମ ଦ୍ୱାରା ଏମିତି ଫଟୋଗୁଡିକ ଦେଖିଥିବେ , ଯାହା ଦେଖିବାକୁ ବହୁତ ହିଁ ଅଜବ ଲାଗିଥିବ , ଓ କିଛି ଫଟୋ ଏମିତି ହୋଇଥାଏ କି ଯାହାକୁ ଦେଖିଲେ ମୁଣ୍ତ କାମ କରିବା ବନ୍ଦ କରିଦିଏ , ଆଜି ଆମେ କିଛି ଏପରି ଫଟୋନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ବହୁଳ ପରିମାଣରେ ଭାଇରାଲ୍ ହୋଇଛି, ଯାହାକୁ ଦେଖିବାପରେ ଆପଣ ଚକିତ ହୋଇପାରନ୍ତି । ଆପଣଙ୍କୁ ସୁଚେଇଦେଉଛୁ କି ବହୁତ ଲୋକେ ଏହାକୁ ଦେଖିଥିବେ , ଫଟୋ ଉଠାଇବାର ଉତ୍ସୁକତା ଥିବ , ଓ ଲୋକେ ଅଲଗା ଅଲଗା ପୋଜ୍ ଦେଇ ଅଲଗା ଅଲଗା ଆଙ୍ଗେଲ୍ ରେ ଫଟୋ ସୁଟ୍ କରନ୍ତି , ଏହାର ଅତିରିକ୍ତ ଆଜି ଆମେ ଆପଣଙ୍କୁ କିଛି ଏପରି ଫଟୋ ଦେଖାଇବୁ ଯାହା ଦେଖିବାକୁ ଅଜବ ଲାଗିବ , ଏମିତି ଫଟୋଗୁଡିକ ବହୁତ କମ୍ ଦେଖିବାକୁ ମିଳେ , ଯାହାକୁ ଦେଖିକରି ଆପଣଙ୍କୁ ଥରେ ନିଜ ଆଖି ଉପରେ ଭରସା ହେବ ନାହିଁ , ଯେବେ ଆପଣ ଏହି ଫଟୋଗୁଡିକ ଧ୍ୟାନର ସହ ଦେଖିବେ ତେବେ ନିଜ ମୁଣ୍ତ ପିଟିବାକୁ ଲାଗିବେ ।ଏହି ଫଟୋକୁ ଦେଖିକରି କିଏ ବି ବୁଝିପାରିବ ନାହିଁ କି ଏହା କଣ ଅଟେ ,ଏହି ଫଟୋ ଏହି ପରି ଏଡିଟ୍ ହୋଇଛି କି କେହି ବି ବୁଝିପାରିବେ ନାହିଁ ଏହା କାହାର ଆଖି ଅଟେ ।

ସ୍ୟାଣ୍ତାଲ୍ ବାଲା ଗୋଡ ଆରେ ନାହିଁ ବାବା , ଟିକିଏ ଧ୍ୟାନରେ ଦେଖନ୍ତୁ , ତେବେ ଯାଇ ବୁଝିପାରିବେ କି ଏହା ଏକ ପୁଅର ହାତ ଅଟେ ।

ଟିକିଏ ଦେଖନ୍ତୁ ଏହି ଝିଅଟି କିପରି ନିଜ ପଲକରେ ହେୟାର ଏକ୍ସଟେନସନ୍ ଲଗାଇ ରଖିଛନ୍ତି , କେବେ ଦେଖି ନଥିବେ ଏତେ ଲମ୍ବା ପଲକ , ଅଜୁବା ହୋଇଯାଇଛି ଏହି ଝିଅଟି ।

ଦେଖନ୍ତୁ ଏହି ବ୍ୟକ୍ତିକୁ କିପରି ନିଜ ପଲକକୁ ଏକ ଫିତାରେ ବାନ୍ଧିରଖିଛି ।

ଧ୍ୟାନରେ ଦେଖନ୍ତୁ ଏହି ଟୁଥ୍ ବ୍ରଶ୍ ଦେଖିକରି ଲାଗୁଥିବ କି ଏହା ଦାନ୍ତ ସଫା କରିବାପାଇଁ ଅଟେ , କିନ୍ତୁ ଏହା କେଉଁ ଅଲଗା ଜିନିଷ ପାଇଁ ତିଆରି ହୋଇଛି ।

ଏହି ଫଟୋଟି କେଉଁ ଆତ୍ମାର ପରି ଲାଗୁଛି , ସେମିତି ଏହା ଦେଖିକରି ଲାଗୁଛି କି ଯେପରି ନିଜ ସ୍କ୍ରିନ୍ କୁ ସେ ଟାଣୁଛି , କିନ୍ତୁ କହିଦେବୁ କି ଏହି ଝିଅଟି ସ୍କ୍ରିନ୍ କଲର୍ ର ଷ୍ଟାକିଙ୍ଗ୍ ପିନ୍ଧିଛି , ଓ ଏହି ଫଟୋରେ ଏହି ଝିଅଟି ତାହା ପିନ୍ଧିଛି , ଓ ତାହାକୁ ହାତରେ ରଖିଛି ।

ଏହି ଫଟୋକୁ ଦେଖନ୍ତୁ କିପରି ଏହି ଝିଅଟି ଏଭଳି ନିଜ ଚେହେରାର ଏକ୍ସପ୍ରେସନ୍ ଦେଇଛି  ।

ଏହି ଫଟୋକୁ ଦେଖିଲେ ଲାଗୁଛି କି ଏହା କେଉଁ ଚମତ୍କାର ଅଟେ , ଏହି ଝିଅର ପାଦ ଦେଖିଲେ ଏହା ସତରେ ଡର ଲାଗୁଛି ,

କି ଗଜବ ହସ ଅଟେ , ଆରେ ଆରେ ଆପଣ ଏହି ଝିଅର ହସକୁ ଧ୍ୟାନ ଦେଲେ , କହିଲେ ଦେଖି କଣ ଦେଖିବାକୁ ପାଇଲେ ?

Leave a Reply

Your email address will not be published. Required fields are marked *