ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସାଂସଦ ମାନଙ୍କୁ ମାସକୁ କେତେ ଟଙ୍କା ଦରମା ମିଳେ …..ଏବେ ହିଁ ଜାଣି ନିଅନ୍ତୁ

PM ନରେନ୍ଦ୍ର ମୋଦି ଗତ କାଲି ସଂନ୍ଧ୍ୟା 7 ରେ ନିଜର ନୂତନ ସରକାର ଗଠନ କରିବା ପାଇଁ ସେ ସପଥ ପାଠ କରି ଥିଲେ । ଏହି ଭବ୍ୟ କାର୍ଯ୍ୟକର୍ମ ରେ ଯୋଗ ଦେବା ପାଇଁ ପ୍ରାୟ 8000 ବନ୍ଦୁ ମାନେ ଆସି ଥିଲେ । ତେବେ ସେମିତି ବେଳେ ଆପଣ ମାନଙ୍କୁ କହିବୁ କି ମେନ୍ୟୁ ବିଷୟ ରେ କାଲି ଜଣା ପଡ଼ିଲା କିନ୍ତୁ ବେନ୍ୟୁ ବିଷୟ ରେ କିଛି ଜଣା ପଡି ନାହିଁ । ମାନେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ମୋଦି ଙ୍କ ସହିତ ବର୍ତମାନ ସମୟ ରେ ଆଉ କିଏ କିଏ ରହିଛନ୍ତି । ତୀହା ବର୍ତମାନ ସମୟ ରେ କିଛି ବି ଜଣା ପଡି ନାହିଁ । ବର୍ତମାନ ରେ ବି ଏହି କଥା ର ଖୁଲାସା ହୋଇ ନାହିଁ ।

କି କେଉଁ କେଉଁ ନେତା ମାନେ ମନ୍ତ୍ରାଳୟ ରେ ବସିବେ ବୋଲି । ତାହା ଆୁ କିଛି ଘଣ୍ଟା ମଧ୍ୟ ରେ ବି ଆପଣ ମାନେ ସମସ୍ତେ ବହୁତ ଭଲ ଭାବେ ଜାଣି ପାରିବେ । ସେପରି ବେଳେ ଆମେ ଆଜି ଆପଣ ମାନଙ୍କୁ ଏତେ ବଡ ଦେଶ ଚଳାଉ ଥିବା ଏହି ପ୍ରଧାନମନ୍ତ୍ରୀ ଙ୍କ ସେଲେରୀ ଏବଂ ତାଙ୍କର ସଂଶଦ ମାନଙ୍କୁ କେତେ ଟଙ୍କା ମିଳଇ ଥାଏ ସଂଖେପ ରେ କହିବା ପାଇଁ ଚାହିଁବୁ ।

ପିଏମ୍ ଙ୍କ ହୋଇ ଥାଏ ଏତେ ,ସେଲେରୀ ।
ଭାରତ ର ପ୍ରଧାନ ମନ୍ତ୍ରୀ ଙ୍କ ସେଲେରୀ ପ୍ରତି ମାସ ରେ 1.60 ହିଁ ହୋଇ ଥାଏ । ଏହା ସହିତ ତାଙ୍କୁ ଗୋଟିଏ 2 ହଜାର ଟଙ୍କା ର ଭତ୍ତା ବି ମିଳି ଥାଏ । ତେବେ ଏହାର ମାନେ 62 ହଜାର ଟଙ୍କା କେବଳ ତାଙ୍କୁ ସେଲେରୀ ମିଳି ଯାଏ । ଏବଂ ବାକି 45 ହଜାର ତାଙ୍କୁ କଂନୋଷ୍ଟ୍ରୀପିରେନସିଂ ରେ ହିଁ ମିଳି ଥାଏ । ମାନେ ଏହା ଆପଣ ମାନେ ଗୋଟିଏ ଭତ୍ତା ହିଁ ଭାବନ୍ତୁ ।

ସୁଖ ସୁବିଧା ବି ମିଳି ଥାଏ ।
ଏହା ସହିତ ଆପଣ ମାନଙ୍କୁ କହିବୁ କି ତାଙ୍କୁ ସବୁ ପ୍ରକାରରର ଯେପରିକି ଘର ରିବା ପାଇଁ ସ୍ଥାନ ଚଳିବା ପାଇଁ ଟଙ୍କା ତଥା ଅନ୍ୟାନ ସାମଗ୍ରୀ ମଧ୍ୟ ତାଙ୍କୁ ଦିଆ ଜାଇ ଥାଏ ।
ଗୋଟି୍ଏ ସଂଶଦ ର ସେଲେରୀ ।
ସେହି ପରି ବେଳେ ଯଦି ଆମେ କହିବା ଗୋଟିଏ ସଂଶଦ ର ସେଲେରୀ ବିଷୟ ରେ ତେବେ ନିଶ୍ଚିତ ଭାବେ 1,00,000 ଟଙ୍କୀ ପୁରା ସେଲେରୀ ଭାବେ ମିଳଉ ଥିବା ବେଳେ ତାଙ୍କୁ 45 ହଜାର ଟଙ୍କା ଭତ୍ତା ଆକାର ରେ ମିଳି ଥାଏ । ସେହି ପରି ଭାବେ ତେଲେଙ୍ଗାନା ର ବିଧାୟକ ଙ୍କ ସେଲେରୀ 2.5 ଲକ୍ଷ ହୋଇ ଥାଏ ।

Leave a Reply

Your email address will not be published. Required fields are marked *