ପାକିସ୍ତାନୀ ଯୁବତୀ କହିଲେ – ମୁଁ ଭାରତୀୟ ଯୁବକ ଙ୍କୁ ବିବାହ କରିବା ପାଇଁ ଚାହୁଁଛି ,କାରଣ ଜାଣିବେ ତ ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ପ୍ରେମ ସଂମ୍ପର୍କ କଥା କହିବା ତେବେ ନିଶ୍ଚିତ ଭାବେ ଦୁଇଟି ମଣିଷ ର ପ୍ରେମ ସଂମ୍ପର୍କ ଆଗରେ କେବେ ବି କୈଣସି ବି ସୀମା ରହି ନ ଥାଏ । ଏହା ଜାଣି ଥିବେ । ତେବେ ଏମିତି ହିଁ ଗୋଟିଏ ଘଟଣା ହୋଇଛି କରାଚୀ ରେ ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଆସିଛେ । ଏମିତି ରେ କହିବା ପାଇଁ ଗଲେ ଫାତିମା ହୁସେନ୍ ନାମକ ଏହି ଯୁବତୀ ଙ୍କ ପ୍ରେମ ସଂମ୍ପର୍କ ବିଷୟ ରେ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ କି ଫେସବୁକ୍ ରେ ହିଁ ପ୍ରେମ ଓ ରୋମାନ୍ସ ର ମାହଲ ହୋଇ ଥିବା ଦେଖିବା ପାଇଁ ମିଳିଛି ।Image result for Ghazala Javedଏହି ପରି ଗୋଟିଏ ପୋଷ୍ଟ ରେ ସାରାହ୍ କହିଛନ୍ତି କିପରି ଭାବେ ମୁସ୍ତଫା ଦାଉଦ୍ ଙ୍କୁ ପ୍ରେମ ସଂମ୍ପର୍କ ରେ ପକେଇ ଥିଲେ ଓ ପରେ ପରେ ମୁମ୍ବାଇ ରେ ଜାଇ ରହିବା ପାଇଁ ଲାଗି ଥିଲେ । ତେବେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ଏହି ଭିତରେ ସାରାହ ଓ ମୁସ୍ତଫା ଙ୍କ ଜିବନ ରେ ଏମିତି ବହୁତ ପ୍ରକାରର ବାଧା ବିଘ୍ନ ଆସି ଥିବା ଦେଖିବା ପାଇଁ ମିଳିଛି । ତେବେ ସେ ଏହି କଥା ମଧ୍ୟ କହିଛନ୍ତି କି ବିବାହ ପାଇଁ ଭାରତ ଆସୁ ଆସୁ ବହୁତ ସୁକୁରିଟି ଚେକ୍ କରିବା ପାଇଁ ପଡି ଥିଲା । ତାଙ୍କୁ ପରେ ଏପରି ଲାଗି ଥିଲା କି ହନିମୁନ୍ ସରକାରୀ ଅଫିସ୍ ରେ ହିଁ ହେବ ବୋଲି । କିନ୍ତୁ ପରେ ପରେ ଘଟଣା ସଂମ୍ପର୍ଣ୍ଣ ଭାବେ ପରିବର୍ତିତ ହୋଇ ଜାଇ ଥିଲା ।ଏହି ଭିତରେ ସ୍ୱାମୀ ଙ୍କ ଜବ୍ ଯିବା ସଂଙ୍ଗେ ସଂଙ୍ଗେ ମୁମ୍ଭାଇ ବି ସିପ୍ଟ ହୋଇ ଗଲେ । ପରେ ଏମାନଙ୍କ ଜିବନ ବହୁତ ପରିବର୍ତିତ ହୋଇ ଥିଲା ଏମିତି ବେଳେ ସେମାନେ ପରେ ସରକାରୀ ଚାକିରୀ ଖୋଜିବା ପାଇଁ ଲାଗିଲେ ।Image result for Ghazala Javed ପରେ ଏହି ସବୁ ରୁ ବି କିଛି ବି ଫାଇଦା ମିଳିଲା ନାହିଁ । ତେବେ ଏତେ ଡିଫରସନ୍ କୁ ଚାଲି ଗଲେ କି ଘର କୁ ବି ଜଣେଇବା ପାଇଁ ସମୟ ମିଳିଲା ନାହିଁ । ସେ କହି ଥିଲେ କି ସେତେ ବେଳେ ଆମ ପାଖରେ ଖାଇବା ପାଇଁ ଟଙ୍କା ନ ଥିଲା । ଗୋଟିଏ ଆଇସକ୍ରିମ୍ କିଣି କରି ସେୟା କରି ଖାଉ ଥିଲୁ । ତା ପରେ ସେହି ଭିତରେ ଆମେ ମାନେ ଗୋଟିଏ ମାର୍କେଟିଙ୍ଗ୍ ଆରମ୍ଭ କରି ଦେଲୁ । ଜାହା ପରେ ପରେ ଆମେ ମାନେ ଭଲ କ୍ଲାଇମ୍ ପାଇ ଥିଲେ । ପରେ ସବୁ ସମୟ ରେ ସେ ମିୁସ୍ତାଫ୍ ଙ୍କ ସାଥ ଦେଇ ଥିଲେ ପରେ ଆମ ମାନଙ୍କ ଜିବନ ପରିବର୍ତନ ହେବାରେ ଲାଗିଲା । ଆଜିର ଦିନ ରେ ବି ସେମାନେ ମିଳି ମିଶି କାମ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *