କାହିଁକି ନନ୍ଦୀ କାନରେ କହିବା ପରେ ହୋଇ ଜାଇ ଥାଏ ମନସ୍କାମନା ପୂରା, ଜାଣନ୍ତୁ ପୈରାଣିକ ପ୍ରମାଣ …..।

ଆଜି ର ସମୟ ର ଯଦି ଆମେ କହିବା ତେବେ ନିଶ୍ଚିତ ଭାବେ ବର୍ତମାନ ମାନ ସମୟ ରେ ଲୋକ ମାନେ ଏପରି ଭାବନ୍ତି କି । ତାଙ୍କର ଇଚ୍ଛା କେମିତି ବାନ ବହୁତ ଶିଘ୍ର ପୂରଣ କରିଦେବେ ।ତେବେ ଯେଉଁ ବ୍ୟକ୍ତି ବି ନିଜର ମନସ୍କାମନା ପୂରଣ କରିବା ପାଇଁ ଚାହିଁ ଥାଏ । ସେ ସବୁ ବେଳେ ଭଗବାନ ଙ୍କ ସରଣ ନିଏ । ସେମିତି ବେଳେ ଭଗବାନ ଙ୍କ କଥା କହିବା । ତେବେ ଆପଣ ମାନେ ଏହି କଥାକୁ ବହୁତ ଭଲ ଭାବେ ଜାଣି ଥିବେ କି । ପ୍ରତ୍ୟେକ ଦେବା ଦେବୀ ଙ୍କ ଠାରୁ ମହାଦେବ ଜମେ ଯେକି ବହୁତ ଶିଘ୍ର ନିଜର ଭକ୍ତଙ୍କର ମନସ୍କାମନା କୁ ପୂରଣ କରନ୍ତି । ସେହିଥି ପାଇଁ ପ୍ରାୟତଃ ଲୋକ ମାନେ ଭୋଳାବାବା ଙ୍କ ଦ୍ୱାର ରେ ହିଁ ନିଜର ମନସ୍କାମନ ମାଗି ଥାନ୍ତି । ତେବେ ସେହି ପରି ବେଳେ ଏପରି କଥା ରହିଛି କି ଯଦି କୈଣସି ବ୍ୟକ୍ତି ନିଜର ମନସ୍କାମନା କୁ ଶିବ ଦରବାର ରେ ଥିବା ନନ୍ଧି ଙ୍କ କାନ ରେ କହି ଥାଏ । ତେବେ ତାର ମନସ୍କାମନା ବହୁତ ଶିଘ୍ର ପୂରଣ ହୋଇ ଥାଏ । ସେହି ପରି ବେଳେ ନନ୍ଧି ଏଠାରେ ଶିବ ଭଗବାନ ଙ୍କ ପାଖକୁ ଭକ୍ତଙ୍କ ସମସ୍ୟା ନେଇ ଜାଇ ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ପଛରେ ରହି ଥିବା ପୈରାିକ ତଥ୍ୟ ସଂମ୍ପର୍କ ବିଷୟ ରେ କହିବା । ପୈରାଣିକ କଥା ଅୁସାରେ ଶ୍ରୀ ଲାଦ୍ ମୁନୀ ବ୍ରହ୍ମଚାରୀ ଥିଲେ । ଏବଂ ତାଙ୍କୁ ଗୋଟିଏ ବାଳକ ଖେତ ରେ ପଡି ଥିବା ମିଳି ଥିଲା । ସେ ତାଙ୍କୁ ଆଣିବା ପରେ ତାଙ୍କର ନାମ ନନ୍ଧି ଦେଇ ଥିଲେ ।ତେବେ ଠାରୁ ନନ୍ଧି ଶିବ ଙ୍କ ଭକ୍ତ ରହିଛନ୍ତି । ସେମିତି ବେଲେ ଶ୍ରୀ ଲାଦ୍ ମୁନି ଙ୍କୁ ଭବିଶ୍ୟ ବାଣୀ ହୋଇ ଥିଲା । କି ନନ୍ଦି ଅଳ୍ପ ଆୟୁ ରେ ହିଁ ମୃତ୍ୟୁ ହେବ । ଯେବେ ଏହି କଥା କୁ ନନ୍ଧି ଜାଣି ପାରିଲେ । ତେବେ ସେ ଜାଇ କଠିନ ତପ ରେ ଲିନ ହୋଇ ଗଲେ ।ପରେ ପରେ ଶିବ ଭଗବାନ ତାଙ୍କ ଉପରେ ପ୍ରଶନ୍ନ ହୋଇ ତାଙ୍କୁ ଅଜୟ ଏବଂ ଅମର ବର ପ୍ରଦାନ କରି ଥିଲେ । ଏବଂ ପରେ ପରେ ତାଙ୍କୁ ନିଜ ସହିତ ନେଇ ଜାଇ ଥିଲେ । ତେବେ ସେମିତି ପରେ ତାଙ୍କୁ ଗଣ ମାନଙ୍କ ପତି ଙ୍କ ନାମ ରେ ଘୋଷଣା ମଧ୍ୟ କେରେଇ ଥିଲେ । ପରେ ପରେ ତାଙ୍କୁ ଏହି ବରଦାନ ବି କରି ଥିଲେ କି । ଯେଉଁ ଠାରେ ମର ସ୍ଥାନ ରହିବ । ସେହି ଠାରେ ସବୁ ବେଳେ ନନ୍ଧି ଙ୍କ ସ୍ଥାନ ବି ରହିବ । ତେବେ ସେହି ଦିନ ଠାରୁ ନିୟମ ରହିଛି କି ଯିଏ କେହି ବି ନନ୍ଧି ଙ୍କ ପୂଜା କରିବ ତାଙ୍କର ମନସ୍କାମନା କୁ ଶିବ ଭଗବାନ ପୂରଣ କରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *