ଭାଇରାଲ ଭିଡିଓ : ନାଗସାପ ମୁଣ୍ଡରୁ ବାହାରୁଛି ଆଶ୍ଚର୍ଯ୍ୟ କଲା ଭଳି ନାଲି ରଙ୍ଗର ଆଲୋକ , ଏବେ ହିଁ ଭିଡିଓ ଦେଖନ୍ତୁ

ଦୁନିଆଁରେ ଆସିବା ଦିନରୁ କେତେ ଅଜବ ଧରଣର ଘଟଣା ଦେଖିବାକୁ ମିଳିଯାଏ , ଆପଣ ଦେଖିଥିବେ କି ଯେବେ କେବେ କେଉଁ ଇଲାକାରେ କେଉଁ ଅଜବଧରଣର ଘଟଣା ସାମ୍ନାକୁ ଆସେ ତେବେ ଆଖପାଖରେ ଥିବା ଲୋକେ ଦେଖିବାକୁ ଏକାଠି ହୋଇଯାଆନ୍ତି । ଯାହାପରେ କିଛି ଲୋକ ଏହି ପରି ଘଟଣାକୁ ଫଟୋ କିମ୍ବା ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାକୁ ପୋଷ୍ଟ କରିଥାନ୍ତି । ଏହି ପରି ଏକ ମାମଲା କର୍ଣ୍ଣାଟକର ଚିକମଙ୍ଗଲୁରୁ ଜିଲ୍ଲାର ହୋଲମାକି ଗାଁର ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଙ୍ଗଲରେ ଏକ ବହୁତ ହିଁ ଅଜବ ଧରଣର ନାଗ ସାପ ଦେଖିବାକୁ ମିଳିଥିଲା , ଯିଏ ବି ଦେଖିଲା ସେ ନିଜ ଆଖିରେ ବିଶ୍ୱାସ କରିପାରିଲା ନାହିଁ , ଏହି କଥା ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ କି ଜଙ୍ଗଲରେ ଦେଖାଯାଉଥିବା ଏହି ଦୁର୍ଲ୍ଲଭ କୋବ୍ରାଙ୍କ ମୁଣ୍ତ ଉପରେ ଲାଲ ରଙ୍ଗର ଏକ ଚମକୁଥିବା ରଶ୍ମୀ ଥିଲା । ଯାହା କେଉଁ ଚମତ୍କାରରୁ କମ୍ ନୁହେଁ ।

ଏହି ଅଦ୍ଭୁତ ଦୈବୀୟ ନାଗ ସାପକୁ ଲୋକେ ପୁଜା କରିବାକୁ ଲାଗିଲେ , ଧୀରେ ଧୀରେ ବହୁତ ସାରା ଲୋକେ ଆସି ସେଠାରେ ସେହି ସାପକୁ ଦର୍ଶନ କରିବାକୁ ଲାଗିଲେ । ଓ ସାପର ଏହି ଭିଡିଓର ଫଟୋ ଉଠାଇବାକୁ ଲାଗିଲେ ।

ସାପର ଏହି ଭିଡିଓ ସୋସିଆଲ୍ ମିଡିଆରେ ଦେଲା ପରେ ଭାଇରାଲ୍ ହୋଇଯାଇଥିଲା , କୁହାଯାଉଛି କି ଏଏହି ନାଗ ସାପ ବିଷୟରେ ଲୋକଙ୍କୁ ତେବେ ଜଣାପଡିଲା ଯେବେ ଏକ କୁକୁର ଲାଲ ରଶ୍ମୀ ନାଗ ସାପକୁ ଦେଖିକରି ଭୋକିବାକୁ ଲାଗିଥିଲା । କୁକୁରର ଅଚାନକ ଏପରି ଭୋକିବା ଦେଖି ମାଲିକ ଭାବିଲେ କି ବିଲରେ କେଉଁ ଜୀବ ପଶିଯାଇଛି । କିନ୍ତୁ ଅସଲରେ ପାଖରେ ଯାଇ ଦେଖିଲା କି ଏକ ନାଗ ସାପ ଥିଲା ।

ଯାହାର ମୁଣ୍ତ ଉପରେ ଲାଲ ରଙ୍ଗର ରଶ୍ମୀ ଚମକୁ ଥିଲା । ସର୍ପ ବିଶେଷଜ୍ଞଙ୍କ କହିବା କଥା କି ଏହା କେଉଁ ଚମତ୍କାରରୁ ବରଂ କିଛି ସାପ ଏପରି ହୋଇଥାନ୍ତି ଯାହାଙ୍କ ମୁଣ୍ତରୁ ଏପରି ରଶ୍ମୀ ବାହାରିଥାଏ , ହୋଇପାରେ କି ଖରାର କାରଣରୁ ସାପର ମୁଣ୍ତରୁ ଏହି ରଶ୍ମୀ ବାହାରୁଥିବ ।

ଦେଖନ୍ତୁ ଭିଡିଓ 

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ 

Leave a Reply

Your email address will not be published. Required fields are marked *