ମୋବାଇଲରେ ଦୁଇଟା ସିମ୍ ବ୍ୟବହାର କରୁଥିଲେ , ନିଶ୍ଚୟ ପଢନ୍ତୁ ଏହି ଖବର : ନଚେତ ହୋଇଯିବ ବଡ ଅସୁବିଧା

ବର୍ତ୍ତମାନ ସମୟରେ ମୋବାଇଲ ଫୋନ ଏକାଧିକ ସିମ୍ ସୁବିଧା ସହ ଉପଲବ୍ଧ ହେଉଛି। ଗୋଟେ ଫୋନରେ ଗ୍ରାହକ ଦୁଇଟି ଅଲଗା ଅଲଗା ସିମ୍ ବ୍ୟବହାର  କରୁଛନ୍ତି। ଗୋଟେ ସିମ୍‌କୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିବାବେଳେ ଅନ୍ୟଟିକୁ ଇଣ୍ଟରନେଟ ପାଇଁ ଗ୍ରାହକ ବ୍ୟବହାର କରିଥାନ୍ତି। ଏହା ଦ୍ବାରା ଦୁଇଟିରୁ  ଗୋଟେ ସିମ୍‌ କମ୍ପାନିକୁ କ୍ଷତି ସହିବାକୁ ପଡ଼ିଥାଏ।

Image result for sim card

ସୂଚନାଯୋଗ୍ୟ ଯେ, ଟେଲିକମ୍ ଜଗତକୁ ଜିଓ ସିମ୍ ଆସିବା ପରେ ଟେଲିକମ୍ କମ୍ପାନୀର ଅନ୍ୟ ସିମ୍‌ଗୁଡିକକୁ କ୍ଷତି ସହିବାକୁ ପଡ଼ିଥିଲା। ସେଥିପାଇଁ ଅନ୍ୟ କମ୍ପାନୀ ସିମ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ୩୫ ଟଙ୍କା ରିଚାର୍ଜ ବାଧ୍ୟତାମୂଳକ କରିଦେଇଛି। ଏହା ଦ୍ବାର ଦୁଇଟି ସିମ୍ ବ୍ୟବହାର କରୁଥିବା ଗ୍ରାହହଙ୍କୁ ହରାଇରାଣ ହେବାକୁ ପଡ଼ୁଥିଲା। କିନ୍ତୁ ଏହି ସମସ୍ୟାର ସମାଧାନ ଖୋଜିଛି ରିଲାନ୍ସ।

Related image

ଟେଲିକମର ନୂଆ ନିୟମନୁସାରେ ଗ୍ରାହକ ବ୍ୟବହାର କରୁଥିବା ଦୁଇଟି ସିମ ମଧ୍ୟରୁ ଗୋଟେ ସିମ୍‌​‌ରେ ରିଚାର୍ଜ କଲେ ଅନ୍ୟ ସିମ୍‌ଟିର ଭ୍ୟାଲିଡିଟି ବୃଦ୍ଧି ହୋଇପାରିବ। ଏଥିପାଇଁ ଆପଣଙ୍କ ବ୍ୟବହାର କରୁଥିବା ଦ୍ବିତୀୟ ଜିଓ ସିମ୍ ସହ ଲିଙ୍କ୍ କରିବାକୁ ପଡ଼ିବ। ଏହା ଦ୍ବାରା ଜିଓର ଅଲଲିମିଟେଡ ରିଚାର୍ଜ କରିବା ଦ୍ବାରା ଅନ୍ୟ ସିମ୍‌ଟି ଭ୍ୟାଲିଡିଟି ବଢ଼ିଯିବ। ଗୋଟିଏ ମୋବାଇଲରେ ଦୁଇଟି ସିମ୍ ବ୍ୟବହାର କରୁଥିବା ୟୁଜର୍ସ ଗୋଟିଏ ସିମ୍‌ରେ ଅନଲିମିଟେଡ୍‌ ରିଚାର୍ଜ କରିବା ଦ୍ବାରା ଅନ୍ୟ ସିମ୍‌ର ବୈଧତା ବୃଦ୍ଧି ହୋଇପାରିବ। ଦିନରେ ବାରମ୍ବାର ବାରମ୍ବାର ରିଚାର୍ଜ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସ୍କିମ ଫାଇଦା ଦେବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *