ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୮ ଟି ସଙ୍କେତ – ଚେତି ଗଲେ ଭଲ ନହେଲେ ହୋଇପାରେ ଏହାର ଖରାପ ପ୍ରଭାବ – ଦେଖନ୍ତୁ ଭିଡିଓ…

ଆମର ଜୀବନରେ କିଛି ବି ହୋଇଥାଏ ତାହାର ପଛରେ ପ୍ରକୃତି ଆମକୁ କିଛି ସଙ୍କେତ ଦେଇଥାଏ , ଫରକ କେବଳ ଏହି କଥାର ହୋଇଥାଏ କି ଏହି ସଙ୍କେତକୁ ଆମେ ବୁଝିନେଇଥାଉ , ଯାହା କିଛି ଲୋକ ବୁଝିପାରନ୍ତି ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏପରି ସଙ୍କେତ ବିଷୟରେ କହିବୁ , ଯାହା ଆପଣ ସଠିକ୍ ସମୟରେ ବୁଝିଗଲେ ତେବେ ଖରାପ ସମୟରୁ ରକ୍ଷା ପାଇପାରିବେ , ଆମର ଖରାପ ସମୟ ଆରମ୍ଭ ହେଲେ ଆମକୁ ଏହି ୮ ସଙ୍କେତ ମିଳିଥାଏ ।ଏଠାରେ ଦିଆଯାଇଥିବା ଏକ ଭିଡୀଓରେ ଏକ କଥାନକ ମାଧ୍ୟମରେ କୁହାଯାଇଛି କି କିପରି ଇଶ୍ୱର ଖରାପ ସମୟରେ ଏହି ସଙ୍କେତ ଦେଇଥାନ୍ତି , ଓ କିପରି ତାହା ଉପରେ କାର୍ଯ୍ୟ କରି ସାବଧାନ ଓ ସୁରକ୍ଷିତ ରହିପାରିବେ , ଇଶ୍ୱର କେବେ ନିଜେ ଆସି ରକ୍ଷା କରିନଥାନ୍ତି , ସେ କେଉଁ ନା କେଉଁ ରୁପରେ ମାଧ୍ୟମରେ ଆପଣଙ୍କ ରକ୍ଷା କରନ୍ତି ।

୧) ସିନ୍ଦୁର ଲଗାଉଥିବା ସମୟରେ ବିବାହିତ ମହିଳାଙ୍କ ସିନ୍ଦୁରର ଡବା ପଡିଯିବା , ତାଙ୍କ ସ୍ୱାମୀଙ୍କ କାରୋବାରରେ ଖରାପ ସମୟ ଆରମ୍ଭ ହୋଇଯିବାର ସଙ୍କେତ ଦେଇଥାଏ ।

୨) ଯଦି ଆପଣଙ୍କ କ୍ଷୀର ସିଝାଉଥିବା ସମୟରେ ପଡିଯିବା ଏହା ଏହି କଥାକୁ ସଙ୍କେତ ଦେଇଥାଏ କି ଆପଣଙ୍କ ଘରେ କେଉଁ ବଡ କଳହ ହୋଇପାରେ , କିମ୍ବା ଜଲଦି କେଉଁ ରୋଗର ହେବାର ଆଶଙ୍କା ଆସିପାରେ ।

୩) ଖରାପ ସ୍ୱପ୍ନ ସବୁଦିନ ଆସିବା ଏହି କଥାର ସଙ୍କେତ ଦେଇଥାଏ କି ଘରେ କଳହ ଆସିପାରେ , ଏଥିରେ କାରୋବାରରେ ମାନ୍ଦା ଅବସ୍ଥା ଆସିପାରେ , ଏହି ଦୁହେଁଙ୍କ ସାଥିରେ ଦୁହେଁ ସ୍ୱପ୍ନରେ ଆସିବା ବାରମ୍ବାର ଆସିବା ପରିବାରର କେଉଁ ସଦସ୍ୟ ବଡ ହଇରାଣ ଆସିବାର ଆଶଙ୍କା ହୋଇଥାଏ ।

୪) ଆପଣଙ୍କ ଘରର ଆଖପାଖ କିମ୍ବା ପାଳିଥିବା ବିଲେଇ ଅଲଗା ପ୍ରକାରର ଆବାଜ୍ ବାହାର କରିବା , କିମ୍ବା ଡରୁଥିଲେ  ତେବେ ବୁଝିଯିବେ କି ଆଖପାଖରେ ନକରାତ୍ମକ ଉର୍ଜା ଆସିଯାଏ , ଯାହା କେଉଁ ସମସ୍ୟା ବାହାକ ହୋଇପାରେ ।

୫) ମଙ୍ଗଳସୁତ୍ର ଅଚାନକ ଛିଡିଯିବା ସ୍ୱାମୀର ଜୀବନରେ ଆସୁଥିବା ସଙ୍କଟର ସତର୍କ କରାଏ , ଏମିତି ସ୍ଥିତିରେ ସ୍ତ୍ରୀ ତୁଳସୀ ମା ଙ୍କ ପୁଜା କରିବା ଉଚିତ୍ ।

୬)ଘରୁ ବାହାରିଲେ ଆସିବା ଦିନରୁ କିଛି ନା କିଛି ଝଗଡା କିମ୍ବା ମାରପିଟ୍ ଦେଖିଲେ ବୁଝିଯିବେ କି କିଛି କଳହ ହେବ , କିମ୍ବା ସଂମ୍ପର୍କିୟ ସହ କିଛି ମତାନ୍ତର ହୋଇପାରେ ।

୭) ଯଦି ପୁଜା ପାଠ ସମୟରେ ପୁଜା ଥାଳୀ ପଡୀଯାଏ , ତେବେ ବୁଝିଯିବେ କି ଆପଣଙ୍କୁ ଦେବତାଙ୍କ ରୁଷ୍ଟ ହୋଇପାରେ, ଏଥିପାଇଁ ପୁଜାକୁ ବିଧି ବିଧାନ ପୂର୍ବକ ହୋଇପାରେ ।

୮) ଖାଦ୍ୟ ଖାଉଥିବା ସମୟରେ ପ୍ରଥମ ଖାଦ୍ୟକୁ ମୁହଁରେ ଦେଲେ ଅଖାଡୁଆ ଲାଗିବା , କିମ୍ବା ଅଲଗା ଲୋକଙ୍କୁ ସାମାନ୍ୟ ଲାଗିବା , ଏହି କଥାକୁ ସଙ୍କେତ ଦେଇଥାଏ କି ଆପଣଙ୍କ କେଉଁ ସଂମ୍ପର୍କୀୟଙ୍କ ଖରାପ ଖବର ଆସିପାରେ , ଏତିକି ନୁହେଁ ଆପଣଙ୍କ କିଛି ବନାଉଥିବା ସଂମ୍ପର୍କ ବିଗଡୀପାରେ ।

Leave a Reply

Your email address will not be published. Required fields are marked *