ZOOM କରିକି ଦେଖନ୍ତୁ ଏହି VOTER ID, ଦେଖିବା ମାତ୍ରେକେ ବେହୋସ ହୋଇଯିବେ ଆପଣ

ଆଜିକା ସମୟରେ ସୋସିଆଲ ମିଡିଆ ଆମ ମାନଙ୍କ ଜୀବନର ଏକ ଗୁରୁତ୍ୱ ପୁର୍ଣ୍ଣ ଅଙ୍ଗ ପାଲଟି ଗଲାଣି, ଏହି ସୋସିଆଲ ମିଡିଆରେ ବି ନିତି ଦୀନିଆ ଜୀବନରେ ଆମେ ଏମିତି ବହୁତ କିଛି ଦେଖିଥାଉ , ଯାହା ସାଧାରଣ ଭାବେ ଆମକୁ ଚକିତ କରିଥାଏ , ଆଜିକା ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ଫୋଟ ଦେଖାଇବା ପାଇଁ ଜାଉଛୁ ଯାହାକୁ ଦେଖିଲେ ଆପଣଙ୍କର ମୁହଁରୁ ହସ ବନ୍ଦ ହବ ନାହିଁ , ଆସନ୍ତୁ ଦେଖିବା.

ସୋସିଆଲ ମିଡ଼ିଆ ଆଜିକା ସମୟ ରେ ଖବର ଆଦାନ ପ୍ରଦାନ ର ଏକ ଉତ୍ତମ ମାଧ୍ୟମ ହେଇଯାଇଛି I ସୋସିଆଲ ମିଡ଼ିଆ ମାଧ୍ୟମ ରେ ଲୋକେ ଘରେ ବସି ଦେଶ ବିଦେଶ ରେ ଘଟୁଥିବା ଘଟଣା ସମ୍ବନ୍ଧ ରେ ସଂଗେ ସଂଗେ ଜାଣିପାରିଥାନ୍ତି I ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆପଣ ନିଜ କଥା କୁ ଅନ୍ୟ ଙ୍କ ପାଖ କୁ ସହଜ ରେ ମଧ୍ୟ ପହଞ୍ଚି ପାରିବେ I ଆପଣ ଏଠାରେ କିଛି ଏପରି ମଧ୍ୟ ଘଟଣା ଦେଖିବାକୁ ପାଇଥାନ୍ତି ଯାହା ଆପଣ ସ୍ବପ୍ନ ରେ ମଧ୍ୟ ଚିନ୍ତା କରି ନ ଥିବେ I ସୋସିଆଲ ମିଡ଼ିଆ ରେ ଅନେକ ଏପରି ଘଟଣା ଭାଇରଲ ହେଇଥାଏ ଯାହା ଦେଖିବାକୁ ଖୁବ ସାଧାରଣ ଲାଗିଥାଏ କିନ୍ତୁ ବାସ୍ତବ ରେ ହେଇଥାଏ କିଛି ଅଲଗା I ତେବେ ଏହି ଫୋଟୋ ଟି କୁ ଯୁମ କରି ଦେଖିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଯିବେ ଯାହା ଲେଖା ରହିଛି I

ଦୁନିଆ ରେ ପିଲା ଙ୍କ ର ଜନ୍ମ ହେବା ମାତ୍ରେ ନାମକରଣ କରାଯାଇଥାଏ I ପ୍ରତୋକ ବ୍ୟକ୍ତି ଙ୍କୁ ଡାକିବାକୁ ତାଙ୍କ ର ଏକ ନାମ ରହିବା ଜରୁରୀ ଅଟେ I କିନ୍ତୁ ନାମ ଟି ଟିକେ ଭିର୍ନ ଧରଣ ର ରହିଥିଲେ ଆପଣ ଙ୍କୁ ମଧ୍ୟ ତାଙ୍କୁ ଡାକିବାକୁ ଭଲ ଲାଗି ନ ଥାଏ I ସ୍କୁଲ ରୁ ନେଇ ଚାକିରୀ ପର୍ଯ୍ୟନ୍ତ ପ୍ରତୋକ ବ୍ୟକ୍ତି ଙ୍କ ର ନାମ ହିଁ ତାଙ୍କ ର ପରିଚୟ ଅଟେ I ତେଣୁ ଏକ ପିଲାଟି ର ନାମ କରଣ ଖୁବ ଭାବି ଚିନ୍ତି ହିଁ ରଖାଯାଇଥାଏ I

 

ନିଜ ର ପରିଚୟ ପାଁଇ ଲୋକେ ଭୋଟର ଆଇଡି , ଡ୍ରାଇଭିଂ ଲାଇସେନ୍ସ , ଆଧାର କାର୍ଡ , ପାସ୍ପୋର୍ଟ ଆଦି ର ବ୍ୟବହାର କରିଥାନ୍ତି I ତେବେ ଆଜି ଆମେ ଏଠାରେ ଯେଉଁ ଫୋଟୋ ଦେଖାଇବାକୁ ଯାଉଛୁ ଏହା ଏକ ଭୋଟର ଆଇ କାର୍ଡ ର ଫୋଟୋ ଅଟେ I କିନ୍ତୁ ଫୋଟୋ ଟି କୁ ଟିକେ ଜୁମ କରି ଦେଖିଲେ ଆପଣ ମଧ୍ୟ ନିଜ ହସ କୁ ରୋକିପାରିବେ ନାହିଁ I

ଏହି ଭୋଟର ଆଇ କାର୍ଡ ଅଞ୍ଜୁ ନାମ ଜଣେ ମହିଳା ଙ୍କ ର ଅଟେ I ଏବଂ ଭୋଟର କାର୍ଡ କୁ ଜୁମ କରି ଦେଖିଲେ ଜାଣିପାରିବେ ତାଙ୍କ ପତି ଙ୍କ ନାମ ଆମେରିକା ଅଟେ I ଆପଣ ମଧ୍ୟ ଚିନ୍ତା କରନ୍ତୁ କୌଣସି ପିତାମାତା ନିଜ ପିଲା ଙ୍କ ର ନାମ କୌଣସି ଦେଶ ନାମ ରେ କିପରି ରଖିପାରିବେ I ଏପରି ଫୋଟୋ କିମ୍ବା ଘଟଣା ହୁଏତ ପୂର୍ବ ରୁ ଆପଣ ଶୁଣି ନ ଥିବେ କି ଦେଖି ନ ଥିବେ I

ସେହିପରି କେହି ଜଣଙ୍କ ଘର ଖୋଜିବାକୁ ହେଲେ ଆମ ସାଧାରଣତଃ ଘର ଆଗରେ ଲାଗିଥିବା ନେମ  ପ୍ଲେଟ ହିଁ ଦେଖିଥାଉ , ଆସନ୍ତୁ ଦେଖିବା ଏହି ଭାଇଙ୍କ ଘରର ନାମ କଣ.  କଣ ଚମକି ପଡିଲେ , ହଁ ଏହି ଭାଇଙ୍କ ଘରର ନାମ ହେଉଛି ମୋଦି ସରକାର

ସବୁଠୁ ମଜାଦାର ନାମ ତ ଏ ଡକ୍ଟରଙ୍କର ନାମ , ଜିଏ ୱି ଦେଖିବ ନ ହସି ରହି ପାରିବନି , ଥରଟେ ନଜର ପକାନ୍ତୁ କଣ ଲେଖା ହୋଇଛି.

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

 

Leave a Reply

Your email address will not be published. Required fields are marked *