ଏହି ଝିଅଟି ସହ ବିଛଣାରେ ଆସି ଶୋଉଥାଏ କୋବ୍ରା ସାପ… ଆଉ ତା ପରେ ହୋଇଥାଏ ଏମିତି କିଛି…

ଭଗବାନ ନିଜ ର ପ୍ରତି ଭକ୍ତ ଙ୍କ ଉପରେ ନିଜ ର କୃପା ଦୃଷ୍ଟି ରଖିଥାନ୍ତି I କିନ୍ତୁ ସଂସାର ରେ କିଛି ଏପରି ଲୋକେ ରହିଥାନ୍ତି ଯାହା ଙ୍କ ଉପରେ ଭଗବାନ ଙ୍କ ର ବିଶେଷ କୃପା ଦେଖିବାକୁ ମିଳିଥାଏ I ଏହି ଏପରି ଏକ ଘଟଣା ଦେଖିବାକୁ ମିଳିଛି ରିମପି ନିବାସୀ କ୍ରିଷ୍ଣା ନଗର ର ଜଣେ ଯୁବତୀ ଙ୍କ ଉପରେ ମହାଦେବ ଙ୍କ ର କୃପା ଦେଖିବାକୁ ମିଳିଛି I ସେହି ଯୁବତୀ ଲଗାତାର 2 ଥର ସାପ ସହ ସୋଇଛନ୍ତି I

 

ଦାବିନ୍ଦ୍ର କୋର ଙ୍କ କହିବା ଅନୁସାରେ ତାଙ୍କ ପରିବାର ର ସବୁ ସଦସ୍ୟ ବିଦେଶ ଯାଉଥିବା ତାଙ୍କ ଭାଇ ଙ୍କୁ ଛାଡିବାକୁ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେ I ଯେପରି ଯୁବତୀ ସକାଳ 8 ଟା ରେ ଶୋଇକି ଉଠିଲେ ତ ତାଙ୍କ ବିଛଣା ରେ ଏକ 4 ଫୁଟ ର ଧଳା ରଙ୍ଗ ର ସାପ ବି ସୋଇଥିଲା I ସେ ସାହସ କରିକି ନିଜ ଘର ଲୋକ ଙ୍କୁ ପନ ମାଧ୍ୟମ ରେ ଜଣାଇଥିଲେ I ଏବଂ ପରିବାର ଲୋକେ ବି ସଠିକ ସମୟ ରେ ଘରେ ପହଁଚିଯାଇଥିଲେ I

ପରିବାର ଲୋକେ ବି ଘରେ ପହଂଚି ଦେଖିଲେ କି ସାପ ଟି ସେ ସମୟ ପର୍ଯ୍ୟନ୍ତ ସୋଇ ରହିଥିଲା ଏବଂ ପରିବାର ଲୋକେ ସାପ ଟି କୁ ଉଠାଇ ବାହାରେ ଛାଡି ଦେଇଥିଲେ I ସେହିପରି ଆଉ ଏକ ଦିନ ସକାଳ 8.30 ଘଣ୍ଟା ସମୟ ରେ ସେହି ଯୁବତୀ ବିଛଣା ରୁ ଉଠିବା ସମୟ ରେ ଏକ 5 ଫୁଟ ଲମ୍ବା ର ସାପ ସୋଇ ରହିଥିଲା ଏବଂ ପରିବାର ଲୋକଙ୍କୁ ଜଣାଇବା ରୁ ସେମାନେ ଆସି ସେହି ସାପ ଟି କୁ ଧରି ନେଇ ବାହାରେ ଛାଡିଥିଲେ କିନ୍ତୁ ଦୁଇ ଦୁଇ ଥର ଏହି ଘଟଣା ରେ ସାପ ଟି ଯୁବତୀ ଙ୍କ ର କୌଣସି ବି କ୍ଷତି କରିନାହିଁ I

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *