2014 ରେ ମୋଦି ଲାହୋର ରେ ଜିତି କରି ବନି ଥିଲେ ସାଂସଦ । କଂଗ୍ରେସକୁ ଯାଇ ସୋଚନୀୟ ଭାବେ ହାରିଗଲେ ସବୁଠୁ ବଡ ନେତା, ପ୍ରଥମ ନାମ ସବୁଠୁ ବଡ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଗତ କାଲି ର ନିର୍ବାଚନ କୁ ଦେଖି ପାରୁ ଥିବେ କି ମୋଦି ଏହି ନିର୍ବାଚନ ରେ ପୁଣି ଥରେ ବହୁତ ବହୁତ ମତ ରେ ଯିତିବା ସହିତ ନିଜର ସେଲିବ୍ରେସନ୍ କରୁ ଛନ୍ତି । ତେବେ ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କୁ କିଛି ନେତା ମାନଙଅକ ସଂମ୍ପର୍କ ରେ ସୂଚନା ଦେବା ପାଇଁ ଚାହିଁବୁ । ଯେଉଁ ମାନେ କି 2014 ରେ ବିଜେପି ତରଫ ରୁ ସଂସଦ ରେ ଜାଗା ପାଇ ଥିବା ବେଳେ ଏହି ଥର ସେମାନେ ଦଳ କୁ ପ୍ରତ୍ୟାହାର କରିବା ରୁ ସେମାନଙ୍କୁ ହାର ର ସାମ୍ନା କରିବା ପାଇଁ ପଡିଛି ।ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ନେତା ଙ୍କ ବିଷୟ ରେ ସୂଚନାୈ ଦେବା ପାିଁ ଚାହିଁବୁ ଯେଉଁ ମାନେ କୁ 2014 ରେ ସାଂସଦ ରେ ରହି ଥିବା ବେଳେ ମାତ୍ର 2019 ରେ ସେମାନେ ହାର କୁ ସାମ୍ନା କରି ଥିବା ଦେଖିବା ପାଇଁ ମିଳିଛି ।

1.ସତୃଘନ ସିହଂ ।(ପାଟନା)
ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ଦିନ ର ନିର୍ବାଚନ ରେ ଏହି ନେତା ଜଣଙ୍କ କଂଗ୍ରେସ ର ତରଫ ରୁ ସିଟ୍ ରେ ଛିଡା ହୋଇ ଥିବା ବେଳେ ସେ କିନ୍ତୁ ବହୁତ ବଡ ସଂଖ୍ୟା ର ଭୋଟ ରେ ହାରି ଜାଇ ଥିବା ର ଦେଖିବା ପାଇଁ ମିଳିଛି । ତେବେ ଏହି ସବୁ ବେଳେ ଆପଣ ମାନଙ୍କୁ ଆମେ ସୂଚନା ଦେବା ପାଇଁ ଚାହିଁବୁ କି । ସେ 2014 ରେ ସଂସାଦ ରେ ଜିତି ଥିବା ବେଳେ ସେତେବେଳେ ବିଜେପି ତରଫ ରୁ ଛିଡା ହୋଇ ଥିଲେ । କିନ୍ତୁ ଏହି ଥର ତାଙ୍କୁ ଟିକଟ ମିଳି ନ ଥିବାରୁ ସେ କଂଗ୍ରସ ତରଫ ରୁ ଛିଡା ହୋଇ ଥଇଲେ ।

2.କିର୍ତି ଅରୋଜ । (ଧନ ବାଦ) ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି । ଏହି ନେତା ଜଣଙ୍କ ବିଜେପି ର ବହୁତ ଭଲ ନେତା ଭାବେ ପରିଗଣିତ ହୋଇ ଥିବା ବେଳେ ସେ 2014 ରେ ବହୁତ ଭଲ ସ୍କୋର କରି ଥିବା ଦେଖିବା ପାଇଁ ମିଳି ଥିଲା । ଏମିତି ରେ ସେ ଏହି ଥର କଂଗ୍ରେସ ରୁ ଛିଡା ହୋଇ ଥିବା ବେଳେ ସେ ବହୁତ କମ୍ ଭୋଟ ପାଇ ଥିଲେ । ଏବଂ ହାର ଶୀକାର କରିଛନ୍ତି ।

3.ନାନା ପଟେଲ୍ । ନାଗପୁର ।
ସେମିତି ରେ ଏଗହି ନେତା ନାଗ ପୁର ବାସିନାଦା ମାନଙ୍କର ଗୋଟିଏ ପ୍ରକାରର ଜିବନ ରହି ଥିବା ବେଳେ ସେ ସବୁ ସମୟ ରେ ଲୋକ ମାନଙ୍କ ଭଲ ଭାବି ଥାନ୍ତି ବୋଲି ସେ କହିଛନ୍ତି । ସେମିତି ବେଳେ ସେ 2014 ରେ ସଂସଦ ରେ ସେ ଜିତି ଥିବା ଲୋକ ଏହି ଥର ସେ ହାର ର ସାମ୍ନା କରିବା ପାଇଁ ପଡ଼ିଛି ।

Leave a Reply

Your email address will not be published. Required fields are marked *