ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିଷୟରେ ଏମିତି କିଛି କହିଦେଲେ ଶୁଣିଲେ ରକ୍ତ ଗରମ ହୋଇଯିବ

ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତକୁ ନାଲିଆଖି ଦେଖାଇଛି ପଡୋଶୀ ପାକିସ୍ତାନ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ରାଷ୍ଟ୍ରପତି କହିଛନ୍ତି ଭାରତ ଜାମ୍ମୁକାଶ୍ମୀରରେ ନେଉଥିବା ପଦକ୍ଷେପ ବନ୍ଦ କରୁ । ନଚେତ୍ ଜେହାଦିରେ ଦିଆଯିବ ଜବାବ । ଆଜି ୭୨ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ପୁରା ନିଶାନା କରିଛି ଭାରତକୁ । ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲବୀ ନିଜେ ଦେଇଛନ୍ତି ଜେହାଦର ଧମକ । କହିଛନ୍ତି ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ଭାରତ ଯଦି ଯୁଦ୍ଧ କରିବ ଆମେ ଜେହାଦରେ ଏହାର ଜବାବ ଦେବୁ । ଏହା ଛଡା ପାକିସ୍ତାନ ପାଖରେ ଅନ୍ୟ କିଛି ବାଟ ନାହିଁ ।

କେବଳ ଏତିକି ନୁହେଁ , ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଭାରତ ବିରୁଦ୍ଧରେ ଏମିତି କିଛି କହିଦେଲେ ଯାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ , ଆଜି ଇମ୍ରାନ ଖାନ ଗୋଟିଏ ସଭାରେ କହିଲେ କି ଯଦି ପାକିସ୍ତାନ ସୌନ ଚାହିଁବ ତେବେ ମାତ୍ର କେଇ ଘଣ୍ଟାରେ ପୁରା ଭାରତକୁ କବଡାରେ ନେଇଯିବ.

ନିଜର ସ୍ୱତନ୍ତ୍ରତା ଦିବସ ପାଳନ ଅବସରରେ ପାକ୍ ରାଷ୍ଟ୍ରପତି କହିଛନ୍ତି ଏବେ ସାରା ବିଶ୍ୱ ଦେଖୁଛି ପାକିସ୍ତାନ, କାଶ୍ମୀର ଜନତାଙ୍କ ସହିତ ଛିଡା ହୋଇଛି ଆଉ କାଶ୍ମୀର ଲୋକଙ୍କ ସୁଖଦୁଃଖରେ ସାଥୀ ଦେବାକୁ ଚାହେଁ । ତେଣୁ ଆମେ କାଶ୍ମୀର ଲୋକଙ୍କୁ ସହାୟତା ଦେବାକୁ କେବେ ବି ବନ୍ଦ କରିବୁନି । ଭାରତ ଜାମ୍ମୁକାଶ୍ମୀରକୁ ନେଇ ଉଠାଇଥିବା ପଦକ୍ଷେପ ମିଳିତ ଜାତିସଂଘର ନିୟମର ଉଲଂଘନ ବୋଲି ଯୁକ୍ତି ବାଢିଛନ୍ତି ପାକ୍ ରାଷ୍ଟ୍ରପତି । ଗୋଟିଏ ପଟେ ଚୀନ୍, ଆମେରିକା, ଋଷ ପରି ବିଶ୍ୱଶକ୍ତି କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ ଦେଉନଥିବା ବେଳେ , ପାକ୍ ରାଷ୍ଟ୍ରପତିଙ୍କ ଭାରତକୁ ଜେହାଦର ଧମକ ଆସିଛି ।

ଏହାର ଜବାବରେ ଭାରତର ଅନେକ ଲୋକ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି , ଏହା ସହିତ ଭାରତ ଆଇନ ମନ୍ତ୍ରୀ ରବି ଶଙ୍କର ଇମ୍ରାନ ଖାନ୍ ଙ୍କୁ ଜବାବ ଦେଇ କହିଛନ୍ତି କି ୟଦି ପାକିସ୍ତାନ ଭାରତ ଉପରେ ଆଖିବି ପକେଇବାକୁ ଚେଷ୍ଟା କରିବ , ତେବେ ଭାରତ ତାର ଆଖି ତାଡି ଦେବ ..

ଆପଣ ପାକିସ୍ତାନର ଏ ଭଳି ମନ୍ତବ୍ୟ ଶୁଣିବା ପରେ ପାକିସ୍ତାନ କୁ କଣ କହିବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ , ସଚ୍ଚ୍ଚା ଭାରତୀୟ ହୋଇଥିଲେ ଏହି ପୋଷ୍ଟକୁ ଏବେ ହିଁ ସେୟାର କରିବେ.. ଜୟ ହିନ୍ଦ

ଦେଶକୁ ଭଲ ପାଉଥିଲେ ଆମ ପେଜକୁ ଲାଇକ କରିବା ସହିତ ଏହି ପୋଷ୍ଟକୁ ଏବେ ହିଁ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *