କଂଗ୍ରେସ ପାଟିର ହାର ପାଇଁ , ରାହୁଲ ଗାନ୍ଧୀଙ୍କ ଏହି 5ଟି ଭୁଲ ଦାୟୀ , 5ମ ଭୁଲ ଟି ସବୁଠୁ ବଡ।

2014 ର ନିର୍ବାଚନ ପରେ ପରେ ଏହି କଥା ଟି ସଂମ୍ପର୍ଣ୍ଣ ଭାବେ ଜଣା ପଡି ଜାଇ ଥିଲା ଆଗକୁ ଆସୁ ଥିବା ନିର୍ବାଚନ ରେ ବି ମଧ୍ୟ କଂଗ୍ରେସ ପାର୍ଟି ର କିଛି ବି ଚାଲିବ ନାହିଁ । ତେବେ ସେମିତି ବେଳେ ଏହା କେବଳ ଗୋଟିଏ ଫମ୍ପା ପ୍ରୟାସ ଥିଲା । ତେବେ ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି କଂଗ୍ରେସ ପାର୍ଟି ର ମୂଖ୍ୟ ଅଦକ୍ଷ ମାନେ ରାହୁଲ ଗାନ୍ଧୀ ଙ୍କ କିଛି ଦୋଷ ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ଯେଉଁ ଗୁଡିକ ପାଇଁ ଆଜି ହୁଏତ ସେ ନିର୍ବାଚନ କୁ ହାରୁ ଛନ୍ତି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ଚୈକି ଦାର୍ ହିଁ ଚୋର ଅଟେ ।
ଯଦି ଆମେ ରାହୁଲ ଙଅକ କଥା କହିବା ତେବେ ନିଶ୍ଚିତ ଭାବେ ସେ ନିର୍ବାଚନ ହାରିବାର କାରଣ ଚୈକି ଦାର୍ ହିଁ ଚୋର ଅଟେ । ହାୟୀ କରି ଥିବା ବେଳେ ପରେ ପରେ ଯେତେ ବେଳେ ଏହି କଥା ଟି ପ୍ରଧାନ ମନ୍ତ୍ରୀ ଙ୍କ କାନ ରେ ପଡିଲା ତେବେ ସେ ଏହାକୁ ପ୍ରମାଣିତ କରିବାରେ ସମର୍ଥ ହୋଇ ପାରିଲେ ନାହିଁ । ତେବେ ବର୍ତମାନ ସମୟ ରେ ଯଦି ଆମେ କହିବା ତେବେ ନିଶ୍ଚିତ ଭାବେ ଆମ ସାମ୍ନା ରେ ପୁଣି ଥରେ ଜବାବ୍ ରହିଛି । ତେବେ ସେମିତି ବେଳେ ରାହୁଲ ପୁଣି ଥରେ ଏପରି ନ କହୁନ୍ତୁ କି ଚୈକି ଦାର୍ ହିଁ ଚୋର ଅଟେ ।


ଏୟାର ଷ୍ଟ୍ରାଇକ୍ ।
ପ୍ରଧାନ ମନ୍ତୀ ନରେନ୍ଦ୍ର ମୋଦି ଯେଉଁ ପରି ଭାବେ ଉରୀ ଆକ୍ରମଣ ଏବଂ ପୁଲବାମା ଆକ୍ରମଣ ର ଜବାବ୍ ଏୟାର ଷ୍ଟ୍ରାଇକ୍ କରି ଦେବାକୁ ପସନ୍ଦ କରି ଥିଲେ । ତେବେ ସେମିତି ବେଳେ ଏଠାରେ ରାହୁଲ ଗାନ୍ଧୀ ଏହା ଆରୋପ ଲଗେଇଲେ କି ଉରୀ ଆକ୍ରମଣ ଏବଂ ପୁଲବାମା ଆକ୍ରମଣ ରେ ମରି ଥିବା ଜବାନ୍ ମାନଙ୍କ ମୃତ୍ୟୁ ର ଦୋଷ କେବଳ ମୋଦି ଙ୍କୁ ହିଁ ଯିବ । ତେବେ ସେମିତି ବେଳେ ଦେଶ ର ଜନତା ଏହାକୁ ବିଦ୍ରହ କରି ଥିଲା ।
ନୋଟ ବନ୍ଧୀ ।
କଂଗ୍ରେସ ଅଦକ୍ଷ ରାହୁଲ ଗାନ୍ଧୀ ସବୁ ବେଳେ ଏହି ଘଟଣା କୁ ବି ଲୋକ ମାନଙ୍କ ସାମ୍ନା ରେ ବିଦ୍ରୋହ ର ରୂପ ଦେବା ପାଇଁ ଲାଗିଲେ କି ବିଜେପି ର ନେତା ନରେନ୍ଦ୍ର ମୋଦି ନୋଟ ବନ୍ଧୀ କରି ଗୋଟିଏ ପ୍ରକାରର ଡ୍ରାମା କରିଛନ୍ତି ଏବଂ ସେ ଏପରି କରି ନିଶ୍ଚିତ ଭାବେ ଲୋକ ମାନଙ୍କୁ ଗୋଟିଏ ପ୍ରକାରର ଅସୁବିଧା ର ସାମ୍ନା କରିବା ପାଇଁ ଉତ୍ସାହିତ କରଉ ଛନ୍ତି । ତେବେ ସେମିତି ବେଳେ ବି ଜନତା ତାଙ୍କ କଥା ରେ ସହମତ ନ ଥିଲା ।

Leave a Reply

Your email address will not be published. Required fields are marked *