16 ଜୁଲାଇରେ ହେବ ଦଶନ୍ଧୀର ସବୁଠୁ ବଡ ଚନ୍ଦ୍ର ଗ୍ରହଣ, ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ପଡିବ ଏହାର ଘୋର ପ୍ରଭାବ !

ମଙ୍ଗଳବାର 16 ତାରିଖରେ ହୋଇଛି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଂଶ ଅଂଚଳରେ ଦୃଶ୍ୟମାନ ହୋଇଛି । ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହୋଇଛି । 16ଜୁଲାଇ ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି I ଏହି ଗ୍ରହଣ ମଧ୍ୟ ରାତ୍ରି ରୁ ଆରମ୍ଭ ହେବ I ଏହା ଏହି ବର୍ଷ ର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଅଟେ I ଏହି ଚନ୍ଦ୍ର ଗ୍ରହଣ ଭାରତ ସହିଦ ଅଷ୍ଟ୍ରେଲିଆ , ଆଫ୍ରିକା , ଆସିୟା ପରି ଦେଶ ରେ ଦେଖିବାକୁ ମିଳିବ I ହିନ୍ଦୁ ଧର୍ମ ଗ୍ରଂଥ ରେ ଗ୍ରହଣ କୁ ଅଶୁଭ ସମୟ ବୋଲି ମାନ୍ୟତା ରହିଛି ,ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନାହିଁ ।

କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ

16 ଜୁଲାଇ ମଧ୍ୟ ରାତ୍ରି ରୁ 1 ଘଟିକା 32 ମିନିଟ ସମୟ ରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାକୁ ଯାଉଛି I ସକାଳ 4 ଘଟିକା 31 ମିନିଟ ସମୟ ରେ ଏହା ଶେଷ ହେବ I ଏହି ସମୟ ରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ I

ଚନ୍ଦ୍ରମା ଉପରେ ଲାଗୁଥିବା ଏହି ପୂରା ପ୍ରକ୍ରିୟାକୁ ନାଶା ପକ୍ଷରୁ ସବୁଠାରୁ ଚମକଦାର ଶୋ ବୋଲି କୁହାଯାଇଛି । ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟରେ ରହିବାରୁ ଏହାକୁ ସୁପରମୁନ କୁହାଯାଇଛି । ଏହି ଗ୍ରହଣ ମଧ୍ୟ ପ୍ରଶାନ୍ତ ମହାସାଗର , ଉତ୍ତର ଓ ଦକ୍ଷିଣ ଆମେରିକା ,  ୟୁରୋପ ଓ ଆଫ୍ରିକାରେ ଦେଖିବାକୁ ମିଳିବ ।

Khabar Odisha:know-all-about-super-blood-wolf-moon-eclipse-on-january-20-why-is-it-called-wolf-moon

ଚନ୍ଦ୍ର ଗ୍ରହଣ ସମୟ ରେ କଣ କରିବେ

ଚନ୍ଦ୍ର ଗ୍ରହଣ ସମୟ ରେ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ କି କୌଣସି ଖାଦ୍ୟ ରୋଷେଇ କରିବେ ନାହିଁ I ଏହି ସମୟ ରେ ଆପଣ ନିଜ ପୂଜା ଘର କୁ କପଡା ରେ ଢାଙ୍କି ରଖନ୍ତୁ I ଖାଦ୍ୟ ଜିନିଷ ଯେପରି ଭାତ , କ୍ଷୀର ଆଦି ରେ ତୁଳସୀ ପତ୍ର ପକାଇ ଦିଅନ୍ତୁ I ଚନ୍ଦ୍ର ଗ୍ରହଣ ସମୟ ରେ ଘରୁ ବାହାର କୁ ଯିବେ ନାହିଁ I ଖାଲି ଆଖି ରେ ଚନ୍ଦ୍ର ଗ୍ରହଣ ଦେଖିବେ ନାହିଁ I ଏହି ସମୟ ରେ ଭଗବାନ ଙ୍କ ର ନାମ ସ୍ମରଣ କରିବା ଉଚିତ I ଚନ୍ଦ୍ର ଗ୍ରହଣ ସମୟ ଏକ ଅଶୁଭ ସମୟ ହେଇଥାଏ I ଏବଂ ଏହି ସମୟ ରେ ଚନ୍ଦ୍ର ଙ୍କ ର କିରଣ ନକାରାତ୍ମକ ଶକ୍ତି ରେ ପରିପୂର୍ଣ ରହିଥାଏ I

ଜାଣନ୍ତୁ ଆପଣଙ୍କ ପାଇଁ ଏହା ଶୁଭ ନା ଅଶୁଭ

ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ଆପଣ ଙ୍କ କୁଣ୍ଡଳୀ ରେ ସବୁ ଗ୍ରହ ଶାନ୍ତ ରହିଥାନ୍ତି I ତେଣୁ ଆପଣ ଏହି ସମୟ ରେ ଚାଉଳ , ତମ୍ବା ଓ ତେଲ ଦାନ କରିପାରିବେ I ଗ୍ରହଣ ଶେଷ ହେବା ପରେ ଆପଣ ସ୍ନାନ କରନ୍ତୁ I ଘର କୁ ମଧ୍ୟ ସଫା କରନ୍ତୁ I ଘର ର ମନ୍ଦିର ରେ ପୂଜା କରିବା ପୂର୍ବ ରୁ ସେହି ସ୍ଥାନ କୁ ମଧ୍ୟ ସଫା କରନ୍ତୁ I ଏବଂ ଗଙ୍ଗା ପାଣି ଛିଞ୍ଚନ କରନ୍ତୁ I

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *