ଘରକୁ ଆସିଥିବା ଡାକ ଲଫାଫା ଖୋଲିବା ମାତ୍ରେ ବ୍ୟକ୍ତିଙ୍କର ଚେତା ଉଡିଗଲା , ଜାଣନ୍ତୁ କଣ ଅଟେ ଏହି ଅଜବ ଘଟଣା…

ଆମେ ସମସ୍ତେ ପ୍ରତିଦିନ ଆସୁଥିବା ଖବରକାଗଜ କିମ୍ବା ସମାଚାର ଚାନେଲରେ ଠକାମି ଘଟଣା ସହ ଜଡିତ ଖବର ଶୁଣୁଛେ। କିଛି ନା କିଛି ପ୍ରତିଦିନ ଏପରି ସାମ୍ନାକୁ ଆସୁଛି ଯେଉଁଥିରେ ଜଣାପଡୁଛି ଯେ ଲୋକ ମାନଙ୍କୁ ଧୋକା ଦେଇ ନିଜର ଚାଲାକି ଦ୍ଵାରା ସହଜରେ ବୋକା ବନେଇ ପାରୁଛନ୍ତି ଏହି ଗ୍ୟାଙ୍ଗ। ପ୍ରତିଦିନ ଦେଶରେ କଉଠି ନା କଉଠି ଠକାମି ହେଉଛି ଯାହାକି ଆଇନର ହାତ ଠାରୁ ଦୂରରେ ହେଉଛି । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହୁଛି ଯାହାକୁ ଶୁଣିଲେ ସମସ୍ତଙ୍କ ପାଦତଳୁ ମାଟି ଖସିଯିବ । ଏହା ଏକ ଏପରି ଘଟଣା ଯାହା କାହା ସହ ମଧ୍ୟ ଘଟିପାରେ । ଏହା ଆମେ ଏଥିପାଇଁ କହୁଛୁ କାରଣ ଆପଣଙ୍କୁ ମଧ୍ୟ ଜଣାପଡିବ ନାହିଁ କେବେ କେଉଁ ସମୟରେ ଓ କେଉଁଠାରେ ଏହି ଘଟଣା ଘଟି ଯାଇଛି ଓ ଆପଣଙ୍କୁ କ୍ଷତି ହୋଇପାରେ ।

ଆପଣଙ୍କୁ ଜଣେଇଦେଉଛୁ ଯେ ଏହି ଘଟଣା ପାନ ସହ ଜଡିତ ଅଟେ । ଏହି ଘଟଣା ତଲୱଣ୍ଡି ନିବାସୀ ସମ୍ରାଟ ଚଢାଙ୍କ ଘରେ ଘଟିଥିଲା ଯାହାପରେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରକୃତରେ ହୋଇଥିଲା ଏହା ଯେ ଏହି ପାନ କାର୍ଡ ରେ ଡ଼ିସିଏମ ନିବାସୀ ଏକ ଅନ୍ୟ ବ୍ୟକ୍ତିର ଫୋନ ନମ୍ବର ଅଛି କିନ୍ତୁ ଏହି ପାନ କାର୍ଡ ଯେଉଁ ଲୋକଙ୍କ ପାଖରେ ପହଞ୍ଚିଲା ସେହି ଲୋକଙ୍କ ପାଖରେ ପ୍ରଥମରୁ ପାନ କାର୍ଡ ମହଜୁଦ ଅଛି ।

ଜେନିଦେଉଛୁ ଯେ ତାଙ୍କର ପାନ କାର୍ଡ 4ଫେବ୍ରୁଆରି 2006ରେ ତିଆରି ହୋଇଥିଲା । ଯାହାକି ନକାର ପାନ କାର୍ଡ 29ଜୁନ 2017କୁ ତିଆରି ହୋଇଛି । ତାଙ୍କର ଏହି ପାନକାର୍ଡ ଲଫାଫା ରେ ଏକ ନମ୍ବର ଦିଆଯାଇଛି । କଥା ହେବାପରେ ବ୍ୟକ୍ତି ଡ଼ିସିଏମ ଅଞ୍ଚଳର ଥିଲେ । ସେ ପାନ କାର୍ଡ ସୂଚନା ବିଷୟରେ ମନାକଲେ। ଆଶ୍ଚର୍ଯ୍ୟ ତ ସେତେବେଳେ ହେଲେ ଯେବେ ତଲୱଣ୍ଡି ନିବାସୀ ସମ୍ରାଟ ଚଢାଙ୍କୁ ଏକ ଡାକ ଆସିଲା ତୋ ସେ ଏହାକୁ ଖୋଲି ଦେଖିଲେ ତ ତାଙ୍କ ଆଖି ଫାଡିହୋଇ ରହିଗଲା କାରଣ ସେହି ଲଫାଫା ରେ ତାଙ୍କ ନାମରେ ଏକ ନକଲି ପାନ କାର୍ଡ ଥିଲା ଓ ଏତିକି ନୁହେଁ ଏହା ବ୍ୟତୀତ ଧ୍ୟାନ ଦେବାର କଥା ଏହା ଯେ ସେହି ପାନ କାର୍ଡ ଉପରେ ଅନ୍ୟ ଏକ ଲୋକର ଫଟୋ ଲାଗିଥିଲା ଓ ଟପୁରେ ଅନ୍ୟ ଲୋକର ଦସ୍ତଖତ ମଧ୍ୟ ଥିଲା ।

ଏବେ ଏହାପରେ ଏହି ଘଟଣା ଏତିକିରେ ଶେଷ ହୋଇନଥିଲା । ପ୍ରକୃତରେ ଏହି ପାନ କାର୍ଡ ଉପରେ ଯେଉଁ ଫୋନ ନମ୍ବର ଥିଲା ତାହା ମଧ୍ୟ ନକଲି ଥିଲା । ଯାହାଙ୍କ ସହ ଏହି ଘଟଣା ଘଟିଛି ସେ ନିଜେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ଥିଲେ । ଓ ତାପରେ ଯେବେ ସେ ଏହି ନକଲି ପାନକାର୍ଡ ଉପରେ ଥିବା ନମ୍ବରରେ କଥା ହେଲେ ଜଣାଗଲା ଯେ ସେହି ପାନକାର୍ଡ ଡ଼ିସିଏମ ଅଞ୍ଚଳର ଅଟେ ଓ ସେ ପାନ କାର୍ଡ ବିଷୟରେ କିଛି କହିବାକୁ ମନା କରିଦେଲେ ।

ଏବେ ଟିକେ ଆପଣ ଭାବନ୍ତୁ ଏହି ପ୍ରକାର ଘଟଣା ଯଦି ଆପଣଙ୍କ ସହ ଘଟିଥାନ୍ତା ତେବେ ଆପଣଙ୍କ ଅବସ୍ଥା ମଧ୍ୟ କିଛି ଏହିଭଳି ହୋଇଥାନ୍ତା । ଏହି ଘଟଣା କାହା ସହ ମଧ୍ୟ ଘଟିପାରେ । ଆଜିକାଲି ଦେଶରେ ଠକାମି ସଂଖ୍ୟା ଏତେ ବଢିଯାଇଛି ଯେ ଯୋକଙ୍କୁ ପ୍ରାୟଦିନ ଠକମାନେ ଠକୁଛନ୍ତି । ଏହା ସତ୍ବେ ଲୋକମାନେ ବୁଝିପାରୁ ନାହାନ୍ତି ଏଥିପାଇଁ ଆବଶ୍ୟକ ଅଟେ ସାବଧାନ ରହିବା ଓ ସବୁବେଳେ ସତର୍କ ରହିବାର କାରଣ କେବେ କଣ ହୋଇଯିବ ଏହାର କିଛି ସ୍ଥିରତା ନଥାଏ । ଏହି ଘଟଣାରୁ ଆପଣଙ୍କୁ ଶିକ୍ଷା ନେବା ଦରକାର ।

Leave a Reply

Your email address will not be published. Required fields are marked *