ବାଛନ୍ତୁ 4ଟି ମଧ୍ୟରୁ ଗୋଟିଏ ଫଟୋ, ଆପଣଙ୍କ ପସନ୍ଦ ଖୋଲିଦେବ ଜୀବନ ଓ ସ୍ଵଭାବ ସହ ଜଡିତ ସମସ୍ତ ରହସ୍ୟ…

ଏହି ଦୁନିଆରେ ପ୍ରତ୍ୟେକ ମଣିଷ ଅଲଗା ପ୍ରକାରର ହୋଇଥାଏ । ସମସ୍ତଙ୍କୁ ଇଶ୍ଵର ବିଶେଷ ଗୁଣ ଦେଇଛନ୍ତି । ସମସ୍ତଙ୍କ ବ୍ୟବହାର ଭିନ୍ନ ଅଟେ ଓ ଅଭ୍ୟାସ ମଧ୍ୟ ଭିନ୍ନ । କିନ୍ତୁ କୌଣସି ଲୋକର ବ୍ୟକ୍ତିତ୍ବ , ଭାବ , ଭଙ୍ଗିମା , କଥନଶୈଳୀ ଓ ଚାଲିବାର ଭଙ୍ଗି କିମ୍ବା ବ୍ୟବହାରରୁ ବୁଝିହୁଏ କିନ୍ତୁ ବ୍ୟକ୍ତିତ୍ଵ ପରୀକ୍ଷା ଜରିଆରେ ମଧ୍ୟ ଆମେ କୌଣସି ବ୍ୟକ୍ତିଙ୍କର ସ୍ଵଭାବ ବିଷୟରେ ଜାଣିପାରିବା । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣେଇବାକୁ ଯାଉଛୁ ଯେ ଆମେ ଯେକୌଣସି ବ୍ୟକ୍ତିଙ୍କର ବ୍ୟବହାର ବିଷୟରେ କିପରି କହିପାରିବୁ ତ ଏଥିପାଇଁ ଆପଣ 10ସେକଣ୍ଡରେ ବାଛନ୍ତୁ ଏମାନଙ୍କ ମଧ୍ୟରୁ ଏକ ତାଲା ଓ ଜାଣନ୍ତୁ ନିଜର ବ୍ୟବହର ବିଷୟରେ ବିସ୍ତାର ପୂର୍ବକ ।

୧. ଯଦି ଆପଣ ପ୍ରଥମ ତାଲା ବିଷୟରେ ଭାବୁଛନ୍ତି ତେବେ ଆପଣ ଭିତରୁ ବହୁତ ଗମ୍ଭୀର ଓ ଦୟାଳୁ ଓ ଉଦାର ସ୍ଵଭାବର ଅଟନ୍ତି । ଆପଣ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତି । ଲୋକଙ୍କୁ ଜଣା ଯେ ଆପଣ ବହୁତ ଯତ୍ନଶୀଳ ଓ ଉଦାର ସ୍ଵଭାବର ଅଟନ୍ତି । ଲୋକଙ୍କ ମଧ୍ୟରେ ଆପଣଙ୍କ ପ୍ରସିଦ୍ଧି ଜଣେ ସ୍ନେହୀ ବ୍ୟକ୍ତି ଭାବରେ ରହିଛି ଓ ଯେବେ ପ୍ରେମ ଓ ବନ୍ଧୁତା କଥା ଆସେ ସେତେବେଳେ ମଧ୍ୟ ଆପଣ ବଦଳିଯାନ୍ତି ନାହିଁ ଓ ଏଥିପାଇଁ ଆପଣଙ୍କ ସାଥି ବର୍ଷାଧିକ କାଳ ଆପଣଙ୍କ ସହ ରହିବେ । ଆପଣ କେବେ ମଧ୍ୟ କାହାର ସହ ଖରାପ କରିବା ବିଷୟରେ ଚିନ୍ତା କରନ୍ତି ନାହିଁ । ଜେତେ ହୋଇପାରେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛୁକ ।

୨. ଯଦି ଆପଣ ଦ୍ଵିତୀୟ ତାଲା ବିଷୟରେ ଭାବୁଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି ଓ ଆପଣଙ୍କ ଦୃଢ ବ୍ୟକ୍ତିତ୍ଵ ଅଟେ । ଆପଣ ଆତ୍ମବିଶ୍ବାସୀ ଓ ଆପଣଙ୍କୁ କେଉଁ କଥାକୁ ଭୟ ନାହିଁ । ଲୋକ ଆପଣଙ୍କ ସାଥିରେ ମଜା ଉଠାନ୍ତି । ଏହି ଲୋକମାନେ ପ୍ରତିଦିନ ଏହି ଚିନ୍ତାର ସହ ଉଠନ୍ତି ଯେ ଯଦି ଖୁସିରେ ରହିବାର ଅଛି ତେବେ ଏହି ଖୁସିକୁ ଅନୁଭବ କରିବା ଉଚିତ ଓ ନିଜକୁ ବିଶ୍ଵାସ ଦେବା ଆବଶ୍ୟକ ଯେ ଆପଣଙ୍କ ଜୀବନ ଅନ୍ୟମାନଙ୍କ ଠାରୁ ଉନ୍ନତ ଅଟେ ।

୩. ଯଦି ଆପଣ ତୃତୀୟ ତାଲା ବାଛିଲେ ତେବେ ଆପଣ ବହୁତ ହୃଦୟବାନ ଓ ରହସ୍ୟମୟୀ ଜୀବନ ବିତାଉଛନ୍ତି ଓ ଏଥିପାଇଁ ଆପଣଙ୍କ ବିଷୟରେ ଲୋକମାନେ ଅଧିକ ରୁ ଅଧିକ ଜାଣିବାକୁ ଚାହାନ୍ତି । ଆପଣ ଦେଖିବାକୁ ବହୁତ ସୁନ୍ଦର ଓ ଏଥିପାଇଁ ଆପଣଙ୍କ ତରଫକୁ ଲୋକ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଆପଣ ବହୁତ ଥଣ୍ଡା ମିଜାଜର ଅଟନ୍ତି ଓ ଆପଣଙ୍କୁ କାହା କଥା ବେକାର ଲାଗେ। ଆପଣ କେବଳ ନିଜ କାମ ସହ ଜଡିତ ଥାନ୍ତି ଓ ବେକାର କାମରେ ଆପଣ ମନ ଦିଅନ୍ତି ନାହିଁ ।

୪. ଯଦି ଆପଣ ଚତୁର୍ଥ ତାଲା ବାଛିଲେ ତେବେ ଆପଣ କମ କଥା କୁହନ୍ତି ଓ ବହୁତ ଆତ୍ମବିଶ୍ବାସୀ ଅଟନ୍ତି । ଆପଣ ଅନ୍ୟମାନଙ୍କ ଠାରୁ ଭିନ୍ନ ଅଟନ୍ତି ଓ ଆପଣଙ୍କ ବ୍ୟକ୍ତିତ୍ଵ ନୀତିଦିନିଆ କାର୍ଯ୍ୟରେ ଶାନ୍ତି ପୂର୍ବକ କର୍ମ କରିବା ଓ ଶାନ୍ତି ରଖିବା ଭଲ ଲାଗିଥାଏ । ଯେବେ ଆପଣ କୁହନ୍ତି ତ ତାହା ଅନ୍ୟମାନେ ଧ୍ୟାନପୂର୍ବକ ଶୁଣନ୍ତି ଓ ବହୁତ କିଛି ଶିକ୍ଷା ମଧ୍ୟ ପାଇବାକୁ ଚେଷ୍ଟା କରନ୍ତି । ଲୋକଙ୍କ ମଧ୍ୟରେ ଆପଣଙ୍କ ପ୍ରସିଦ୍ଧି ଏକ ବିଶ୍ଵାସ ଅଟେ ଓ ପ୍ରଭାବଶାଳୀ ବ୍ୟକ୍ତି ରୂପରେ ଅଛି ଓ ଯେକୌଣସି ବ୍ୟକ୍ତିର ବ୍ୟକ୍ତିତ୍ଵ ତାହାର କଥାବାର୍ତ୍ତା, ଭାବ ଭଙ୍ଗିମା , ଚଳଣି କିମ୍ବା ବ୍ୟବହାରରୁ ବୁଝିହୁଏ । ତ ଏହିଭଳି ଆପଣ କାହା ବିଷୟରେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *