ସେନାକ୍ସୀ ସିହ୍ନା ବହୁତ ଶିଘ୍ର ଏହି ମୁସଲିମ୍ ଯୁବକଙ୍କୁ ବାହା ହେବାକୁ ଯାଉଛନ୍ତି , ଫଟୋ ଦେଖିଲେ ଆପଣ ଚମକି ପଡିବେ ? ….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ସବୁ ସମୟ ରେ ଆମର ଏହି ପୋର୍ଟଲ ରେ ନୂଆ ନୂଆ ବଲିଉଡ ର ଖବର ପାଇ ପାରିବେ । ଯଦି ଆମେ ବଲିଉଡ ର କଥା କହିବା ତେବେ ନିଶ୍ଚିତ ଭାବେ ଆପଣ ମାନେ ଜାଣି ଥିବେ କି ଆଜିର ଦିନ ରେ ଏମିତି ବହୁତ ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ କି ବର୍ତମାନ ସମୟ ରେ ଖୁବ୍ ବଡ ନାମ କମେଇ ସାରିଛନ୍ତି । ସେମିତି ରେ ଆମେ ଆଜି ସୋନାକ୍ଷ୍ସୀ ସିନା ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ।

ଆମ ପାଖରେ ରହି ଥିବା ସୂଚନା ଅନୁସାରେ ବିବିସି ନ୍ୟୁଜ୍ ଏହି ଦିନ ରେ ଏହି କଥା ର ସାବ୍ୟସ୍ତ କରିଛି କି । ବହୁତ ଶିଘ୍ର କରିବା ପାଇଁ ଜାଉ ଛନ୍ତି ବିବାହ ସେ ବି ପୁଣି ସୋନାକ୍ଷ୍ସୀ ସିନା କଣ ଆପଣ ମାନେ ଚମକି ପଡିଲା ନା ଆଜ୍ଞା ହଁ ଏହି ସୂଚନା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ତେବେ ଆପଣ ମାନଙ୍କୁ ଏହି କଥା ର ବି ସୂଚନା ଦେବା ପାଇଁ ଚାହିଁବୁ କି ସେ ଗୋଟିଏ ମୁସଲିମ୍ ଯୁବକ ଙ୍କ ସହିତ ବିବାହ କରିବା ପାଇଁ ଜାଉଛନ୍ତି । ଏବଂ ଯଦି ତାଙ୍କ ଫିଲ୍ମ ର କଥା କହିବା । ତେବେ ପୂର୍ବ 17 ତାରିଖ ରେ ରିଲିଜ୍ ହୋଇ ଥିବା କଳଙ୍କ ନାମକ ଫିଲ୍ମ ବର୍ତମାନ ସମୟ ରେ ବହୁତ ଲୋକପ୍ରିୟତା ସାଉଣ୍ଟୁଛି ବୋଲି ଜଣା ପଡ଼ିଛି ।

ତେବେ ସୂଚନା ଅନୁସାରେ ଏହି ଦିନ ରେ ରିଲିଜ୍ ହେବାକୁ ଜାଉ ଥିବା ଫିଲ୍ମ ନୋଟ ବୁକ୍ ଜାହା ଜହିର୍ ଇକୱାଲ୍ ଙଅକ ଦ୍ୱରା କରା ଜାଇ ଥିବା ବେଳେ । ସୋନାକ୍ଷ୍ସୀ ସିନା ଙ୍କୁ ତାଙ୍କ ଫିଲ୍ମ ବହୁତ ପସନ୍ଦ ଆସୁଛି । ତେବେ ଖାସ୍ କରି ସେ ଏହି କଥା କହିଛନ୍ତି । କି ତାଙ୍କର ସେହି ପିଲ୍ମ ରେ ଦେଇ ଥିବା ଲୁକ୍ ବହୁତ ଡେସିଂ ଅଟେ । ଏବଂ ଭବିଶ୍ୟତ ରେ ସେ ତାଙ୍କ ସହିତ ଡେଟ୍ ରେ ବି ଯିବା ପାଇଁ ପସନ୍ଦ କରିବେ । ତେବେ ସେମିତି କୁ ନେଇ ବର୍ତମାନ ସମୟ ରେ ତାଙ୍କର ଏହି କଥା କୁ ବହୁତ ପରିମାଣ ରେ ଭାଇରଲ ହେଇ ଥିବାର ଦେଖିବା ପାଇଁ ମିଳଇ ଥିବା ବେଳେ ସେ ଲୋକ ଆଲୋଚନା ର ଶୀକାର ହୋଇ ଛନ୍ତି । କି । ସେ ଆଗକୁ ତାଙ୍କୁ ବିବାହ କରିବେ ବୋଲି । ସୋସିଆଲ ମିଡ଼ିଆ ରେ ଏହି ଫୋଟ ବି ଦେଖିବା ରେ ଲାଗିଛି କି ସୋନାକ୍ଷ୍ସୀ ସିନା ଏବଂ ଜହିର୍ ଇକୱାଲ୍ ଏକା ସହିତ ରହିଛନ୍ତି ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *