ଚଳନ୍ତା କାର ଉପରେ ଆକ୍ରମଣ କରିଲା ବିଶାକ୍ତ ସାପ …..ଭିଡ଼ିଓ ଦେଖନ୍ତୁ ଥମି ଯିବ ଆପଣ ମାନଙ୍କ ନିଶ୍ୱାସ ..।

ନୂଆ ଦିଲ୍ଲୀ । ସବୁ ସମୟ ରେ ପାସ ର ନାମ ସୁଣିବା କ୍ଷେଣି ହିଁ ଆମ ମାନଙ୍କର ରୁମ ଛିଡା ହୋଇ ଯାଏ । ଯଦି କେବେ ଆପଣ ମାନଙ୍କ ସାମ୍ନା କୁ ଆସି ଯାଏ । ତେବେ ଆପଣ ମାନେ ନିଶ୍ଚିତ ଭାବେ ସେହି ସାପ ଠୁ ବହୁତ ଦୂର କୁ ପଳେଇ ଜାଇ ଥାନ୍ତି । ତେବେ ସେମିତି ବେଳେ ଯଦି ସେହି ସାପ ଟି ଅତ୍ୟନ୍ତ ବିାକ୍ତ ହୋଇ ଥାଏ । ତେବେ ନିଶ୍ଚିତ ଭାବେ ଆପଣ ମାନେ ବହୁତ ପରିମାଣ ରେ ଡରି ଜାଇ ଥାନ୍ତି । ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଉଛି । କିଛି ଏମିତି ଗୋଟିଏ ଘଟଣା ଟି ଏହି ନିକଟ ରେ ହୋଇ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ବର୍ତମାନ ସମୟ ରେ ସୋସିଆଲ୍ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । Image result for snake in carଏବଂ ଲୋକ ମାନେ ଦେଖି ବହୁତ ପରିମାଣ ରେ ଆଶ୍ଚର୍ଯ୍ୟ ବି ହେବାରେ ଲାଗିଛନ୍ତି । ମଧ୍ୟ ତେବେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟ ରେ କହିବା ଚାହିଁଛୁ ତାହା ଏହି ନିକଟ ରେ ଇଂଲଣ୍ଡ ରେ ଗୋଟିଏ ସ୍ଥାନ ରେ ହୋଇ ଥିବା ବେଳେ ଏହି ଦିନ ରେ ନେମ ବାଲ ନାମକ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆ ଏକାଉଣ୍ଡ ରେ ପୋଷ୍ଟ କରି ଥିବା ଦେଖିବା ପାଇଁ ମିଳିଛି । ଯେଉଁ ଥିରେ କି ସେ କୈଣସ୍ ଏକ ସ୍ଥାନ କୁ ନିଜର କାର ନେଇ କରି ଜାଉ ଥିବା ବେଳେ ହଠାତ୍ ମାତ୍ରେ ଗୋଟିଏ କିଙ୍ଗ୍ କୋବ୍ରା ସାପ ତାଙ୍କର ଗାଡି ର ମିରର ଉପରେ ଦେଖା ଦେବା ପାଇଁ ମିଳେ । Related imageତେବେ ସେମିତି ବେଳେ ସେମାନେ ବହୁତ ପରିମାଣ ରେ ଡରି ଯିବା ପରେ ହଠାତ୍ ମାତ୍ରେ ସେମାନେ କାର ର ସମସ୍ତ ଉଇଡୋ କାଚ କୁ ବନ୍ଦ କରି ଦିଅନ୍ତି । ସେମିତି ବେଳେ ସାପ ଟି ବହୁତ ସମୟ ରେ ସେମିତି ରହିବା ପରେ ସେହି କାଚ ବାଟେ ଭିତରୁ କୁ ପସିବା ପାଇଁ ଚେଷ୍ଟା କରେ କିନ୍ତୁ ଉଇଡୋ ବନ୍ଦ ଥିବାରୁ ସେ ଭିତରୁ ପସି ପାରେ ନାହିଁ ପରେ ସେ କାର ର ମିରର ଦେଇ ସ୍କିନ୍ କାଚ ଆଡକୁ ଆସେ ଏବଂ ସେଠାରେ ସେ ଚୋଟ ବି ମାରିବା ପାଇଁ ଚେଷ୍ଟା କରି ଥାଏ । ତେବେ ସେମିତି ବେଳେ କିନ୍ତୁ ସେ ସଫଳ ହୋଇ ପାରେ ନାହିଁ । କିନ୍ତୁ ସେହି ସମୟ ରେ ଗାଡି ର ସ୍କାଇପର ଚଳେଇ ଦେବା ଯୋଗୁଁ ସେ ଦୂର କୁ ଛିଟିକି ପଡେ । ସେହି ପରି ବେଳେ ସେହି ବ୍ୟକ୍ତି ଙ୍କ କହିବା କଥା କି ଏପରି ସେମାନେ ପ୍ରଥମ ଥର ପାଇଁ ନିଜର ଚଳନ୍ତା ଗାଡି ରେ ଏତେ ବଡ ସାପ ଦେଖିଛନ୍ତି । ବୋଲି …।

Leave a Reply

Your email address will not be published. Required fields are marked *