ଦୁନିଆଁ ର ସବୁଠୁ ଶକ୍ତିଶାଳୀ ଦେଶ ର ନାମ ହେଲା ଜାରୀ ….ଭାରତ ସ୍ଥାନ ଦେଖି ଚମକି ପଡିବେ ଆପଣ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ କି ଯେବେ ଠାରୁ ବିଜେପି ସରକାର ଦେଶ କୁ ଆସିଛି । ସେବେ ଠାରୁ ଭାରତ ଦେଶ କୁ ଦୁନିଆଁ ରେ ଶକ୍ତି ଶାଳୀ କରେଇବା ରେ ଲାଗି ରହି ଥିବା ଆମ ର PM ମୋଦି ଙ୍କ ର ପ୍ରୟାସ ବଢି ରହିଛି । ତେବେ ଏପରି ବେଳେ ମିଳି ଥିବା ସୂଚନା ଅୁସାରେ ସବୁ ଦେଶ ମାନେ ଆଜି ଭାରତ ସହିତ ମିତ୍ରତା କରିବା ପାଇଁ ଚିଡା ହେବା ପାଇଁ ଇଚ୍ଛା ପ୍ରକଟ କରୁଛନ୍ତି । ତେବେ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମ ରେ କହିବା ପାଇଁ ଚାହିଁବୁ କି ଆମ ଭାରତ ଏବେ କେଉଁ ସ୍ଥାନ ରେ ରହି ଅଛି ।
ତେବେ ଏହି ଦିନ ରେ ଗୋଟିଏ ରିପୋର୍ଟ ଅନୁସାରେ ବହୁଚ ଅରବ ଟଙ୍କା ଖର୍ଚ୍ଛ କରି ଏହି ରିପୋର୍ଟ ଅଣାଜାଇ ଥିବା ବେଳେ ଏବେ ବିତୃତ ଭାବେ ଏହି ଘଟଣା ମାନ ଜଣା ପଡୁଛି । ଆପଣ ମାନଙ୍କୁ ଏବେ ଠୁ କହି ଦେଉଛୁ କି ଭାରତ ର ଲିଷ୍ଟ ରେ ନାମ ଜାଣି କରି ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇ ପଡିବ । ଯଦି ଆମେ ଗୋଗଲ ର ରିପୋର୍ଟ ନେବା ତେବେ ଆମ ଦେଶ ପରି ଶକ୍ତି ଶାଳୀ ହେବା ପାଇଁ ଗୋଗୁଲ ରେ ଲୋକ ମାନେ ବହୁତ ପରିମାଣ ରେ ସର୍ଚ୍ଛ କରି ଥାନ୍ତି । ତେବେ ବର୍ତମାନ ସମୟ ରେ ସର୍ବ ପ୍ରଥମ ସ୍ଥାନ ରେ ରହି ଥିବା ଦେଶ ଟି ହେଉଛି ଇଉନାଇଟେଡ ଷ୍ଟେଟ ।ତେବେ ପରେ ପରେ ଋଷିଆ ଦ୍ବତୀୟ ସ୍ଥାନ ଅଧିକରଣ କରି ଥିବା ବେଳେ ଆମେ ମାନେ ସବୁ ସମୟ ରେ ଏହି କଥା ଭାବି ଥାଏ ଆମ ଦେଶ କେତେ ପରିମାଣ ରେ ସୁରିକ୍ଷୀତ ଏବଂ ଆମେ ଶକ୍ତିଶାଳୀ ରେ କେଉଁ ସ୍ଥଆନ ରେ ରହିଛେ । ତେବେ କହିବା ପାଇଁ ଚାହିଁବୁ କି ବର୍ତମାନ ସମୟ ରେ ଭାରତ 10 ମ ସ୍ଥାନ ରେ ରହି ଏକ ବହୁତ ବଡ ଶକ୍ଥି ଶାଳୀ ଦେଶ ରୂପେ ପରିଚିତ ହୋଇ ଅଛି ।ଏମିତି ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି । ବର୍ତମାନ ସମୟ ରେ ଚୀନ ତୃତୀୟ ସ୍ଥାନ ରେ ରହି ଥିବା ବେଳେ ଭାରତ ବହୁତ ଶିଘ୍ର ଅଗ୍ରଗତୀ କରୁ ଥିବା  ।ବେଳେ ଚୀନ ର ଫସର ପାଚିବା ପାଇଁ ଜାଉ ଅଛି ଭାରତ ଇକୋନମି କ୍ଷେତ୍ର ରେ ବହୁତଶକ୍ତି ଶାଳୀ ହେବାକୁ ଜାଉ ଥିବା ବେଳେ ଏବେ ଏହି ଖବର ନେଇ ଜଣା ପଡୁଛୁ କି 2021 ସୁଧା ଭାରତ 5 ମ ସ୍ଥାନ ରେ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *