ଚାଣକ୍ୟ ନୀତି ଅନୁସାରେ – ଏମିତି ପୁରୁଷଙ୍କୁ ପାଇବାକୁ ପାଇଁ ମହିଳାମାନେ କିଛି ବି କରିବସନ୍ତି , ଥରେ ନିଶ୍ଚିତ ଜାଣିନିଅନ୍ତୁ…

ଚାଣକ୍ୟ ଭାରତ ଇତିହାସରେ ସବୁଠାରୁ ବିଦ୍ୱାନ ବ୍ୟକ୍ତି ବୋଲି ଜଣାଯାଏ , ଚାଣକ୍ୟ ସ୍ତ୍ରୀ ଓ ପୁରୁଷଙ୍କ ସଂବନ୍ଧକୁ ନେଇ ଯାହା ବି ନିୟମ ଦୁନିଆଁରେ କହିଛନ୍ତି ତାହା ଆଜିର ଯୁଗରେ ବିଲକୁଲ୍ ସଠିକ୍ ବସୁଛି , ତାଙ୍କର କଥା ଯାହା ସ୍ତ୍ରୀ ପୁରୁଷ ନିଜ ଜୀବନରେ ଆପଣାଇ ନିଅନ୍ତି , ତାଙ୍କର ଜୀବନ ଖୁସିରେ ଭରି ରହିଥାଏ , ଚାଣକ୍ୟ ମନୁଷ୍ୟଙ୍କୁ ଖୁସିରେ ରହିବାପାଇଁ ବହୁତ ସାରା ରହସ୍ୟ କହିଛନ୍ତି , ଏହା ସହ ଚାଣକ୍ୟ ପ୍ରାୟ ସବୁ ଜୀବନରେ ପ୍ରଥମ ମନୁଷ୍ୟର ନିଜ କଥା ରଖିଛନ୍ତି ,  ସେ ନିଜ ଅସୀମ ଜ୍ଞାନରୁ ଏକ ମନୁଷ୍ୟର ସବୁ ସମସ୍ୟାର ସମାଧାନ କହିଛନ୍ତି , ଚାଣକ୍ୟ ଏହି କଥା ବି କହିଛନ୍ତି କି କିପରି ପୁରୁଷଙ୍କ ପ୍ରତି ମହିଳାମାନେ ଅଧିକା ଆକର୍ଷିତ ହୁଅନ୍ତି , ଚାଣକ୍ୟଙ୍କ ମୁତାବିକ , ଏମିତି ପୁରୁଷ ପାଇବାପାଇଁ କିଛି ବି କରିପାରନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ନିଜ ଭାବନା ଓ ବୁଝିବାର୍ କ୍ଷମତା କାରଣରୁ ଆଜି ପର୍ଯ୍ୟନ୍ତ ଦୁନିଆଁର ସବୁଠାରୁ ବିଦ୍ୱାନ ବ୍ୟକ୍ତି ବୋଲି ଜଣାଯାଉଥିଲେ , ଚାଣକ୍ୟ ବିଦ୍ୱାନତା ଅନ୍ଦାଜା ଏହି କଥାରୁ ଲଗାଯାଇପାରିବ କି ସେ ଏକ ଛୁଆର ହାତରେ ହତିଆର ଧରାଇ ମହାରାଜ ଓ ପରାକ୍ରମୀ ଚନ୍ଦ୍ରଗୁପ୍ତ ବନାଇଦେଇଥିଲେ,  ଚାଣକ୍ୟ ଯେତେ ଯୁଦ୍ଧ ନୀତିରେ ନିପୁଣ ଥିଲେ , ସେତିକି ସେ ସାମାଜିକ ମୁଦ୍ଧା ରେ ଜ୍ଞାନ ରଖିଥିଲେ , ସେ ଚାଣକ୍ୟ ନୀତି ନାମକ ଗ୍ରନ୍ଥରେ ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ବହୁତ ଉପଯୋଗୀ ତଥ୍ୟ ଦେଇଛନ୍ତି , ଯାହା ଆଜିର ପୁରୁଷ ଓ ସ୍ତ୍ରୀଙ୍କ ଜୀବନରେ ଖାପ ଖୁଆଉଛି ।

ଏକ ଲୋକପ୍ରିୟ ଲୋକକଥା ଅଛି , ମହିଳାଙ୍କୁ କେହି ବି ବୁଝିପାରନ୍ତି ନାହିଁ , ବୋଧେ ଏହି କଥା ସେହି ଲୋକ କହନ୍ତି ଯାହାଙ୍କୁ କେଉଁ ପ୍ରକାରର ଧୋକା ମିଳିଛି , ଏଥିପାଇଁ ଚାଣକ୍ୟ କିଛି ଏମିତି କଥା କହିଛନ୍ତି ଯାହା କେବେ ନ ହେଉ , ଚାଣକ୍ୟ ଏମିତି କଥା କହିଛନ୍ତି ଯାହାକି ମହିଳାମାନେ ପୁରୁଷଙ୍କୁ ପାଇବାକୁ ଯେ କୌଣସି ପରିସ୍ଥିତିର ସାମ୍ନାକରିଥାନ୍ତି , ଏହି ଗୁଣରୁ ଗୋଟେ ଅଛି ଯାହା ପୁରୁଷଙ୍କୁ ମହିଳାମାନେ ନିଜ ବଶରେ କରିପାରନ୍ତି , ଆସନ୍ତୁ ସେହି ଗୁଣ ବିଷୟରେ ଆଲୋଚନା କରିବ ।

ପୁରୁଷଙ୍କ ଏହି ଗୁଣ ସକାଶେ ମହିଳାମାନେ ତାଙ୍କ ଆଡକୁ ବେଶୀ ଆକର୍ଷିତ ହୋଇଥାନ୍ତି ।

୧) ସାଧାରଣତଃ ମହିଳାମାନେ ଏମିତି ପୁରୁଷଙ୍କୁ ପାଇବାପାଇଁ କିଛି ବି କରିପାରନ୍ତି , ଯାହା ପର ସ୍ତ୍ରୀ ହିସାବରେ ଦେଖନ୍ତି ନାହିଁ , ଏମିତି ପୁରୁଷ ତାଙ୍କୁ ବହୁତ ଆକର୍ଷିତ ଲାଗନ୍ତି ।

୨) କଥାକହିବା ଶୈଳୀରୁ ଏମିତି ମାନାଯାଏ କି ମହିଳାମାନେ ପୁରୁଷଙ୍କ କଥା କହିବା ଶୈଳୀରୁ ଅଧିକା ଆକର୍ଷୀତ ହୋଇଥାନ୍ତି , ଯାହା ପୁରୁଷ ମହିଳାଙ୍କ ପ୍ରତି ଭଲ ପାଇବା ଓ ସମ୍ମାନ ସହ କଥା ହୁଅନ୍ତି । ଓ ତାଙ୍କୁ ନିଜ ଆଡକୁ ଆକର୍ଷୀତ କରାଇଥାନ୍ତି ।

୩) ସବୁ ସ୍ତ୍ରୀ ନିଜ ସ୍ୱାମୀଙ୍କ ଚେହେରାରେ ନିଜ ବାପାଙ୍କ ଛବି ଦେଖିଥାନ୍ତି , ଅଧିକାଂଶ ମହିଳା ପୁରୁଷଙ୍କ ସୁନ୍ଦରତାରୁ ଅଧିକା ତାଙ୍କର ବ୍ୟକ୍ତିତ୍ୱ କୁ ଧ୍ୟାନ ଦିଅନ୍ତି , ମହିଳାମାନେ ଏମିତି ପୁରୁଷଙ୍କ ଠାରୁ ଦୁରେଇ ରୁହନ୍ତି ଯିଏକି ଅହଂକାରୀ ଓ ଗର୍ବୀ ହୋଇଥିବେ ।

୪) କିଛି ମହିଳାଙ୍କ ଅଧିକା କଥାବାର୍ତ୍ତା କରିବାର ଅଭ୍ୟାସ ଥାଏ , ଏଥିପାଇଁ ସେମାନେ ଏପରି ପାର୍ଟନର ଖୋଜନ୍ତି , ଯିଏ ତାଙ୍କ କଥା ଶୁଣିବ , ମହିଳାମାନେ ଏମିତି ପୁରୁଷଙ୍କ ଆଡକୁ ଅଧିକା ଆକର୍ଷିତ ହୁଅନ୍ତି , ଯିଏ ତାଙ୍କ କଥାକୁ ଶୁଣିବେ ।

Leave a Reply

Your email address will not be published. Required fields are marked *