ଆଜିଠୁ ଆରମ୍ଭ ହୋଇଗଲା ଶ୍ରାବଣ ମାସ , ଏହି ସବୁ କଥାରେ ରଖନ୍ତୁ ଧ୍ୟାନ , ସବୁବେଳେ ରହିବ ମହାଦେବଙ୍କର କୃପା !

ପ୍ରତୋକ ବ୍ୟକ୍ତି ମହାଦେବ ଙ୍କ ର କୃପା ପ୍ରାପ୍ତି କରିବାକୁ ଚାହିଁଥାନ୍ତି I ମହାଦେବ ଙ୍କ କୃପା ରେ ଜୀବନ ର ନାନା ଦୁଃଖ କଷ୍ଟ ଦୂର ହେଇଥାଏ I ମହାଦେବ ଙ୍କ ର ପବିତ୍ର ମାସ ଶ୍ରବଣ ମାସ ଖୁବ ଶୀଘ୍ର 17 ଜୁଲାଇ ରୁ ଆରମ୍ଭ ହେବାକୁ ଯାଉଛି I ଏହି ଶ୍ରବଣ ମାସ ମହାଦେବ ଙ୍କ ର ଅତି ପ୍ରିୟ ମାସ ଅଟେ I ଏହି ମାସ ରେ ମହାଦେବ ଙ୍କୁ ପ୍ରସନ୍ନ କରିବାକୁ ଲୋକେ ନାନା ଉପାୟ ଆପଣେଇଥାନ୍ତି I

ଶ୍ରବଣ ମାସ ର ପ୍ରତୋକ ସୋମବାର ଦିନ ରେ ମହାଦେବ ଙ୍କ ର ବିଶେଷ ରୀତିନୀତି ରେ ପୂଜା ଅର୍ଚନା କରିଛନ୍ତି I ଅନେକ ଶିବ ଭକ୍ତ ଏହି ଶ୍ରବଣ ମାସ ରେ ବିଶେଷ ରୀତିନୀତି ରେ ପୂଜା ଅର୍ଚନା କରିଥାନ୍ତି I କିନ୍ତୁ ଏହି ସମୟ ରେ କିଛି ବିଶେଷ କଥା କୁ ଧ୍ୟାନ ଦେବା ଉଚିତ I

କଣ ରହିଛି ଏହି ବିଶେଷ କଥା

ମହାଦେବ ଙ୍କ ର ପୂଜା ଅର୍ଚନା ସମୟ ରେ ଭୁଲ ରେ ମଧ୍ୟ ହଳଦୀ ଦ୍ରବ୍ୟ ର ବ୍ୟବହାର କରନ୍ତୁ ନାହିଁ I ଏବଂ ଫୁଲ ମଧ୍ୟ ରେ କେତକୀ ଫୁଲ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ I ଅନେକ ଲୋକେ ମହାଦେବ ଙ୍କ ର ପୂଜା ରେ ଲାଲ ରୋଲି ର ବ୍ୟବହାର କରିଥାନ୍ତି କିନ୍ତୁ ମହାଦେବ ଙ୍କ ପୂଜା ରେ ଏହି ସବୁ ବସ୍ତୁ ର ଅର୍ପଣ କରିବା ଉଚିତ ନୁହେଁ I

ମହାଦେବ ଙ୍କ ର ପୂଜା ଅର୍ଚନା ରେ ସଂଖ୍ୟା ର ପ୍ରୟୋଗ କରନ୍ତୁ ନାହିଁ I କାରଣ ଶଙ୍ଖ ହେଉଛି ଭଗବାନ ବିଷ୍ଣୁ ଙ୍କ ର ଅତି ପ୍ରିୟ I ମହାଦେବ ଙ୍କ ର ପୂଜା ରେ ଭୁଲ ରେ ମଧ୍ୟ ତୁଳସୀ ପତ୍ର ର ବ୍ୟବହାର କରନ୍ତୁ ନାହିଁ I କାରଣ ତୁଳସୀ ଜଳନ୍ଧର ଙ୍କ ର ପତ୍ନୀ ଓ ଜଳନ୍ଧର କୁ ମହାଦେବ ବଦ୍ଧ କରିଥିଲେ I ମହାଦେବ ଙ୍କ ପୂଜା ରେ ନଡ଼ିଆ ଅର୍ପଣ କରିବା ପରେ ସେହି ନଡ଼ିଆ କୁ ଘର କୁ ଆଣିବା ଉଚିତ ନୁହେଁ I ଏବଂ ସେହି ନଡ଼ିଆ କୁ ପ୍ରସାଦି ରୂପେ ଅର୍ପଣ କରିବା ମଧ୍ୟ ଉଚିତ ନୁହେଁ I

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *