ଶ୍ରାବଣ ସୋମବାରରେ ଦେଖାଗଲା ଶୀବଙ୍କର ଅଦ୍ଭୁତ ରୁପ , ZOOM କରି ଦେଖିଲେ ଉଡିୟିବ ଆପଣଙ୍କର ହୋସ , ଗୋଟିଏ ସେୟାର ନିଶ୍ଚୟ କରିବେ

ଶ୍ରାବଣ ସୋମବାରରେ ଦେଖାଗଲା ଶୀବଙ୍କର ଅଦ୍ଭୁତ ରୁପ

ଆମେ ସମସ୍ତେ ଜାଣିଛି ବର୍ତ୍ତମାନ ଶ୍ରାବଣର ମାସ ଚାଲିଛି , ଏହି ଋତୁରେ ପ୍ରଭୁ ଶଙ୍କର ଅର୍ଥାଥ ମହାଦେବଙ୍କ ଆରାଧନା କରାଯାଇ ଥାଏ , ଶାସ୍ତ୍ରରେ ଲେଖା ଅଛି ଏହି ଋତୁରେ ମହାଦେଙ୍କୁ ପ୍ରସନ୍ନ କରି ଯିଏ ଜାହା ମାଗେ , ପ୍ରଭୁ ତାର ସବୁ ଇଛ୍ଛା ପୁରଣ କରି ଥାନ୍ତି ,ଆମେ ସମସ୍ତେ ଜଣିଛେ ଦେବତା ଓ ଭଗବାନଙ୍କ ମଧ୍ୟରେ ସବୁଠାରୁ ରାଗି ହେଉଛନ୍ତି ମହାଦେବ । ମହାଦେବଙ୍କ ଶିବଙ୍କୁ ସାନ୍ତି ରଖିବା ନିହାତି ଜରୁରି । ନହଲେ କେଉଁ ମୁହୁର୍ତ୍ତରେ ବି ସେ ସୃଷ୍ଟି ପ୍ରଳୟ କରିପାରନ୍ତି । ଆଉ ଆମର ହସ ଖୁସିର ସୁଖି ଜୀବନକୁ ନିମିଷକେ ନଷ୍ଟ କରିଦେବେ । ସେ ତାଙ୍କର ତୃତୀୟ ନୟନ ଖୋଲିଲେ କ୍ଷଣିକ ମଧ୍ୟରେ ସୃଷ୍ଟି ପ୍ରଳୟ ହୋଇଯିବ ବୋଳି ବିଶ୍ୱାସ ରହିଛି ।

Lord-Shiva-Tandav

ତେବେ ମହାଦେବଙ୍କ ବିଷୟରେ ଆମେ ଆଉ ଗୋଟିଏ କଥା ବି ସମସ୍ତେ ଜାଣିଛେ ଯେ, ସେ ହେଉଛନ୍ତି ଭୋଲା ବାବା । ଭୋଲା ବାବା ମାନେ ତାଙ୍କୁ ଯିଏ ତପସ୍ୟା କରି ଖୁସି କରିବ ସେ ତାର ମନକାମନା ପୁରଣ କରିଦିଅନ୍ତୁ । ବେଳେ ବେଳେ ଭକ୍ତର ଇଛ୍ଛା ଅନୁସାରେ ସେ ତାକୁ ସବୁ ଧନ ଧାନ୍ୟରେ ପୁରଣ କରିଦିଅନ୍ତି । ତପସ୍ୟା କରିବା ଲୋକଟା ଯିଏ ବି ହେଉ ନା କାହିଁକି ? ତେବେ ଭୋଲା ବାବାଙ୍କୁ ଶାନ୍ତି କରିବା ପାଇଁ କାଉଡିଆ ମାନେ ଅନେକ ବାଟରୁ ଚାଲି ଚାଲି ଯାଇ ତାଙ୍କ ଲିଙ୍ଗରେ ପାଣି ଢାଳିଥାନ୍ତି ।

ଭୋଲା ବାବାଙ୍କୁ ସାନ୍ତି କରିବା ପାଇଁ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ବେଲପତ୍ର ହିଁ ବାବାଙ୍କ ସବୁଠାରୁ ପ୍ରିୟ । ଯଦି ଆପଣ ବେଲପତ୍ରରେ ଶିବଙ୍କୁ ମୋହି ପାରିଲେ,ତେବେ ଆପଣଙ୍କଠୁ ଭାଗ୍ୟବାନ ଆଉ କେହିବି ରହିବେନି । ସବୁଠୁ ବଡ କଥା ହେଲା ଆଜି ସକାଳୁ ପ୍ରଭୁ ମହାଦେବ ଶିବଙ୍କର ଏକ ଅଦ୍ଭୁତ ରୁପ ଦେଖିବାକୁ ମିଳିଛି ,

ସୁଚନା ମୁତାବାକ ଆଜି ଶ୍ରାବଣର ପ୍ରଥମ ସୋମବାରରେ ୟେତେବେଳେ କିଛି ଭକ୍ତ ମହାଦେବଙ୍କ ଉପରେ ପାଣି ଢାଳିବା ପାଇଁ ଜାଇଥିଲେ , ସେଠାରେ ସେମାନେ ମାହାଦେବଙ୍କର ଏକ ଅଦ୍ଭୁତ ରୁପ ଦେଖିବାକୁ ପାଇଥିଲେ ,

ଏହି ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲାର ଏକ ଶିବ ମନ୍ଦିରରେ , ଆଜି ସକାଳୁ ସକାଳୁ କିଛି ଲୋକ ଏହି ଦୃଶ୍ୟ ଦେଖିବା ପରେ ଏହି ଖବର ଚାରିଆଡେ ବ୍ୟାପି ୟାିଥିଲା , ତା ପରେ ପରେ ପ୍ରଭୁଙ୍କର ଏହି ଅଦ୍ଭୁତ ରୁପର ଦର୍ଶନ ପାଇଁ ମନ୍ଦିରରେ ବହୁତ ଭିଡ ଦେଖିବାକୁ ମିଳିଥିଲା ,

କିଛି ଲୋକଙ୍କ କହିବା ମୁତାବକ , କେବଳ ପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଗଭୀର ଭକ୍ତି ଅଛି ସେମାନଙ୍କ ବାବାଙ୍କର ଏଭଳି ରୁପ ଦେଖିବାକୁ ମିଳୁଛି , ଯଦି ଆପଣ ବି ବାବାଙ୍କର ଏଭଳି ରୁପକୁ ଦେଖି ପାରୁଛନ୍ତି , ତେବେ ଗୋଟିଏ ସେୟାର ନିଶ୍ଚୟ କରି କମେଣ୍ଟରେ ଜୟ ମହାଦେବ ଲେଖନ୍ତୁ\

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *