ବାହନ ଚାଳକଙ୍କ ପାଇଁ ଆଜିଠୁ ଜାରି ହେଲା ଏହି ୧୩ ଟି ନୂଆ ନିୟମ, ଯଦି ଆପଣଙ୍କ ପାଖେ ଗାଡି ଥାଏ ନିଶ୍ଚୟ ଜାଣି ନିଅନ୍ତୁ , ନଚେତ ଦେବାକୁ ହେବ ଯୋରିମନା

ଦୀନକୁ ଦୀନ ମଣିଷ ସମାଜ ଉନ୍ନତି କରିବାରେ ଲାଗିଛି , ଏବଂ ଏହି ଉନ୍ନତିରେ ମଣିଷ ସହିତ ପ୍ରତିଦୀନ ଅନେକ ଗୁଡିଏ ମେସିନ ଯୋଡି ହେଉଛନ୍ତି , ଆଜିର ସମାଜରେ ଗମନା ଗମନର ମୁଖ୍ୟ ମାଧ୍ୟମ ପାଲଟିଛି ଗାଡି , ବର୍ତ୍ତମାନ ସମୟରେ ପାଖାପାଖି ସମସ୍ତଙ୍କ ପାଖରେ ଟୂ ୱିଲର ଓ ଫୋର ୱିଲର ଗାଡି ଅଛି । ସମସ୍ତେ ରାସ୍ତାରେ ଜୋରରେ ଗାଡି ଚଳାଇଥାନ୍ତି । ଯଦି ଆପଣଙ୍କ ପାଖରେ ବି ଗାଡି ଅଛି ଓ ଆପଣ ବି ଗାଡି ଚଲାଉଛନ୍ତି ତେବେ କହିଦେଉଛୁ କି ସରକାର ଆପଣଙ୍କ ପାଇଁ ୧୩ଟି ନୂଆ ନିୟମ ଜାରି କରିଛନ୍ତି । ଯାହାକୁ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହି ନିୟମ ବିଷୟରେ ହିଁ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ସେହି ନୁଆ ନିୟମ ଗୁଡିକ ସବୁ କଣ..

ମଦ ପିଇ ଗାଡି ଚଳାଇବା

ନୂଆ ବିଲରେ କରାଯାଇଥିବା ପ୍ରାବଧାନ ଗୁଡିକ ଅନୁସାରେ ବର୍ତ୍ତମାନ ମଦ ପଇ ଗାଡି ଚଳାଇବା ଉପରେ ୨୦୦୦ ଟଙ୍କା ନୁହେଁ ୧୦୦୦୦ ଟଙ୍କା ଫାଇନ ଭରିବାକୁ ପଡିବ ।

ଆପାତକାଳୀନ ଗାଡ଼ୀ

ବର୍ତ୍ତମାନ କୌଣସି ଆପାତକାଳୀନ ଗାଡ଼ୀ ଯେମିତି କି ଏମ୍ବୁଲେଂସ, ଫାୟର ବ୍ରିଗେଡ ଗାଡିକୁ ରାସ୍ତା ନ ଦେଲେ ଆପଣଙ୍କ ଉପରେ ୧୦୦୦୦ ଟଙ୍କାର ଫାଇନ ଲାଗିପାରେ ।

ମୋବାଇଲ ଫୋନରେ କଥାବାର୍ତ୍ତା

ଯଦି ଆପଣ ଗାଡି ଚଲାଉଥିବା ସମୟରେ ମୋବାଇଲ ଫୋନରେ କଥା ହେଉଥିବାର ଧରା ପଡି ଯାଉଛନ୍ତି ତେବେ ବର୍ତ୍ତମାନ ୧୦୦୦ ଟଙ୍କା ବଦଳରେ ଆପଣଙ୍କୁ ୫୦୦୦ ଟଙ୍କାର ଫାଇନ ଦେବାକୁ ପଡିବ ।

ବିନା ହେଲମେଟ

ବିନା ହେଲମେଟରେ ଗାଡି ଚଳାଇବା ଉପରେ ୧୦୦୦ ଟଙ୍କା ଫାଇନ ଓ ୩ ମାସ ପାଇଁ ଲାଇସେନ୍ସ ଜବତ କରିବାର ପ୍ରାବଧାନ ବି ଅଛି ।

ରେଶ ଡ୍ରାଇଭିଂ

ରେଶ ଡ୍ରାଇଭିଂ କରିବା ସମୟରେ ଯଦି ଧରା ପଡିବେ ତେବେ ୧୦୦୦ ଟଙ୍କା ଜାଗାରେ ୫୦୦୦ ଟଙ୍କା ଫାଇନ ଭରିବାକୁ ପଡିବ ।

ବିନା ଲାଇସେନ୍ସରେ ଡ୍ରାଇଭିଂ

ବିନା ଲାଇସେନ୍ସରେ ଡ୍ରାଇଭିଂ କରିବା ଉପରେ ଫାଇନ ୫୦୦ ରୁ ବଢି ୫୦୦୦ ଟଙ୍କା କରି ଦିଆଯାଇଛି ।

ଅଧିକ ଜୋରରେ ଗାଡି ଚଳାଇବା ଉପରେ

ଯଦି ଆପଣ ଅଧିକ ଜୋରରେ ଗାଡି ଚଲାଉଥିବା ସମୟରେ ଧରା ପଡ଼ୁଛନ୍ତି ତେବେ ଆପଣଙ୍କୁ ୫୦୦ ଜାଗାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ ।

ସିଟ ବେଲ୍ଟ ନ ଲଗାଇବା ଉପରେ

ସିଟ ବେଲ୍ଟ ନ ଲଗାଇବା ଉପରେ ପ୍ରଥମେ ୧୦୦ ଟଙ୍କା ଫାଇନ ଲାଗୁଥିଲା, ଯାହାକୁ ବର୍ତ୍ତମାନ ବୃଦ୍ଧି କରି ୧୦୦୦ ଟଙ୍କା କରି ଦିଆଯାଇଛି ।

ନାବାଳିକା ଗାଡି ଚଳାଇବା ଉପରେ

ଯଦି କୌଣସି ନାବାଳିକା ଗାଡି ଚଲାଉଥିବା ସମୟରେ ଧରା ପଡିଥାଏ ତେବେ ଏଥିପାଇଁ ଅଭିଭାବକ ଦୋଷୀ ହେବେ । ଏଥିପାଇଁ ୨୫୦୦୦ ଟଙ୍କା ଫାଇନ ସହିତ ୩ ବର୍ଷ ଜେଲର ପ୍ରାବଧାନ ବି ଅଛି । ଏହା ସହିତ ଗାଡିର ରଜିସ୍ଟ୍ରେଶନ ଖାରଜ କରି ଦିଆଯିବ ।

ଲାଇସେନ୍ସର ରିନ୍ୟୁ

ବର୍ତ୍ତମାନ ଲାଇସେନ୍ସର ବୈଧତା ଶେଷ ହୋଇଯିବାର ଏକ ବର୍ଷ ପରେ ବି ଲାଇସେନ୍ସ ରିନ୍ୟୁ କରାଯାଇ ପାରିବ ।

ଦୁର୍ଘଟଣାରେ କାହାର ମୁର୍ତ୍ୟୁ

ଯଦି ଖରାପ ରାସ୍ତା କିମ୍ବା ଭୁଲ ଡିଜାଇନ କାରଣରୁ କାହାର ଦୁର୍ଘଟଣା କିମ୍ବା ମୁର୍ତ୍ୟୁ ହୋଇଥାଏ । ତେବେ ଏହାର ଦୋଷ କଣ୍ଟ୍ରାକ୍ଟର ଓ ଡିଜାଇନର ଉପରେ ଆସିବ ।

ଗାଡିପାର୍ଟର କ୍ୱାଲିଟି କମ

ଯଦି ଦୁର୍ଘଟଣା କୌଣସି ଗାଡି ଯୋଗୁ ହୋଇଥାଏ ତେବେ ସରକାର ସେହି ଗାଡି ଗୁଡିକୁ ମାର୍କେଟରେ ବନ୍ଦ ବି କରି ପାରିବେ ।

ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଏ ବିଷୟରେ ଅବଗତ କରାନ୍ତୁ , ସବୁବେଳେ ନୁଆ ନୁଆ ଖବର ପଢିବା ପାଇଁ ଏହେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜ କୁ…

 

Leave a Reply

Your email address will not be published. Required fields are marked *