ଅଣ୍ଡା ଭେଜ୍ ବା ନନ୍ ଭେଜ୍ ?ଏହାର ଉତ୍ତର ବୈଜ୍ଞ୍ୟନିକ ମାନେ ବାହାର କରି ସାରିଛନ୍ତି । ଜାଣନ୍ତୁ ଏହାର ସଂମ୍ପର୍ଣ୍ଣ ରହସ୍ୟ ।

ଆମେ ମାନେ ବହୁତ ସମୟ ରେ ଏମିତି ଖାଦ୍ୟ ରେ ଅଣ୍ଡା ର ସେବନ କରି ଥାନ୍ତି । ତେବେ ସେମିତି ବେଳେ ଆଜି ର ଦିନ ରେ ଆମେ ମାନେ ସବୁ ସମୟ ରେ ଅଣ୍ଡା କୁ କେବଳ ନନ୍ ଭେଜ୍ ହିଁ ଭାବି ଥାଏ କିନ୍ତୁ ଅସଲ ରେ ଆପଣ ମାନଙ୍କୁ ଆମେ ସୂଚନା ଦେବା ପାଇଁ ଚାହିଁବୁ କି । ବର୍ତମାନ ସମୟ ରେ ବୈଜ୍ଞାନିକ ମାନେ ବି ଏହାର ଜବାବ୍ କୁ ଖୋଜୁ ଥିବା ବେଳେ ଏହି ଦିନ ରେ ଏହାର ସଂମ୍ପର୍ଣ୍ଣ ଭାବେ ଜବାବ୍ କୁ ଜଣା ପଡିଛି । Related imageଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ଦିନ ରେ ବୈଜ୍ଞାନିକ ମାନେ କହିଛନ୍ତି କି । ଅଣ୍ଡା କୁ ପ୍ରୋଟିନ୍ ଫଳ ବୋଲି କହୁ ଯାଏମ । ତେବେ ସେମିତି ରେ ଆମେ ସେହି ଅଣ୍ଡା କୁ ସଂମ୍ପର୍ଣ୍ଣ ଭାବେ ନନ୍ ଭେଜ୍ ବୋଲ କହି ପାରିବା ଯେଉଁ ଅଣ୍ଡା କୁ କୁକୁଡା ନିଜେ ଦିଏ । ତେବେ ଆଜିର ସମୟ ରେ ଯେଉଁ ଅଣ୍ଡା ତିଆରି ହେଉଛି ତାହା ସଂମ୍ପର୍ଣ୍ଣ ଭାବେ କୃତିମ ଉପାୟ ରେ ତିଆରୀ ହେଉ ଥିବା ବେଳେ ଆପଣ ମାନେ ତାହାକୁ ସଂମ୍ପର୍ଣ୍ଣ ଭେଜ୍ ବୋଲି କହି ପାରିବେ । Related image
ଦୁଧ ବି ସଂମ୍ପର୍ଣ୍ଣ ଭାବେ ଭେଜ୍ ଅଟେ ।
ଆଜିର ସମୟ ବି ବହୁତ ସାକାହାରୀ ଲୋକ ମାନେ ଏମିତି ଭାବନ୍ତି କି ଦୁଧ ଦ ଗୋଟିଏ ନନ୍ ଭେଜ୍ ପଦର୍ଥ ବୋଲଇ । ତେବେ ଆପଣ ମାନଙ୍କୁ ସୂଚନା ଯୋଗ୍ୟ କରିବୁ କି । ଏହା ଆପଣ ମାନଙ୍କ ସଂମ୍ପର୍ଣ୍ମ ଭାବେ ଭୁଲ ଭାବନା ଅଟେ । ଦୁଧ ରେ ସେମିତି କିଛି ବି ନାହିଁ ଯେଉଁଥି ପାଇଣ ଆପଣ ମାନେ ତାହାକୁ ଆପଣ ମାନେ ନନ୍ ଭେଜ୍ ବୋଲି କହି ପାରିବେ । Image result for agg
ଅଣ୍ଡା ଭେଜ୍ ବୋଲି ପ୍ରମାଣ କଣ ।
କୈଣସି ବି ଅଣ୍ଡା ରେ ତିନୋଟି ଲିୟର ରହି ଥାଏ । ପ୍ରଥମ ଖୋଳ ତା ପରେ ଧଳା ଅଂଶ ପରେ କେଶର ଆପଣ ମାନେ ଜାହାକୁ କହନ୍ତୁ । ତେବେ ବୈଜ୍ଞ4ନିତକ କାରଣ ଅନୁସାରେ ସେହି ଧଳା ଅଂଶ ଟି ସଂମ୍ପର୍ଣ୍ଣ ଭାବେ ପ୍ରୋଟିନ୍ । ତେବେ କେବଳ ସେଥି ପାଇଁ ଆଜିର ସମୟ ରେ ଯେଉଁ ସବୁ ଏଗ୍ ପ୍ଲାଣ୍ଟ ରହିଛି ତାହା ସବୁ ବେଳେ ଏହି ପ୍ରୋଟିନ୍ କୁ ନେଇ ହିଁ ଅଣ୍ଡା କୁ ତିଆରି କରୁ ଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *