PM ମୋଦି ଙ୍କୁ ନେଇ କମ୍ପୟୁଟର ବାବା କରିଥିଲେ ଏପରି ଭବିଶ୍ୟବାଣୀ, ଏବେ ଏବେ ଅମିତ୍ ସାହ ଡାକିଲେ ତୁରନ୍ତ ବୈଠକ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟ ରେ ଏହି ନିର୍ବାଚନ ରେ ଯେପରି କି ଆପଣ ମାନେ ଜାଣି ଛନ୍ତି ବିଜେପି ର ଗୋଡ ଗୋଟିଏ ଷ୍ଚେପ୍ ଆଗରେ ରହିଛି । ଏବଂ କେବଳ ସେହିଥି ପାଇଁ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କାରଣ ଏହି ଦଳ ର ନେତୃତ ନରେନ୍ଦ୍ର ମୋଦି ଙ୍କ ହାତ ରେ ରହିଛି । ବୋଲି ସେହି ପରି ଭାବେ ଆଉ ଗୋଟିଏ ଦଳ ଜାହାର ନାମ କଂଗ୍ରେସ୍ ଜାହାକୁ ରାହୁଲ ଗାନ୍ଧୀ ଙ୍କ ଦ୍ୱରା ଚାଳନା ହେଉଛି । ଏମିତି ରେ ଏହି ଦୁଇ ଦଳ ର ନେତା ମାନେ ନିର୍ବାଚନ ପାଇଁ ବହୁତ ପରିମାଣ ରେ କଷ୍ଟ କରି ଥିବା ବେଳେ ଏହାର ଫଳାଫଳ ଆଗାମୀ ଦିନ ରେ ଜଣା ପଡିବ । ତେବେ ଏପରି ବେଳେ କିନ୍ତୁ ସେମାନଙ୍କ ଜନ୍ମ କୁଣ୍ଡଳୀ ଅଗଲା କିଛି କହୁ ଥିବା ଦେଖିବା ପାଇଁ ମିଳିଛି ।

ପ୍ରଥମେ ମୋଦି ଙ୍କ ଜନ୍ମ କୁଣ୍ଡଳୀ ଦେଖିବା ତ ବହୁତ ବଡ଼ ବଡ ଜ୍ୟତିଷ ଙ୍କ ମତ ରେ ତାଙ୍କର ବର୍ଷ ଏହି ଥର ବହୁତ ଭଳ ରହିଛି ବୋଲି ଦେଖିବା ପାଇଁ ମିଳିଛି । ଏବଂ 2019 ବହୁତ ଶୁଭ ତାଙ୍କ ପାଇଁ ସୂଚନା ଅନୁସାରେ 17 ନଭେମ୍ଭର 1950 ରେ ଜନ୍ମ ଗ୍ରହଣ କରି ଥି୍ବା ଏହି ନେତା ଙ୍କ କୁଣ୍ଡଳୀ ରେ ବହୁତ କିଛି ଦେଖିବା ପାଇଁ ମିଳିଛି । ତେବେ ବର୍ତମାନ ସମୟ ରେ ବର୍ଗ ତମ ବୃକ୍ଷିକ ତିଥି ରେ ରହି ଥିବା ବେଳେ ଜ୍ୟତିଷ ଙ୍କ ମତ ରେ ସେ ଏହି ଥର ବହୁତ ସମ୍ଭାବନା ରେ ଜିତିବାର ଆସଂକା ରହିଛି । ତେବେ ସେହି ପରି ବେଳେ ଏହି ଦିନ ରେ ଟିଭି ନାଇନ୍ ରିପୋର୍ଟ ମୁତାବକ ମଧ୍ୟ ପ୍ରଦେଶ ରେ ରହି ଥିବା କମ୍ପୟୁଟର ବାବା କିଛି ଅଲଗା କହିଛନ୍ତି ।

ଏବଂ ଏମିତି ପର୍ଯ୍ୟୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି କମ୍ପୟୁଟର ବାବା କୁ ଲୋକ ମାନେ ଆଜିର ଦିନ ରେ ବହୁତ ମାନ୍ୟତା ଦିଅନ୍ତି । ତେବେ ତାଙ୍କର କହିବା କଥା କି ମୋଦି ଙ୍କ ବେଳା ଏବେ ଠିକ୍ ନାହିଁ । ଏହି ଥର ମୋଦି ଙଅକ ଅପେକ୍ଷା ଲୋକ ମାନେ କଂଗ୍ରୋସ୍ କୁ ସପୋର୍ଟ କରିବେ ତଥା ଲୋକ ମାନେ ଅନ୍ୟ ଦଳ ର ନେତା ମାନଙ୍କୁ ସୋପର୍ଟ କରିବେ ବୋଲି ,ସେ କହି ଥିବା ଦେଖିବା ପାଇଁ ମିଳିଛି । ଏବଂ ସେମିତି ବେଳେ ଏହି ଦିନ ରେ ବାବା ଙ୍କ କଥା କୁ ମୁଣ୍ଡ କୁ ନେଇ ଅମିତ୍ ସାହ ଗୋଟିଏ ବଡ ବୈଠକ ବୁଲେଇ ଥିବା ଜଣା ପଡ଼ିଛଇ । ତେବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହି ବୈଠକ ରେ ସେ ଏହି ସଂମ୍ପର୍କ ରେ ଅନ୍ୟ ସହିତ ଆଲୋଚନା କରି ଥିବାର ଟିଭଇ ନାଇନ୍ ରିପୋର୍ଟ ଦେଇଛି ।

Leave a Reply

Your email address will not be published. Required fields are marked *