ଶୋଇବା ସମୟ ରେ ମଶା ଠାରୁ ରକ୍ଷା ପାଇବା ପାଇଁ ଏହି ଯୁବକ ଜଣଙ୍କ ଆପଣାଇଲା ଏହି ଉପାୟ ଦେଖନ୍ତୁ ଭିଡ଼ିଓ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଯେପରିକି ଆପଣ ମାନେ ଜାଣି ଥିବେ ଏହି ଦିନ ରେ ବହୁତ ପରିମାଣ ରେ ଗରମ ପଡିଛି ବୋଲି । ତେବେ ସେମିତି ବେଳେ ଗରମ ହେବା ସଂଙ୍ଗେ ସଂଙ୍ଗେ ଆମେ ମାନେ ରାତି ସମୟ ରେ ମଶା ଠାରୁ ବି ରକ୍ଷା ପାଉ ନାହୁଁ । ନିଶ୍ଚିତ ଭାବେ ଆପଣ ମାନେ ଦେଖିବା ପାଇଁ ପାଇ ଥିବେ କି ରାତି ସମୟ ମଶା ମାନଙ୍କ ଆକ୍ରମଣ ବହୁତ ପରିମାଣ ରେ ବଢି ଜାଇ ଥାଏ । ଏବଂ ଜାହା ଦ୍ୱାରା ଆମ ମାନଙ୍କୁ ପରେ ପରେ ବହୁତ ଗୁଡ଼ିଏ ରୋଗ ଏବଂ ଜ୍ୱର ଭଳି ସମସ୍ୟ ଦେଖିବା ପାଇଁ ମିଳି ଥାଏ । ସେମିତି ବେଳେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏମିତି ଗୋଟିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ଜଣେ ଯୁବକ ସଂମ୍ପର୍ଣ୍ଣ ଭାବେ ଦେଖାଇଛି କି । କୈଣସି ସମୟ ରେ ଯଦି ଆପଣ ମାନେ ଶୋଉ ଛନ୍ତି । ତେବେ ମଶା ମାନଙ୍କ ଠାରୁ ବଞିଚିବା ପାଇଁ କେଉଂ ପରି ଉପାୟ କରିବା ଦରକାର । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ଭିଡ଼ିଓ ସେହି ଯୁବକ ଜଣଙ୍କ ସଂମ୍ପର୍ଣ୍ଣ ଭାବେ ଦେଖେଇଛି କି । ସେ ନିଜ ବେଡ୍ ରେ ଶୋଇଛଇ । ଏବଂ ପରେ ପରେ ସେ ନିଜ ଦେହ ରେ ଗୋଟିଏ ପତଳା କମଳ ଘୋଡେଇ ନେଇଛି । ତେବେ ସେମିତି ପରେ ନିଜ ପାଖରେ ଗୋଟିଏ ଷ୍ଟୁଲ୍ ବସେଇ ଉପରେ ଟେବୁଲ ଫ୍ୟାନ୍ ବସେଇ ଦେଇଛି । ଏବଂ ପରେ ପରେ ତା ଉପରେ ମଶା ମାରୁ ଥିବା କିଟ୍ ଲଗାଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ସେମିତି ବେଳେ ସେହି ଟେବୁଲ ଫ୍ୟାନ୍ ଟି ବୁଲିବା ସଂଙ୍ଗେ ସଂଙ୍ଗେ ରାତି ସମୟ ରେ ସଂମ୍ପର୍ଣ୍ଣ ଭାବେ ରୁମ୍ ରେ ରହି ଥିବା ମଶା କୁ ମାରି ଥିବାର ଦେଖିବା ପାଇଁ ମିଳୁଛି ।ଏବେ ଏହି ଭଇଡ଼ିଓ ଲୋକ ମାନଙ୍କୁ ବହୁତ ରୋଚକ ଲାଗୁଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

 

Leave a Reply

Your email address will not be published. Required fields are marked *