ନବରାତ୍ର ଚାଲୁଥିବା ବେଳେ ହେଲା ଚମତ୍କାର, ତୃତୀୟ ଆଖିରେ ନଜର ଆସିଲା ମାତାଙ୍କର ଅଦ୍ଭୁତ ଜ୍ୟୋତି , ଦେଖନ୍ତୁ ଭିଡିଓ…

ନବରାତ୍ରୀ ଚାଲୁଛି , ଚାରି ଆଡେ ଭକ୍ତିମୟ ବାତାବରଣ ଅଛି , ଲୋକେ ଦେବୀଙ୍କର ଭକ୍ତିରେ ଲୀନ ଅଛନ୍ତି , ଏହି ନବରାତ୍ର ଦିନରେ ବରେଲିର ଏକ ଅଦ୍ଭୁତ ଘଟଣା ଘଟିଛି , ଗୋଟେ ଘରେ ଲାଗିଥିବା ସିସିଟିଭି କ୍ୟାମେରାଏ ଏକ ଏମିତି ରହସ୍ୟମୟୀ ଜ୍ୟୋତି କଏଦ୍ ହେଲା , ଯାହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି , ସିସିଟିଭି କ୍ୟାମେରାରେ ଏହି ଦିବ୍ୟ ଜ୍ୟୋତି ଘରେ ପ୍ରବେଶ କରିଥାଏ , ଓ ତାପରେ ବୁଲିକରି ପୁଣି ପୁନଶ୍ଚ ଉଭାନ୍ ହୋଇଯାଇଛି ,ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଏହି ଫୁଟେଜ୍ ରେ ଦେଖାଯାଉଛି ଯାହାକି ଏକ ଦୈବିକ ଚମତ୍କାର ବୋଲି ଭକ୍ତମାନେ ମାନୁଛନ୍ତି ।

ଏହି ଚମତ୍କାର ଗ୍ରୀନ୍ ପାର୍କ ନିବାସୀ ନିଳମଣୀ ପାଠକଙ୍କ ଘରେ ହୋଇଥିଲା , ନିଳମଣୀ ସବୁଦିନ ସକାଳୁ ଉଠି ଘରର ସିସିଟିଭି ଫୁଟେଜ୍ ଚେକ୍ କରନ୍ତି , ବୁଧବାରକୁ ସବୁଦିନ ପରି ସେଦିନ ବି ସିସିଟିଭି ଫୁଟେଜ୍ ଚେକ୍ କରୁଥିଲେ , ଓ ତାଙ୍କ ନଜରରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲା । ଯାହାକି ଏକ ଜ୍ୟୋତି ଘରେ ପ୍ରବେଶ କରୁଛି , ଓ ତାପରେ ଏକ ଘଣ୍ଟା ପର୍ଯ୍ୟନ୍ତ ସେମିତି ପୁରା ଘରେ ବୁଲୁଛି , ଏହାପରେ ଅଦୃଶ୍ୟ ହୋଇଯାଇଛି । ଏବେ ନିଳମଣିଙ୍କର ଖୁସିର ଠିକଣାନାହିଁ , ନବରାତ୍ରୀରେ ଏହି ପରି ଦୃଶ୍ୟ ସେ କହନ୍ତି କେଉଁ ଚମତ୍କାରରୁ କମ୍ ନୁହେଁ , ତାଙ୍କ ପରିବାର ଲୋକେଏବେ ମାତାଙ୍କର ଜୟକାରା କରୁଛନ୍ତି , କିନ୍ତୁ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି , କିନ୍ତୁ ଧାର୍ମିକ ଲୋକ ଏହାକୁ ଦୈବୀକ ଚମତ୍କାର ବୋଲି ମାନୁଛନ୍ତି ।

ଏବେ ନିଳମଣି ପାଠକଙ୍କ ଘରେ ହୋଇଥିବା ଏହି ଚମତ୍କାରକୁ ଦେଖିବାକୁ ବହୁତ ଦୁର ଦୁରରୁ ଲୋକ ଆସୁଛନ୍ତି , ଲୋକଙ୍କର କହିବାକଥା କି କଳିଯୁଗରେ ଦେବୀ ହେବା ଅନୁଭୁତି ଏହି ଦିବ୍ୟ ଜ୍ୟୋତି ହିଁ କରାଇଛି  ।

Leave a Reply

Your email address will not be published. Required fields are marked *