ଝିଅ ନାମ ରେ ଏବେ ହିଁ ଜମା କରନ୍ତୁ ପ୍ରତିମାସ 150 ଟଙ୍କା ତେବେ ଝିଅ ବିବାହ ବେଳକୁ LIC ଦେବ 22 ଲକ୍ଷ ଟଙ୍କା …..।

ଆପଣ ମାନଙ୍କୁ ଆମର ପୋର୍ଟଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଆଜିର ସମୟ ରେ ଲୋକ ମାନେ ଝିଅ ମାନଙ୍କୁ ବହୁତ ଭଲ ପାଇ ଥାନ୍ତି । ତେବେ ପୂର୍ବ ସମୟ ରେ ଯଦି କୈଣସି ଲୋକ ମାନଙ୍କ ଘରେ ଝିଅ ଜନ୍ମ ହେଉ ଥିଲା । ତେବେ ସେମାନେ ଅଶୁଭ ମାନୁ ଥିଲେ । ଏବଂ ସେିତି ବେଳେ ସେହି ସମୟ ରେ ଝିଅ କୁ ମାରି ଦେବା ଭଲି ପଦକ୍ଷେପ ନିଆ ଜାଉ ଥିଲା । ହେଲେ ସେହି ସବୁ କୁ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ଭାବେ ପରିବର୍ତନ ହୋଇ ସାରିଛି । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଆଜିର ସମୟ ରେ ଲୋକ ମାନେ ଝିଅ ଜନ୍ମ ହେବା ବହୁତ ଶୁଭ ମାନନ୍ତି ।

ସେମିତି ରେ ଯଦି ଆପଣ ମାନଙ୍କର ଗୋଟିଏ କୁନି ଝିଅ ରହିଛି । ଏବଂ ଆଗକୁ ଆପଣ ମାନେ ତାହାର ବିବାହ ବହୁତ ବଡ ଘରେ ବା ବହୁତ ଧୁମ୍ ଧାମ୍ ରେ କରିବା ପାଇଁ ଚାହୁଁଛନ୍ତି । ତେବେ ସେମିତି ବେଳେ ଆପଣ ମାନଙ୍କ ପାଇଁ ଆମେ ନେଇ କରି ଆସିଛୁ । LIC ର ବହୁତ ଭଲ ସୁଯୋଗ ତେବେ ଏହି ସୁଯୋଗ ଅନୁସାରେ ଆପଣ ମାନଙ୍କ ପାଖରେ ଯଦି LIC ରହିଛି ତେବେ ନିଶ୍ଚିତ ଭାବେ ଆଜି ହିଁ ଝିଅ ର ନାମ ରେ ମାସ କୁ କେବଳ 150 ଟଙ୍କା ର ସଞ୍ଚୟ କରନ୍ତୁ । ଏବଂ ଝିଅ ର ବିବାହ ବେଳକୁ ନିଶ୍ଚିତ ଭାବେ ଆପଣ ମାନେ 22 ଲକ୍ଷ ଟଙ୍କା ପାଇ ପାରିବେ ।Image result for lic

ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଯଦି ଆପଣ ମାନେ ନିଜ ଝିଅ ପାଇଁ ସଞ୍ଚୟ କରିବା ସମୟ ରେ ହିଁ ମୃତ୍ୟୁ ବରଣ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ର ରାଶି ପାଇ ପାରିବେ ।ସେମିତି ରେ ଆପଣ ମାନେ ଏହା ସହିତ ନିଜ ଝିଅ ନାମକ ରେ ରଖି ଥିବା ଟଙ୍କା ବ୍ୟବହାର ନ କରିଲେ । ଆପଣ ମାନଙ୍କୁ 50 ଲକ୍ଷ ପର୍ଯ୍ୟନ୍ତ ରାଶି ମିଳି ପାରିବ । ବୋଲି LIC କହିଛି । ସେମିତି ରେ ତେବେ ଡେରି କାହାଁକି । ଆଜି ହିଁ ନିଜ ଝିଅ ନାମ ରେ କେବଳ 150 ଟଙ୍କା ରଖନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *