ମନ୍ଦିରରେ ଚପଲ ଚୋରୀ ହେବା ଅଶୁଭ ନୁହେଁ , ଜୀବନରେ ପରିବର୍ତ୍ତନର ସଙ୍କେତ ଅଟେ , ଜାଣନ୍ତୁ ଏହା କି ସୂଚନା ଦେଇଥାଏ..

ଆମର ଜୀବନରେ ଏମିତି ବହୁତ ଘଟଣାମାନ ହୋଇଥାଏ ଯାହା ଆମକୁ ବିଚଳିତ କରିଦିଏ , କାରଣ ଏହାର ମତଲବ ଆମ ଜୀବନର ମତଲବ ବୁଝି ପାରିନଥାଉ କିନ୍ତୁ ବାସ୍ତବରେ ଦେଖାଗଲେ ଏହାର ପଛରେ କିଛି ବିଶେଷ ଅଭିପ୍ରାୟ ଅଛି , ଏମିତି ଏକ ସାମାନ୍ୟ ଘଟଣା ଅଛି ମନ୍ଦିରରୁ ଜୋତା ଚପଲ ଚୋରି ହେବା , ଆମେ କେବେ ବି ଏମିତି ଚାହୁଁନାହୁଁ କି ଆମର କେଉଁ ଜିନିଷ ଚୋରୀ ହେଉ କାରଣ କେଉଁ ପ୍ରକାରର ଚୋରି କୁ ଆମେ ଅଶୁଭ ବୋଲି ମାନିଥାଉ , ଓ ଏହା ସହ ମାନ୍ୟତା ଅଛି କି ବାରମ୍ବାର ଏମିତି ହେବା ପଛରେ କିଛି ଅଭିପ୍ରାୟ ଅଛି  ,ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ , ବାସ୍ତବରେ ମନ୍ଦିରରେ ଜୋତା କିମ୍ବା ଚପଲ ଚୋରୀ ହେବାର କଣ ସଙ୍କେତ ଦେଇଥାଏ ।

ସେମିତି ଚୋରି ହେବା ଧନର ହାନୀକୁ ଦର୍ଶାଇଥଏ , କିନ୍ତୁ ଜୋତା ଚପଲ ଚୋରି ହେବା ଶୁଭ ହୋଇଥାଏ , ଓ ଖାସକରି ଯଦି ଶନିବାରକୁ ଚମଡାର ଜୋତା ଚୋରି ହୋଇଥାଏ , ତେବେ ବହୁତ ଭଲ ହୋଇଥାଏ , ଯାହାର ଉପରେ ଶନିଙ୍କ ସାଢେ ସାତି ଓ ଶନିଦୋଷ ହୋଇଥାଏ , ସେମାନେ ନିଜ ଦୋଷ ଛଡାଇବାପାଇଁ ଶନିବାର ଦିନ ଜୋତା ଚପଲ ଛାଡିକରି ଯାଆନ୍ତି , ଯାହାର କାରଣରୁ ସବୁ କଷ୍ଟରୁ ନିବାରଣ ହୋଇଥାଏ ।ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶନିଙ୍କୁ କ୍ରୁର ଓ କଠୋର ଗ୍ରହ ବୋଲି ଜଣାଯାଏ , ଶନି ଯେବେ କେଉଁ ବ୍ୟକ୍ତି ଉପରେ ବିପରିତ ଫଲ ଦେଇଥାନ୍ତି ତେବେ ସେ କଡା ପରିଶ୍ରମ କରିବାକୁ ବାଧ୍ୟ କରିଥାନ୍ତି , ଓ ନାମକ ମାତ୍ର ପ୍ରତିଫଳ ପ୍ରଦାନ କରିଥାନ୍ତି , ଯେଉଁ ଲୋକଙ୍କର କୁଣ୍ତଳୀରେ ସାଢେ ସାତି ଥିବ , ଯାହାର ରାଶିରେ ଶନିଙ୍କର ଭଲ ସ୍ଥାନ ନଥିବ , ତାଙ୍କୁ ବହୁତ ଅସୁବିଧାର ସାମ୍ନାକରିବାକୁ ପଡିଥାଏ , କିନ୍ତୁ ଶନିଙ୍କ ଏହି କ୍ରୁର ଦୃଷ୍ଟିରୁ ମୁକ୍ତି ମିଳିପାରିବ , ଯାହାପାଇଁ କିଛି ଉପାୟ ଅଛି ,

ଆମର ତ୍ୱଚା ଓ ପାଦର କାରକ ଶନି ଗ୍ରହ ଅଛନ୍ତି , ଏଥିପାଇଁ ଶନିବାର ଦିନ କିଛି ଲୋକ ଶନିମନ୍ଦିର ଯାଈକରି ଚପଲ ଦାନ କରନ୍ତି , ଏମିତି ଯଦି ଚପଲ ଚୋରୀ ହୁଏ , ତେବେ ଆପଣ ଚିନ୍ତା ନକରି ଶନିଙ୍କ କ୍ରୁର ଓ କଠୋର ଦୃଷ୍ଟିରୁ ରକ୍ଷା ପାଇଛନ୍ତି ବୋଲି ଜାଣିବେ , ଏବେ ଆମର ଅସୁବିଧା କମ୍ ହୋଇଯିବ , ଶନି ଏବେ ଅଧିକା ଚିନ୍ତା କରାଇବେ ନାହିଁ । ଏଥିପାଇଁ ଶନିବାର ଦିନ ଶନି ମନ୍ଦିରରେ ଜୋତା ଛାଡିବା ଶନିଙ୍କ ଦ୍ୱାରା କଷ୍ଟକମ୍ ହୋଇଯାଏ ।

ସେଥିପାଇଁ ଆମେ ଏବେ ଆଶା କରୁଛୁ କି ଆପଣ କେବେ ଚପଲ ଜୋତା ଚୋରୀ ହେଲେ ଦୁଃଖୀ ହେବେ ନାହିଁ ଖୁସିରେ ରହିବେ , କାରଣ ଜୋତା ଚପଲ ଯିବାର କାରଣ ଆପଣଙ୍କ ଉପରେ ସବୁ ସମସ୍ୟା ତାଙ୍କ ସହ ଚାଲିଯିବ , ଆପଣଙ୍କ ଜୀବନର ସଙ୍କଟ ଦୂର ହୋଇଯିବ , ଏହା ସହ ଆପଣଙ୍କ ଘରର ସବୁ ଖୁସି ଆସିବ , ଓ ସବୁ କାର୍ଯ୍ୟ ପୁରା ହେବ  ।

Leave a Reply

Your email address will not be published. Required fields are marked *