ଦେଖନ୍ତୁ ଭିଡିଓ ଜଙ୍ଗଲରେ ଚାଲିଥିଲା ପ୍ରେମ କିନ୍ତୁ ଧରିନେଲେ କିଛି ଟୋକା ତାପରେ ଯାହା କଲେ ।

ପୋଷ୍ଟ କୁ ସେୟାର କରି ଅନ୍ୟ କୁ ନିଶ୍ଚିତ ଭାବେ ଜଣାନ୍ତୁ ।

ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ପ୍ରେମ ସଂମ୍ପର୍କ କୁ ନେଇ ଲୋକ ମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି । ତେବେ ସବୁ ବେଳେ ଆଜିର ସମୟ ରେ ଏମିତି ବହୁତ ଭାଇରଲ ହେଉଥିବା ଭିଡ଼ିଓ ଏବଂ ଫୋଟ ମଧ୍ୟ ଦେଖିବା ପାଇଁ ମିଳୁଛି । ସେମିତି ବେଳେ ଆପଣ ମାନଙ୍କୁ ଆମେ ଆଜି ସେହି ପରି ଗୋଟିଏ ଘଟଣା ଜାହା ଏହି ନିକଟ ରେ ହୋଇ ଥିବା ଦେଖିବା ପାଇଁ ମିଳିଛି । ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ମୟୁରଭଞ ର ଶିମିଳିପାଳ ଜଙ୍ଗଲ ରେ ଏହି ଦିନ ରେ ବହୁତ ଯୁବତୀ ମାନଙ୍କୁ ମୃତ୍ୟୁ ହୋଇ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ସେହି ସବୁ କୁ ଧ୍ୟନ ରେ ରଖି ଏବେ ସେଠାରେ ବହୁତ କଡା କଡି ଭାବେ ସ୍ଥାନୀୟ ଲୋକ ଏବଂ ପୋଲିସ୍ ଅଧିକାରୀ ମାନେ ନଜର ରଖିଛନ୍ତି । ତେବେ ସେମିତି ବେଳେ ଏହି ଦିନ ରେ ସେହି ପରି ଗୋଟିଏ ଘଟଣା ହୋଇ ଥିବାର ଦେଖିବା ପାଇଁ ମିଳିଛି ଏବଂ ବର୍ତମାନ ସମୟ ରେ ଏହାର ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେଉଛି । ସୂଚନା ଦେବୁ କି । ଶିମିଳି ପାଳ ର ଭଞମ୍ ଗେଟ୍ ନିକଟ ରେ ରହିଥିବା ଜଙ୍ଗଲ ମଧ୍ୟ ରୁ ଏହି ଦିନ ରେ ଗୋଟିଏ ଯୁବତ ଏବଂ ଯୁବତୀ ଙ୍କୁ ପ୍ରେମ କରୁ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକ ମାନେ ଧରି ନେଇ ଥିଲେ ।ତେବେ ଯୁବକ ଙ୍କୁ ବହୁତ ମାଡ ମାରିବା ସହିତ ତାଙ୍କୁ ସବୁ କଥା ପଚାରିବାରୁ ସେ ସଂମ୍ପର୍ଣ୍ଣ କଥା କହି ଥିଲେ ।

ଏମିତି ବେଳେ ଜଣା ପଡ଼ିଛି କି ଯୁବକ ଜଣଙ୍କ ବାଲେଶ୍ୱର ଜିଲ୍ଲା ର ଅଟନ୍ତି । ସେହି ପରି ବେଳେ ଯୁବତୀ ଜଣଙ୍କ ସେହି ବାରିପଦା ର ବୋଲି ଜଣା ପଡ଼ିଛି । ସେମିତି ବେଳେ ସେମାନେ MPC କଲେଜ୍ ରେ ପାଠ ପଢନ୍ତି ବୋଲି କହି ଛନ୍ତି । ସେମିତି ରେ ଏପରି ଅସଂଗତ ଭାବେ ଜଙ୍ଗଲ ରେ ଆସି ପ୍ରେମ କରିବା କୁ ନେଇ ସେଠାକାର ଲୋକ ମାନେ ପ୍ରତିବାଦ କରିବା ସହିତ ଯୁବକ ଜଣଙ୍କୁ ବହୁତ ମାଡ ମାରିଛନ୍ତି । ତେବେ ଯଦି ଆପଣ ମାନେ ଏହାର ଭିଡ଼ିଓ ଦେଖି ପାରନ୍ତି । ଏବେ ଏହି ଭିଡ଼ିଓ ଟି ,ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *