୪୦୦ ଟଙ୍କାରେ କିପରି ସମାଧାନ କରିବେ ୨୨ ହଜାର କଟାଯାଇଥିବା ଚାଲାଣ , ଏହି ପୋଲିସ୍ ବାଲା କହିଲେ ଏକ ବଢିଆ ଉପାୟ – ସମସ୍ତେ ନିଶ୍ଚୟ ଦେଖିବା ଦରକାର..

୧ ସେପ୍ଟେମ୍ବରରୁ ନୁଆ ମୋଟର ଯାନବାହାନ ଉପରେ ଏକ ଆକ୍ଟ ଲାଗୁ ହୋଇଛି , ଏହି ନୁଆ ଟ୍ରାଫିକ୍ ନିୟମରେ ଜୋରିମାନା ବହୁତ ଗୁଣା ବଢିଯାଇଛି , ଯାହାପରେ ନିୟମର ଉଲ୍ଲଘନ କରିଲେ ବହୁତ ଜୋରିମାନା ଦେବାକୁ ପଡିବ , ଜନତାଙ୍କ ଠାରୁ ୧୦ ହଜାରରୁ ନେଇକରି ଲକ୍ଷାଧିକଟଙ୍କାର ଚାଲାଣ କଟାଯିବାର ଖବର ମିଳୁଛି , ଏହି ନୁଆ ଟ୍ରାପିକ୍ ନିୟମ ଅନୁସାରେ ଜନତା ବହୁତ ଖପା ଅଛନ୍ତି , ସେମିତି ଏକ ପୋଲିସ୍ କର୍ମୀ ଚାଳାଣ ରାଶିରୁ ରକ୍ଷାପାଇବାପାଇଁ ଟିପ୍ସ ଦିଅନ୍ତି , ଯାହାର ଭିଡିଓ ଏକ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , ଭିଡିଓ ରେ ପୋଲିସ୍ କର୍ମୀ ଙ୍କ ଠାରୁ କିପରି ନିଜକୁ ବଞ୍ଚାଇପାରିବେ , କେମିତି ଆପଣ ଅଧିକା ଜୋରିମାନାରୁ ବହୁତ ଅଳ୍ପ ଜୋରିମାନା ଦେଇ ରକ୍ଷାପାଇପାରିବେ ।

ପୋଲିସ୍ କର୍ମୀଙ୍କ ନାଁ ସୁନିଲ୍ ସଂନ୍ଧୁ ଅଟେ,  ସେ ଏହି ଭିଡିଓରେ ଟ୍ରାଫିକ୍ ଫାଇନ୍ ଉପରେ କହିଛନ୍ତି , ସେ କହିଲେ କି ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନଥିଲେ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ପଲୁସନ୍ ସାର୍ଟିଫିକେଟ୍ ନଥିଲେ ଦଶ ହଜାର ଟଙ୍କା , ଓ ଇନସୁରାନ୍ସ ନଥିଲେ ଦୁଇ ହଜାର ଟଙ୍କା ନିଆଯିବ , ଭିଡିଓତେ ଏହି ପୁରା ଚାଲାଣର ପୁରା ଲିଷ୍ଟ ଦେଇଥିଲେ ,

ସୁନିଲ୍ ଉଦାହରଣ ଦେଇକରି କହିଲେ କି , ଯଦି କେଉଁ ଘରେ ନିଜ ଦସ୍ତାବିଜ ଭୁଲିଯାଇଥାନ୍ତି , ତେବେ ତାଙ୍କର ବି ଚାଲାଣ କଟାଯାଏ , ଆପଣ ଚାଲାଣକୁ କମ୍ କରି ୧୦୦ ଟଙ୍କା କରାଇପାରିବେ , ସେ କହିଲେ କି ଟ୍ରାଫିକ୍ ଚାଳାଣ ଦେବାପାଇଁ ପ୍ରାୟ ୧୫ ଦିନର ସମୟ ରହିଥାଏ ।

ଯାହାଙ୍କ ଚାଲାଣ କଟାଯାଇଛି ତେବେ ସେ ୧୫ ଦିନର ମଧ୍ୟରେ ନିଜ ଡକ୍ୟୁମେଣ୍ଟ ଦେଖାଇପାରିବେ , ଏମିତିରେ ପୁରା ଜୋରିମାନା ଦେବାରୁ ରକ୍ଷାପାଇପାରିବେ , ଆପଣଙ୍କୁ କେବଳ ୧୦୦ ଟଙ୍କା ଦେବାକୁ ହେବ , ସନ୍ଧୁ କହିଲେ କି ଯେପରି ଡ୍ରାଇଭିଙ୍ଗ୍ ଲାଇସେନ୍ସ , ରେଜିଷ୍ଟ୍ରେସନ, ପଲୁସନ୍ ସାର୍ଟିଫିକେଟ୍ ଓ ଇନସୁରାନ୍ସ ନଥିଲେ ନୁଆ ନିୟମ ଅନୁଯାୟୀ ୨୨ ହଜାର ଟଙ୍କା ଚାଲାଣ କଟିବ , ଯଦି ଆପଣ ୧୫ ଦିନ ମଧ୍ୟରେ ଥାନା ଅଧିକାରୀଙ୍କୁ ଦସ୍ତାବିଜ ଦେଖାଇଦେବେ , ତେବେ ପ୍ରତ୍ୟେକଙ୍କ ପାଇଁ ୧୦୦ ଟଙ୍କା ହେବ , ଏହି ପରି ଆପଣଙ୍କୁ ଚାରି ଶହ ଟଙ୍କା ଲାଗିବ , ସୁନିଲ୍ କହିଲେ କି ପ୍ରକିୟା ଟିକେ ସମୟ ଲାଗିବ , କିନ୍ତୁ ଡ୍ରାଇଭର ନିଜ ପଇସା ବଞ୍ଚାଇପାରିବେ , ଓ ସେ ଏହା ବି କହିଲେ କି ପ୍ରାବଧାନ ବିନା ହେଲମେଟ୍ ଓ ନିଶାରେ ଗାଡି ଚଲାଇଲେ ଏହାକୁ କଠୋର ଦଣ୍ତବିଧାନ ଅଛି ।

Leave a Reply

Your email address will not be published. Required fields are marked *