ମୋଦି ସରକାରଙ୍କ ଠିକ୍ ସପଥ ପାଠ ପରେ ପରେ ହିଁ ଲାଗିଲା ଜୋରକା ଝୋଟ୍କା ,ଏବେ ନିତିସ୍ କୁମାର ନେଲେ ବଡ ପଦକ୍ଷେପ …..।

ବିବାହ ରେ ଭାରତୀୟ ଜନତା ପାର୍ଟି ସହିତ ମିଶି କରି ନିର୍ବାଚନ ଲଢୁ ଥିବା ଜନତା ଦଳ ଇୟୁନାଇଟେଡ୍ କେନ୍ଦ୍ର ର ନରେନ୍ଦ୍ର ମୋଦି୍ ଙ୍କ ସରକାର ଙ୍କ ସହିତ ମିଶିବା ପାଇଁ ମନା କରି ଦେଇ ଛନ୍ତି । ବର୍ତମାନ ସମୟ ରେ ଏନ୍ ଡିଏ ,ସରକର ପାଖରେ ଏମିତି ହିଁ ପରିବର୍ତନ ଦେଖିବା ପାଇଁ ମିଳୁଛି । ସେମିତି ବେଳେ କିନ୍ତୁ ର୍ତମାନ ସମୟ ରେ ସେହି ଦଳ କୁ ବିଜେପି ର ଗୋଟିଏ ମନ୍ତ୍ରୀ ପଦବୀ ଜାଉ ଥିବାର ଦେଖିବା ପାଇଁ ମିଳିଛି । ଯଦିଓ ପ୍ରେଥମେ ଏହା କୁହା ଜାଇ ଥିଲା କି ପ୍ରେଥମେ ଏହି ଦଳ କୁ ତିନୋଟି ପଦ ମିଳିବାର ରହିଛି ବୋଲି । କିନ୍ତି ବର୍ତମାନ ସମୟ ରେ ଦଳ ବିଜେପି କୁ ଛାଡିବା ପରେ ପରେ ସେମାନଙ୍କୁ ଏବେ ବିଜେପି ପକ୍ଷ ରୁ ଗୋଟିଏ ବି ପଦବୀ ଯିବ କି ନାହିଁ ଜଣା ପଡି ନାହିଁ ।

ସେହି ପରି ବେଳେ ଏହି ପରି ଗୋଟିଏ ଖବର କୁ ନେଇ ଗତ କାଲି ରାଷ୍ଟ୍ରପତି ଭବନ ରେ ପହଁଚି ଥିଲେ ନିତେସ୍ କୁମାର ତେବେ ସେମିତି ବେଳେ ଜଣା ପଡି ଥିଲା କି ଜେଡିୟୁ ଦଳ ର ନେତା ମାନେ ତିନୋଟି ସିଟ୍ ମାଗି ଥିବା ବେଳେ କିନ୍ତୁ ତାଙ୍କୁ ଗୋଟିଏ ହିଁ ମିଳି ଥିଲା । ତେବେ ସେମାନେ ଗତ କାଲି ରାଗି କରି ସେହି ଗୋଟିଏ ସିଟ୍ ବି ନେବା ପାଇଁ ମନା କରି ଦେଇ ଛନ୍ତି । ଆପଣ ମାନଙ୍କୁ ସୂଚନା ଦେବୁ କି ଜେଡିୟୁ ଗୋଟିଏ ଏମିତି ଦଳ ଜାହା ସବୁ କ୍ଷେତ୍ର ରେ ବିଜେପି କୁ ସାହାଯ୍ୟ କରି ଥିବା ବେଳେ କିନ୍ତୁ ଆଜିର ଦିନ ରେ ସେମାନେ ବିଜେପି ବିରୋଦ୍ଧ କରିବାରେ ଲାଗିଛନ୍ତି ।

ଏବଂ ସେମାନଙ୍କ କହିବା କଥା କି ସେମାନଙ୍କ ପାଖରେ ବର୍ତମାନ ସମୟ ରେ ବହୁତ ଏମିତି ଲୋକ ମାନେ ରହିଛନ୍ତି । ଯେଉଂ ମାନେ କି ଦଳ କୁ ହହୁତ ଭଲ ଭାବେ ଚଳେଇ ପାରିବେ ବୋଲି । ତେବେ ସେମିତି ବେଳେ ଏହି ପ୍ରତିକ୍ରିୟା ଉପରେ ମୋଦି ଙ୍କ କିଛି ବି ରାୟ ମିଳି ନ ଥିବା ଦେଖିବା ପାଇଁ ମିଳିଛି । ସେହି ପରି ବେଳେ ଆଗକୁ ଦଳ ରେ କିଛି ପରିମାଣ ରେ ପରିବର୍ତନ ବି କରା ଯିବ ବୋଲି । ଦଳ ର ମୂଖ୍ୟ କର୍ତ୍ତା କହିଛନ୍ତି । ଏବଂ ସେମାନେ କାଲି ତାଙ୍କର ଗୋଟିଏ ସିଟ୍ କୁ ବି ଗ୍ରହଣ କରି ନ ଥିବା ଦେଖବା ପାଇଁ ମିଳିଛି ।

 

Leave a Reply

Your email address will not be published. Required fields are marked *