ଏହି ଫଟୋ ଗୁଡିକ ଆପଣଙ୍କ ମୁଣ୍ତକୁ ଗୋଳିଆ ମାଳିଆ କରିଦେବ , ଦୁରରୁ କିଛି ଅଲଗା ଓ ପାଖରେ କିଛି ଅଲଗା ଦେଖାଯାଇଥାଏ – ଆଖି ମଧ୍ୟ ଧୋକା ଖାଇଯିବ ନିଶ୍ଚୟ ଦେଖନ୍ତୁ..

କେବେ କେବେ ଏମିତି ହୋଇଥାଏ କି ଆଖି ବି ଧୋକା ଖାଇଥାଏ , କିଛି କଳାକାରୀ ସହ ଏମିତି କଳାକାର ଏହାକୁ ଇଲୁଜନ୍ କହନ୍ତି , ଫଟୋରେ କ୍ଲିକ୍ କରିବା କାହାକୁ ପସନ୍ଦ ହୋଇନଥାଏ , କାହାକୁ ପ୍ରକୃତିର ଫଟୋ ଉଠାଇବାକୁ ପସନ୍ଦ ଲାଗେ ଓ କାହାକୁ ବିଲଡିଙ୍ଗ୍ କାହାକୁ ସହରର ତ ଆଉ କାହାର ୱାଇଲ୍ଡ୍ ଫଟୋଗ୍ରାଫି କରିବା ଭଲ ଲାଗିଥାଏ , କିନ୍ତୁ ଏଠାରେ କିଛି ଫଟୋ ଅଛି ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ , ଏହି ଫଟୋରେ ଏମିତି କିଛି ଅଛି ଯାହା ଆପଣଙ୍କ ମୁଣ୍ତ ବୁଲାଇଦେବ ।

ଏହି ଫଟୋକୁ ପ୍ରଥମ ଥର କିଏ ଦେଖିଲେ ମୁଣ୍ତ ବୁଲାଇଦେବ , ଏହି ଦୁହେଁର ଡିଜାଇନ୍ ଏପରି ହୋଇଛି ଯାହା ପୁରା ବୁଲୁଛି , କିନ୍ତୁ ଏହି ଡିଜାଇନ୍ ଚକ୍ରରେ କୌଣସି ପ୍ରକାରର ବୁଲୁନି , ଖାଲି ଏହା ଆପଣଙ୍କ ମସ୍ତିସ୍କ ବୁଲୁଛି ।

ଏହି ଫଟୋରେ ଆପଣଙ୍କୁ ଏକ ବୃଦ୍ଧା ବ୍ୟକ୍ତିଙ୍କ ଫଟୋ ନଜର ଆସୁଥିବ , କିନ୍ତୁ ଧୀରେ ଧିରେ ଏହା ଏକ ଗାଁର ନଜାରା ବଦଳିଯିବ ।

ଏହି ଫଟୋରେ ଯଦି ଆପଣ ଦୂରରୁ ଦେଖିପାରୁଥିବେ ତେବେ ଆପଣଙ୍କୁ ଗୋଟିଏ ମଣିଷ ଦେଖାଦେବ , କିନ୍ତୁ ଟିକିଏ ପାଖକୁ ଗଲେ ଆପଣଙ୍କୁ ତିନୋଟି ମଣିଷ ନଜର ଆସିବେ , ଯିଏକି ଜଣଙ୍କ ପଛରେ ଜଣେ ଠିଆ ହୋଇଛନ୍ତି , ଓ ଜଣେ ସାମ୍ନାରେ ଠିଆ ହୋଇଛି ।

ଏବେ ଏହି ଫଟୋରେ ଏହି ବ୍ୟକ୍ତିଙ୍କ ଚେହେରା କୁ ଟିକିଏ ଧ୍ୟାନ ଦିଅନ୍ତୁ , ଦେଖିବେ ଏହି ଦୁହେଁଙ୍କ ପଟୁ ଚେହେରା ଦେଖାଯାଉଛି , ସାମ୍ନା ପଟେ ଓ ସାଇଡ୍ ରେ ବି , କିନ୍ତୁ ଏହା ଚିହ୍ନିବା ମୁସକିଲ୍ କି ଏହା କେଉଁ ପଟକୁ ଦେଖୁଛି ।

ଏହି ଫଟୋରେ ଗୋଟେ ଝିଅର ଚେହେରା ଦେଖିକରି ଆପଣ ଭାବିବାକୁ ପଡିଯିବେ , କାରଣ ଏଥିରେ ବହୁତ ସାରା ଚେହେରା ଦେଖାଯାଉଛି , ଓ ଆପଣ ପାଞ୍ଚ ମିନିଟ୍ ଲଗାତାର ଏହି ଫଟୋକୁ ଦେଖିନେଲେ ପକ୍କା ଆପଣଙ୍କ ମୁଣ୍ତବୁଲାଇବ  ।

Leave a Reply

Your email address will not be published. Required fields are marked *