ଏହି ଫଟୋରେ ଦେଖାଯାଉଥିବା ଝିଅ ଆଜି ହୋଇ ସାରିଛନ୍ତି ବଲିଉଡ ର ବଡ ହିରୋଇନ, କଣ ଆପଣ ଚିହ୍ନିପାରିଲେ ?

ବଲିଉଡ୍ ରେ ଏମିତି ବହୁତ ସାରା ଅଭିନେତ୍ରୀ ଅଛନ୍ତି ଯିଏକି ନିଜ ବଢିଆ ଅଭିନୟ ଦ୍ୱାରା ବଲିଉଡ୍ ରେ ସଫଳତା ହାସିଲ୍ କଲେ , ହଁ ଆଜ୍ଞା , ଏଥିରେ କିଛି ଅଭିନେତ୍ରୀ ଏପରି ଥିଲେ ଯାହାଙ୍କର ସମସ୍ତେ ଦିୱାନା ଥିଲେ,  ଓ ସବୁ ବ୍ୟକ୍ତି ତାଙ୍କୁ ପାଇବାକୁ ଚାହୁଁଥିଲା , କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ ଏଥିରୁ କିଛି ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି , ଯାହାଙ୍କର ଯାଦୁ ଅଧିକା ସମୟ ଚାଲିପାରିଲା ନାହିଁ , କିନ୍ତୁ ତା ସତ୍ତ୍ୱେ ବି ଲୋକେ ତାଙ୍କର ବଡ ଫ୍ୟାନ୍ ଅଛନ୍ତି , ଏବେ ଏହି ଅଭିନେତ୍ରୀମାନେ ବଲିଉଡ୍ ରେ ଅଧିକା ଦିନ ନ ରହିପାରିବାରୁ ଧୀରେ ଧୀରେ ସେ ବଲିଉଡ୍ ରୁ ଗାୟବ ହୋଇସାରିଲେଣି , ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ବଲିଉଡ୍ ଫିଲ୍ମ ଜଗତରେ ବହୁ ଦିନ ହେଲା ରାଜ୍ କରିଆସୁଥିଲେ ।

ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏମିତି ଏକ ଛୁଆ ବିଷୟରେ କହିବୁ , ଯିଏ ବଡ ହୋଇକରି ନା କେବଳ ପ୍ରସିଦ୍ଧ ଅଭିନେତ୍ରୀ ହୋଇଥିଲେ ବରଂ ସେ ବହୁତ ହୃଦୟରେ ରାଜ୍ କରିଥିଲେ,  ସେମିତି ଆପଣଙ୍କୁ ଜଣାଇଦେବୁ କି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରୁଛୁ , ତାଙ୍କର ନାଁ ମନିଷା କୋଇରାଲା ଅଟେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ମନିଷାଙ୍କ ବଲିଉଡ୍ ଖାନଦାନ୍ ସହ କିଛି ସଂମ୍ପର୍କ ରଖିନଥିଲେ ବରଂ ତାଙ୍କର ଜନ୍ମ ଏକ ସ୍ୱତନ୍ତ୍ରତା ସେନାନୀ ଖାନଦାନ୍ ରେ ହୋଇଥିଲା , ମନୀଷା କୋଇରାଲା ଛୁଆ ବେଳରୁ ଅଭିନୟ କରିବାର ସଉକ ରଖୁଥିଲେ, ଯାହାକୁ ନେଇ ସେ କମ୍ ବୟସରେ ଅଭିନୟ ଦୁନିଆଁରେ ପାଦ ଥାପିଥିଲେ,  କହିଦେବୁ କି ମନିଷା ଯେବେ ଛୋଟ୍ ଥିଲେ ତେବେ ସେ ନେପାଳୀ ଫିଲ୍ମରେ କାମ କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ଏମିତିରେ ତାଙ୍କୁ ବାଳ କଳାକାର ରୁପେ ଏକ ଖାସ୍ ପରିଚୟ ମିଳିଲା , ଏହାପରେ ସେ ଫିଲ୍ମ ସୌଦାଗର ୧୯୯୦ ରୁ ବଲିଉଡ୍ ଦୁନିଆଁରେ ପାଦ ଦେଇଥିଲେ,  ହଁ ଆଜ୍ଞା ଏହି ଫିଲ୍ମକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ, ଏହି ଫିଲ୍ମ ପରେ ମନୀଷା ବଲିଉଡ୍ ରେ ଆହୁରି ହିଟ୍ ଫିଲ୍ମ ଦେଇଥିଲେ , ଏବେ ଏମିତି ମନୀଷା କୋଇରାଲା ବଲିଉଡ୍ ରେ ବହୁତ ଅଭିନେତାଙ୍କ ସହ କାମ କରିଛନ୍ତି , କିନ୍ତୁ ସେ ସବୁଠାରୁ ଅଧିକା ଫିଲ୍ମ ଅଜୟ ଦେବଗନଙ୍କ ସହ କରିଛନ୍ତି , କହିଦେବୁ କି ମନୀଷା ଅଜୟ ଦେବଗନଙ୍କ ସହ ଧନବାନ୍ , ଲଜ୍ଜା, କମ୍ପାନୀ, କଚ୍ଚେ ଧାଗେ , ହିନ୍ଦୁସ୍ଥାନୀ କି କସମ୍ , ଓ ମେହବୁବା ଆଦି ଫିଲ୍ମରେ କାମ କରିଛନ୍ତି ।

ଦର୍ଶକଙ୍କ ଦ୍ୱାରା ତାଙ୍କ ଯୋଡି ବହୁତ ପସନ୍ଦ କରାଗଲା , ସେମିତି ତାଙ୍କ ନିଜ ଜୀବନର କଥା କହିଲେ ସେ ୧୯ ଜୁନ୍ ୨୦୧୦ କୁ ସେ ଏକ ନେପାଳି ବିଜନେସ୍ ମ୍ୟାନ୍ ସହ ବିବାହ କରିଥିଲେ , ଯାହାଙ୍କ ନାଁ ସମ୍ରାଟ ଦହାଲ୍ ଥିଲା , ଏହି ଦୁହେଁ ବିବାହ ଅଧିକା ଦିନ ଯାଏଁ ରହିନଥିଲା,  ହଁ ଆଜ୍ଞା ମନିଷାଙ୍କ ସ୍ୱାମୀ ତାଙ୍କୁ ଦୁଇ ବର୍ଷ ପରେ ଛାଡପତ୍ର ଦେଇଥିଲେ,  ୨୦୧୨ ରେ ମନିଷା ଓଭାରି କ୍ୟାନସର୍ ହୋଇଗଲା,  ଯାହାକୁ ନେଇ ମନିଷା ୟୁଏସ୍ ଏ ପର୍ଯ୍ୟନ୍ତ ଯିବାକୁ ପଡିଲା , କିନ୍ତୁ ତା ସତ୍ତ୍ୱେ ବି ମନୀଷା ଜୀବନର ସଂଗ୍ରାମରେ ପୁଣି ଫେରିଆସିଥିଲେ,  ଓ ଏବେ ସେ ସଂପୂର୍ଣ୍ଣ ସୁସ୍ଥ୍ୟ ଅଛନ୍ତି , ଓ ବଲିଉଡ୍ ରେ ଦ୍ୱିତୀୟ ପାରିର ଆରମ୍ଭ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *