ମୃତ୍ୟୁର ୫ ଘଣ୍ଟାପରେ ପୁଣି ଆଉଥରେ ଜୀବିତ ହୋଇଉଠିଥିଲା ଏହି ବ୍ୟକ୍ତି , କହିଲା ଅଲଗା ଦୁନିଆଁର ଗଭୀର ରହସ୍ୟ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ…

ଆସିବା ଦିନରୁ ଏହି ଦୁନିଆଁରେ କିଛି ରୋମାଞ୍ଚକର ଘଟଣା ଘଟୁଛି , ଯାହାର ବିଷୟରେ ଶୁଣିକରି ଲୋକଙ୍କର ମନରେ ବିଶ୍ୱାସ କରିପାରିବା , ଅସମ୍ଭବ ପରି ଲାଗେ , ଯେବେ ଲୋକମାନେ ସେହି ଘଟଣା ଆଖିରେ ଦେଖନ୍ତି , ସେମାନେ ତାହାକୁ କେବେ ମିଛ କହିପାରିବେ ନାହିଁ , ଆଜି ଏହି ଦିନରେ ଏକ ରୋମାଞ୍ଚକର ମାମଲା ସୋସିଆଲ୍ ମିଡୀଆରେ ବହୁତ ଅଧିକା ଭାଈରାଲ୍ ହେଉଛି, ଘଟଣାଟି ଏହା କି ଜଣେ ବ୍ୟକ୍ତି ମୃତ୍ୟୁପରେ ଆଉଥରେ ଜିବିତ ହୋଇକରି ଲୋକଙ୍କର ମଧ୍ୟରେ ପହଞ୍ଚିଥିଲା,  ତେବେ ଆସନ୍ତୁ ଜାଣିବା ଘଟଣାଟି କଣ ହୋଇଛି ।ଖବର ମୁତାବିକ ଏହି ଘଟଣା ଅଲିଗଡର ଅତରୋଲି ଅନ୍ତର୍ଗତ କିରଥଲ ଗାଁର ବୋଲି କୁହାଯାଉଛି , ଏମିତି କୁହାଯାଉଛି କି ଏହି ଗାଁରେ ରହୁଥିବା ରାମକିଶୋର ଙ୍କୁ କେଉଁ ପ୍ରକାରର ଗମ୍ଭୀର ରୋଗ ହେବାର କାରଣରୁ ମୃତ୍ୟୁ ହୋଇଯାଇଥିଲା , ମୃତ୍ୟୁ ପରେ ତାଙ୍କର ପରିବାରର ସଦସ୍ୟ ବହୁତ ଅଧିକା ଭୟଭୀତ ହୋଇଯାଇଥିଲେ , ତାଙ୍କର ପରିବାରରେ ମହଜୁତ୍ ସବୁ ବ୍ୟକ୍ତି ତାଙ୍କ ପରିବାରର ସଦସ୍ୟଙ୍କୁ ଅଧିକା ଝଟକା ଲାଗିଥିଲା ,

ଏହି ଶୋକରେ ତାଙ୍କ ପରିବାର ଲୋକେ ଓ ସହ ସଂମ୍ପର୍କିୟ ଲୋକେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବାପାଇଁ ଆସି ପହଞ୍ଚିଥିଲେ , ସବୁ ସଦସ୍ୟ ଘରେ ପହଞ୍ଚିଯିବାପରେ ଅନ୍ତିମ ସଂସ୍କାର ପ୍ରସ୍ତୁତି ହେବାକୁ ଲାଗିଲା , କିନ୍ତୁ ସେହି ସମୟରେ ଏପରି କିଛି ହୋଇଥିଲା ଯାହାକୁ ଦେଖିକରି ସେଠାକାର ଲୋକ ଦୌଡି ପଳାଇଥିଲେ । ପରିବାର ଲୋକଙ୍କର ମୁତାବିକ ଏମିତି କୁହାଯାଉଛି କି ଯେବେ ପରିବାର ଲୋକେ ଅନ୍ତିମ ସଂସ୍କାର କରିବାପାଇଁ ଶବକୁ ଗାଧୋଉଥିଲେ ଓ ପରେ ଶବକୁ ନେଇ ଅର୍ଥିରେ ରଖାଯାଉଥିଲା ତେବେ ଶରୀରରେ ଅଚାନକ ହଲଚଲ ଦେଖିବାକୁ ମୀଳିଥିଲା , ସେହି ସମୟରେ କାହାର ମନରେ ଏହିପରି ଭାବନା ଆସିଲାନି କି କଣ ପ୍ରକୃତରେ ହୋଇଛି, ଅଚାଣକ ଜୀବିତ ହେବା ପରେ ଓ ଉଠିକରି ବସିପଡିବା ପରେ ଲୋକେ ସମସ୍ତେ ଭୟଭୀତ ହୋଇ ଦୌଡିପଳାଇଥିଲେ , ଉଠିବାପରେ ସେ କହିଥିଲେ କି ଯମଦୁତ ତାଙ୍କୁ ଭୁଲ୍ ବଶତଃ ତାଙ୍କୁ ନେଇଯାଈଥିଲେ , ଆଉ କାହାର ପ୍ରାଣ ନେବା ପରିବର୍ତ୍ତେ ମୋର ପ୍ରାଣ ନେଇଯାଇଥିଲେ ,

ମୃତ୍ୟୁ ପରେ ଆଉଥରେ ଜିବିତ ହୋଇଯାଇଥିବା ରାମକିଶୋର ଲୋକଙ୍କୁ କହିଲେ କି ପ୍ରାୟ ୫ ଘଣ୍ଟାର ଘଟଣା , ସେ କହିଲେ କି ମୋତେ କିଛି ମନେ ନାହିଁ ମୋତେ କେଉଁଆଡେ ନେଇଯାଇଥିଲେ,  କିନ୍ତୁ ସେଠାରେ ଏକ ବୈଠକ ବସିଥିଲା , ସେହି ବୈଠକରେ ଏକ ମହାତ୍ମା ମହଜୁତ୍ ଥିଲେ,  ଯିଏକି ସମସ୍ତଙ୍କ ସହ ଭଲରେ ପଚାରାଉଚୁରା କରୁଥିଲେ,  ଯେବେ ରାମକିଶୋରଙ୍କ ପାଳି ଆସିଲା , ତେବେ ମହାତ୍ମା କହିଲେ ୟାଙ୍କୁ କଣ ପାଇଁ ଏବେ ନେଇ ଆସିଲ , ତାଙ୍କର ଜୀବନ ବଞ୍ଚିବାର ଆହୁରି ବାକି ଅଛି,  ଏହା ପରେ ମୋତେ ଆହୁରି ବହୁତ କିଛି ପ୍ରଶ୍ନ କରିବାକୁ ଲାଗିଲେ , ଓ ତାପରେ ଅଚାନକ ଧକ୍କା ଦେଲେ , ଓ ଯେବେ ଆଖି ଖୋଲିଲି ତେବେ ଦେଖିଲି କି ଆଖପାଖରେ ମୋର ପରିବାର ସଦସ୍ୟ ବସିକରି ମୋର ମୃତ୍ୟୁର ଶୋକରେ କାନ୍ଧୁଛନ୍ତି ।

Leave a Reply

Your email address will not be published. Required fields are marked *