ବଡ ଖବର : ଏବେ ଏବେ ମିଳିଥିବା ସୁଚନା ଅନୁସାରେ 2 ଦୀନ ଭିତରେ ହୋଇପାରେ ଭାରତ ପାକିସ୍ତାନ ଯୁଦ୍ଧ

ଧାରା ୩୭୦ ଉଚ୍ଛେଦ ଓ କାଶ୍ମୀର ପୁନର୍ଗଠନ ସାଙ୍ଗକୁ ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ଭାରତୀୟ ସେନାଙ୍କ ମୁତୟନ ଦେଖି ଭୟଭୀତ ହୋଇ ପାକିସ୍ତାନ ସେନା ଏକ ବଡ଼ ନିଷ୍ପତ୍ତି ନେଇଛି। ପାକିସ୍ତାନୀ ସେନା ନିଜ ଓ୍ବେବସାଇଟକୁ ଭାରତ ପାଇଁ ବ୍ୟାନ୍ କରିଛି। ଏହାର ଅର୍ଥ ହେଉଛି ଯେ କୈାଣସି ଭାରତୀୟ ପାକିସ୍ତାନୀ ସେନାର ଓ୍ବେବସାଇଟ୍ ଆକ୍ସେସ୍ କରିପାରିବେ ନାହିଁ।

ଓ୍ବେବସାଇଟକୁ ଲଗଇନ୍ କରିଲେ କିଛି ମ୍ୟାସେଜ ଲେଖା ହୋଇଥିବା ଦେଖିବାକୁ ମିଳେ। ଏଥିରେ ଲେଖା ଯାଇଥାଏ ଯେ ଓ୍ବେବସାଇଟର ଆଡମିନ ଭାରତୀୟଙ୍କ ଆକ୍ସେସକୁ ପ୍ରତିବନ୍ଧିତ କରିଛି।

ଏବେ ଯାଏଁ ଏକଥା ଜଣାପଡ଼ିପାରି ନାହିଁ ଯେ ପାକିସ୍ତାନୀ ସେନାର ଓ୍ବେବସାଇଟକୁ କେଉଁ ଉଦ୍ଦେଶ୍ୟରେ ଭାରତ ପାଇଁ ପ୍ରତିବନ୍ଧିତ କରାଯାଇଛି। ପାକିସ୍ତାନୀ ସେନାର ଏହି ପଦକ୍ଷେପରୁ ଏହା ନିଶ୍ଚିତ ହୋଇଛି ଯେ କାଶ୍ମୀର ଘାଟିରେ ଭାରତୀୟ ସମରସଜ୍ୟାକୁ ଦେଖି ପାକିସ୍ତାନ ଚିନ୍ତାରେ ପଡ଼ିଛି।

ଗତ ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡକାଇଥିଲେ। ଏହି ବୈଠକରେ ସମସ୍ତ ଅଫିସର ଏବଂ ବରିଷ୍ଠ ନେତା ଭାଗ ଉପସ୍ଥିତ ଥିଲେ। ସେହିଭଳି କାଶ୍ମୀରର ସମ୍ପର୍କରେ ଭାରତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଜାତିସଂଘ ଏବଂ ଆଇସିଜେର ଦ୍ବାରସ୍ଥ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ।

ଆଉ ସବୁଠୁ ବଡ କଥା ହେଉଛି , ପାକିସ୍ତାନ ଭାରତ ସହ ଯୁଦ୍ଧ କରିବା ଉଦ୍ଦେଶରେ ନିଜର ସମର ସଜ୍ଜା ଆରମ୍ଭ କରି ସାରିଛି , ମିଳିଥିବା ସୁଚନା ମୁତାବକ ଗତ 2 ଦୀନ ହେବ ପାକିସ୍ତାନ ଜାମୁ କାଶ୍ମୀର ସିମାନ୍ତରେ ନିଜର ସୌନ ସାମନ୍ତ ବିଛାଇବା ଶହିତ , ଟ୍ୟାଙ୍କ ଆଦି ଆଣି ରଖୁଛି , ଏଥିରୁ ସ୍ପଷ୍ଟ ବାରି ହେଉଛି ପାକିସ୍ତାନ କିଛି ବଡ କରିବାକୁ ନିଶ୍ଚୟ ଭାବୁଛି ,

ହେଲେ ଭାରତବି ଏ ସବୁ ପଛରେ ନାହିଁ , ଯଦି ପାକିସ୍ତାନ ଭୁଲରେ ବି ଭାରତଚ ଉପରେ ଆକ୍ରମଣ କରେ , ତେବେ ସେ ଦୀନ ଦୁନିଆ ଦେଖିବ ଭାରତର ଶକ୍ତି , ସେଦୀନ ବିଶ୍ବ ମାନଚିତ୍ରରୁ ପାକିସ୍ତାନର ନାମୋ ନିସାନ ମିଟିଯିବ , ଏବଂ ବିଶ୍ବ ଇତିହାସ ପଢିବ କି ଅତୀତରେ ପାକିସ୍ତକାନ ଭଳି କୌଣସି ଏକ ଦେଶ ଥିଲା …

ଯଦି ଆପଣ ଭାରତୀୟ ହୋଇ ଗର୍ବ ଅନୁଭବ କରନ୍ତି ତେବେ ଏହି ପୋଷ୍ଟକୁ ଗୋଟିଏ ସେୟାର ନିଶ୍ଚୟ କରିବେ , କେବଳ ଗଦାର ମାନେ ହିଁ  ଏହାକୁ ସେୟାର ନକରି ଚାଲିଯିବେ..

Leave a Reply

Your email address will not be published. Required fields are marked *