10 ରୁ 8 ଜଣ ବ୍ୟକ୍ତି କରିଥାନ୍ତି ଗାଧୋଇବା ସମୟରେ ଏହି ବଡ ଭୁଲ ଯାହା ଦ୍ୱାରା ହୋଇଥାଏ ଶାରୀରିକ ପରିବର୍ତନ,କଣ ଆପଣ ତ କରୁନାହାଁନ୍ତି ଏହି ଭୁଲ

ନିୟମିତ ଜୀବନରେ ଆମେ ଅନେକ କାମ କୁ ନିୟମିତ କରିଥାଉ I କାରଣ ତାହା ଏପରି କିଛି କାର୍ଯ୍ୟ ହେଇଥାଏ ଯାହା କୁ ଆମେ ଛାଡିପାରିବା ନାହିଁ I ଏହା ଏପରି କିଛି କାର୍ଯ୍ୟ ଯାହା କି ଆମେ ଅନେକ ବର୍ଷ ହେବ କରି ଅସୁଛେ I ଆମେ ପ୍ରତୋକ ଦିନ ଗାଧୋଇଥାଉ I ଗାଧୋଇବା ଦ୍ୱାରା ଆମ ଶରୀର ପରିସ୍କାର ରହିଥାଏ ଓ କୌଣସି ବି ରୋଗ ବୈରାଗ ହେଇ ନ ଥାଏ I ଏବଂ ଏହି ଗାଧୋଇବା ସମୟ ରେ 10 ରୁ 8 ଜଣ ଲୋକେ ଏପରି କିଛି କାମ କରିଥାନ୍ତି I

ଆମ ସମାଜ ରେ ଏମିତି ବି କିଛି ଲୋକ ମାନେ ରହିଛନ୍ତି ଯେଉଁ ମାନେ କି ଗାଧୋଇବା ସମୟ ରେ ସାବୁନ୍ ର ବ୍ୟବହାର କରି ଥାନ୍ତି । ଏହି ଭିତରେ ସେମାନେ କେବେ ବି ଏହି କଥା ର ଧନ୍ୟ ରଖନ୍ତି ନାହିଁ କି ଏହି ପଦକ୍ଷେପ ଦ୍ୱରା ସେମାନଙ୍କର କଣ କଣ କ୍ଷେତି ହୋଇ ପାରେ ବୋଲି । ତେବେ ସେହି ସବୁ କୁ ବି ଧ୍ୟନ ରେ ରଖିବା ନିହାତି ଆବଶ୍ୟକ ଅଟେ । ଖାସ୍ ସେହିଥି ପାଇଁ ଆମେ ଆପଣ ମାନଙ୍କୁ ଆଜି ଗାଧୋଇବା ସମୟ ରେ ସାବୁନ୍ ର ବ୍ୟବହାର କରିବା ଦ୍ୱରା ହେଉ ଥିବା କ୍ଷେତି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଚେ । ତେବେ ଏହି ସୂଚନା ରେ ଆପଣ ମାନେ ଜାଣି ପାରିବେ କି ଶରୀର ର ଏମିତି ଦୁଇଟି ଅଙ୍ଗ ବିଷୟ ରେ ଯେଉଁ ଠାରେ କେବେ ବି ଗାଧୋଇବା ସମୟ ରେ ସାବୁନ୍ ର ବ୍ୟବହାର କରିବା କଥା ନୁହେଁ ଯଦି ଆପଣ ମାନେ କରନ୍ତି ।

Image result for sabun

ତେବେ ପରେ ଆପଣ ମାନଙ୍କୁ ପସ୍ତେଇବା ପାଇଁ ପଡି ପାରେ । ତେବେ ସର୍ବ ପ୍ରଥମେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଯଦି ଆପଣ ମାନେ ନିଜର ଗୁପ୍ତା ଅଙ୍ଗ ରେ ସାବୁନ୍ ର ବ୍ୟବହାର କରୁଛନ୍ତି ତେବେ ଏବେ ଠାରୁ କରନ୍ତୁ ନାହିଁ । କାରଣ ଯଦି ଆପଣ ମାନଙ୍କୁ ଗୁପ୍ତା ଅଙ୍ଗ ରେ ସାବୁନ୍ ଲଗାନ୍ତି ତେବେ ନିଶ୍ଚିତ ଭାବେ ସେହି ସ୍ଥାନ ଟି ବହୁତ ନରମ ହୋଇ ଯାଏ । ଯାହା ଦ୍ୱାରା । ବହୁତ ରୋଗ ହେବାର ସମ୍ଭାବନା ରହି ଥାଏ । ତେବେ କହିବା ପାଇଁ ଗଲେ କୁଣ୍ଡିଆଣ ଓ ଚର୍ମ ରୋଗ ପରି ଏମିତି ବହୁତ ରୋଗ ମାନ ହୋଇ ଥାଏ ।ତେବେ କେବେ ବି ଏହି ସ୍ଥାନ ରେ ସାବୁନ୍ ର ବ୍ୟବହାର କରନ୍ତୁ ନାହିଁ । ତେବେ ଆଜି ର ସମୟ ରେ ଏମିତି ବହୁତ ପ୍ରକାରର ପ୍ରିଡେକ୍ଟର ଉପଲ୍ବଧ ବଜାର ହୋଇଛି ଯେଉଁ ଥିରେ ଆପଣ ମାନେ ସଫା କରି ପାରିବେ ।

Image result for shower lady

ତେବେ ଦ୍ୱତୀୟ ରେ ଆମେ ମାନେ ଦେଖିବା ପାଇଁ ପାଇ ଥାଏ କି ବହୁତ ଲୋକ ମାନେ ଗାଧୋଇବା ପରେ ପରେ ନିଜ ଦେହ କୁ ଟାୱେଲ୍ ରେ ପୋଛି ଦିଅନ୍ତି । ତେବେ ଏହା କରିବା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । କାରଣ ଏହା କରିବା ଦ୍ୱରା । ଦେହ ରେ ସୁଖା ପଣ ଭଲି ରୋଗ ଦେଖିବା ପାଇଁ ମିଳେ । ଏମିତି ରେ ଲୋକ ମାନେ ବହୁତ ସମୟ ରେ କାଖ ରେ ସାବୁନ୍ ର ବ୍ୟବହାର କରୁ ଥିବା ଦେଖିବା ପାଇଁ ମିଳେ । ତେବେ ଆପଣ ମାନେ କେବେ ବି କରନ୍ତୁ ନାହିଁ ନଚେତ ବହୁତ ଚର୍ମ ରୋଗ ମାନ ଦେଖିବା ପାଇଁ ମିଳି ପାରେ ।ତେବେ କେବେ ବି ଏହି ସ୍ଥାନ ରେ ସାବୁନ୍ ର ବ୍ୟବହାର କରନ୍ତୁ ନାହିଁ ।

Image result for sabun

ତେବେ ଆଜି ର ସମୟ ରେ ଏମିତି ବହୁତ ପ୍ରକାରର ପ୍ରିଡେକ୍ଟର ଉପଲ୍ବଧ ବଜାର ହୋଇଛି ଯେଉଁ ଥିରେ ଆପଣ ମାନେ ସଫା କରି ପାରିବେ । ତେବେ ଦ୍ୱତୀୟ ରେ ଆମେ ମାନେ ଦେଖିବା ପାଇଁ ପାଇ ଥାଏ କି ବହୁତ ଲୋକ ମାନେ ଗାଧୋଇବା ପରେ ପରେ ନିଜ ଦେହ କୁ ଟାୱେଲ୍ ରେ ପୋଛି ଦିଅନ୍ତି । ତେବେ ଏହା କରିବା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । କାରଣ ଏହା କରିବା ଦ୍ୱରା । ଦେହ ରେ ସୁଖା ପଣ ଭଲି ରୋଗ ଦେଖିବା ପାଇଁ ମିଳେ । ଏମିତି ରେ ଲୋକ ମାନେ ବହୁତ ସମୟ ରେ କାଖ ରେ ସାବୁନ୍ ର ବ୍ୟବହାର କରୁ ଥିବା ଦେଖିବା ପାଇଁ ମିଳେ । ତେବେ ଆପଣ ମାନେ କେବେ ବି କରନ୍ତୁ ନାହିଁ ନଚେତ ବହୁତ ଚର୍ମ ରୋଗ ମାନ ଦେଖିବା ପାଇଁ ମିଳି ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *