ଏବେ ଏବେ 2,5,10 ଟଙ୍କା ର କୟେନ୍ ଉପରେ ଆସିଲା ବଡ ଖବର, ନିଶ୍ଚିତ ପଢନ୍ତୁ ……।

ନୂଆ ଦିଲ୍ଲୀ । ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଏବେ ମିଳି ଥିବା ସୂଚନା ଅନୁସାରେ ଆଉ ଆପଣ ମାନଙ୍କୁ କେହି ବି ଦୋକାନୀ ନାହିଁ ଯିଏ କି ଏହି 2,5,10 ଟଙ୍କା ର କୟନ୍ ନେବା ପାଇଁ ସଂମ୍ପର୍ଣ୍ଣ ଭାବେ ମନା କରି ଦେବ । ତେବେ ଏମିତି ବେଳେ ସେହି ଦୋକାନୀ ଉପରେ ଆପଣ ମାନଙ୍କ ଗୋଟିଏ ସୂଚନା ରେ ପଦକ୍ଷେପ ନିଆ ଯିବ । ତେବେ ସେହି ପରି ବେଳେ ଏହି ଦିନ ରେ RBI ନିଜର ଏହି ସବୁ କୟନ୍ ର ଡିଜାଇନ୍ କୁ ନେଇ ଶିିକାର କରିବା କାହାଣୀ ସଂମ୍ପର୍ଣ୍ଣ ଭାବେ ଖାରଜ କରିଛି । ତେବେ ସେମିତି ବେଳେ ଏହି ସୂଚନା ବି ସେ ସଂମ୍ପର୍ଣ୍ଣ ଭାବେ ଦେଇ ଥିବାର ଘଟଣା ବି ସଂମ୍ପର୍ଣ୍ଣ ଭାବେ ସାମ୍ନା କୁ ଆସିଛି । Image result for 5 and 10 rupees coinକେନ୍ଦ୍ର ସରକାର ଙ୍କ ଦ୍ୱରା ଚଳା ଜାଇ ଥିବା ସବୁ ତକ କୟନ୍ ମାନଙ୍କୁ ଏବେ RBI ସିକ୍ୱାର କରୁଛୁ ବୋଲି । ତେବେ ଏବେ ଏହି ସବୁ କୁ ଆପଣ ମାନେ ବ୍ୟଙ୍କ ମାନଙ୍କରେ ଡିପୋଜିତ୍ କରି ମଧ୍ୟ ପାରିବେ । ତେବେ ଆପଣ ମାନେ ଜାଣି ଥିବେ ପୂର୍ବ ବର୍ତ୍ତି ସମୟ ରେ ଏପରି ହୋଇ ଥିଲା କି । କେହି ଗ୍ରାହାକ ଯଦି ଖୁଚୁରା ଟଙ୍କା ନେଇ ବ୍ୟଙ୍କ୍ କୁ ଜମା କରିବା ପାଇଁ ଆସୁ ଥିଲା ତେବେ ତାହାକୁ ସଂମ୍ପର୍ଣ୍ଣ ଭାବେ ଘୁରେଇ ଦିଆ ଜାଉ ଥିଲା ।Image result for 5 and 10 rupees coin କିନ୍ତୁ ବର୍ତମାନ ସମୟ ରେ ତାହା ଆଉ ହେବ ନାହିଁ । ସେମିତି ବେଳେ ଆମ ପାଖରେ ରହି ଥିବା ସୂଚନା ଅନୁସାରେ ଆଗାମୀ ସମୟ ରେ ଭାରତ ସଂମ୍ପର୍ଣ୍ଣ ଭାବେ ଡିଜିଟାଲ ହେବା ପାଇଁ ଜାଉ ଥିବା ବେଳେ ଏହି ସବୁ ଟଙ୍କା କିଛି ପରିମାଣ ରେ ଗଛିତ ରଖା ଯି୍ବ ବୋଲି ବି ଆମ ପାଖରେ ସୂଚନା ରହିଛି ।Image result for 2 rupees coin ଏବଂ ଏଥି ସହିତ ଏହି ଦିନ ରେ RBI ଏହି ସୂଚନା ବି ପ୍ରଦାନ କରିଛି । କି ଯଦି ଆପଣ ମାନେ ଗୋଟିଏ ଗ୍ରାହକ ଏବଂ ଆପଣ ମାନଙ୍କୁ କେହି ଦୋକାନୀ ଏହି 1,2,5,10 ଟଙ୍କିଆ କୟନ୍ କୁ ନେବା ପାଇଁ ସଂମ୍ପର୍ଣ୍ଣ ଭାବେ ମନା କରି ଦିଏ । ତେବେ ଆପଣ ମାନେ RBI ର ୱେବ୍ସାଇଟ୍ ରେ କମ୍ପଲେନ୍ ଦେଇ ପାରିବେ । ତେବେ ତାଙ୍କ ଉପରେ ଏକ୍ସନ୍ ନିଆ ଯିବ ।

Leave a Reply

Your email address will not be published. Required fields are marked *