ଏହି ଯୁବକ ନିଜ ଗାଡିର ନମ୍ବର ପ୍ଲେଟ୍ ରେ ଜାହା ଲେଖେଇଲା, ତାହାକୁ ଦେଖି ଆପଣ ମାନଙ୍କର ଉଡିଯିବ ହୋସ୍ । ଏବେ ହିଁ ଦେଖିନିଅନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱଗତ କରୁଛୁ । ତେବେ ଆପଣ ମାନେ ଆଜିର ସମୟ ରେ ଯେଉଁ ପରି ବିଜ୍ଞାନ ଆଗକୁ ଆଗକୁ ବଢିବାରେ ଲାଗିଛି । ତେବେ ,ସେମିତି ବେଳେ ଲୋକ ମାନେ ବି ସେହି ପରି ବିଜ୍ଞାନ କୁ ଆଗକୁ ବଢେଇବା ରେ ବି ଲାଗି ଥିବା ଆପଣ ମାନେ ନିଶ୍ଚିତ ଭାବେ ଦେଖି ପାରୁ ଥିବେ । ଆପଣ ମାନେ ବହୁତ ସମୟ ରେ ଆଜି କାଲି ର ଯୁବ ପୀଢୀ କୁ ନଜର କରି ଥିବେ କି ସେମାନେ ନିଜ ଗାଡି ଏବଂ କାର୍ ମାନଙ୍କରେ ବିଭିନ୍ନ ପ୍ରକାରର ଟାଟୁ ଏବଂ ଚିତ୍ର କରିବା ରେ ଲାଗିଛନ୍ତି । ଏମିତି ରେ ସେମାନେ ଏହାକୁ ଆଜି କାଲି ର ଟ୍ରେଣ୍ଡ ବୋଲି ବି କହି ଥାନ୍ତି ।

ଆପଣ ମାନେ ନିଶ୍ଚିତ ନଜର କରି ଥିବେ । ତେବେ ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଗୋଟିଏ ଯୁବକ ଙଅକ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେ କି ଆଜିର ଦିନ ରେ ନିଜ ବାଇକ୍ ରେ କିଛି ଏମିତି ଲେଖଇ ବୁଲୁଛି ଯେଉଁଥି ପାଇଁ ଏବେ ଲୋକ ମାନଙ୍କ ମଧ୍ୟ ରେ ହୁତ ଭାଇରଲ ହେଉ ଥିବା ବେଳେ ଯଦି ଆପଣ ମାନେ ବି ଦେଖିବେ ତେବେ ନିଶ୍ଚିତ ଭାବେ କହିବେ ବା ବା । ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ଏହି ଯୁବକ ଜଣଙ୍କ ହେଲେ ଉତ୍ତର ପ୍ରଦେଶ ର କଟିଆଳି ନାମକ ସ୍ଥାନ ର ଅଟନ୍ତି ।

ତେବେ ସେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଲେଖା ପାଇଁ ବହୁତ ଭାଇରଲ ହେଉଛନ୍ତି । ଯେଉଁ ଥିରେ କି ସେ ଲେଖିଛନ୍ତି ସ୍ୱଚ୍ଛ ଭାରତ ପ୍ରଦୁଷଣ ମୁକ୍ତ ଭାରତ ତେବେ ସେମିତି ବେଳେ ଲୋକ ମାନଙ୍କୁ ମୋଦି ଙ୍କର ନିୟମ କୁ ସବୁ ସମୟ ରେ ପାଳନ କରିବା ପାଇଁ କହି ବୁଲୁଛନ୍ତି।

ତେବେ ଏମିତି ରେ ପୋଲିସ୍ ବି ଦେଖି ତାଙ୍କୁ ସେଲୁଟ୍ କରୁଛନ୍ତି । ଟ୍ରାଫିକ୍ ପୋଲିସ୍ ବାଲା ନମ୍ବର ଜାଗା ରେ ଏପରି ଦେଖି ବହୁତ ଖୁସି ହେଉଛନ୍ତି । ଏବଂ ଏହି ଯୁବକ ପାଇଁ ବହୁତ ଲୋକ ମାନେ ଗର୍ବିତ ବୋଲି ବି କହି ଥିବା ର ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *