ରାହୁଲ ଗାନ୍ଧୀ ଙ୍କ ସହିତ ଡେଟ୍ ରେ ଯିବା ପାଇଁ ଚାହୁଁ ଥିଲେ ବଲିଉଡରେ ଏହି ଅଭିନେତ୍ରୀ ,ନିଜେ କରି ଛନ୍ତି ଏଠାରେ ଖୁଲାସା ।

ଆପଣ ମାନେ ନିଶ୍ଚିତ ଭାବେ ଏହି କଥା ଜାଣି ଥିବେ କି ବହୁତ ସମୟ ରେ ଏମିତି ଦେଖିବା ପାଇଁ ମିଳିଛି ବଲିଉଡ ଜଗତ ଏବଂ ରାଜନୀତି ସହିତ ସବୁ ସମୟ ରେ ସଂମ୍ପର୍କ ବହୁତ ଭଲ ରହି ଥାଏ ବୋଲି । ତେବେ ଏମିତି ବେଳେ ଆମେ ସବୁ ସମୟ ରେ ବଲିଉଡ ର ବଡ ପାର୍ଟି ଏବଂ ଫେସନ ଶୋ ରେ ଏମାନଙ୍କ ଚର୍ଚ୍ଚା ଦେଖିବା ପାଇଁ ପାଇ ଥିବା ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ ସେମିତି ଗୋଟିଏ ହଟ୍ ଟପ୍କି ନେଇ କରି ଆସିଛୁ । ଯେଉଁ ଖବର ବର୍ତମାନ ସମୟ ରେ ବହୁତ ଚର୍ଚ୍ଚା ସାଉଣ୍ଟୁ ଥିବା ର ଦେଖିବା ପାଇଁ ମିଳିଛି ।

ତେବେ ଆପଣ ମାନେ ଏହି କଥା ନିଶ୍ଚିତ ଭାବେ ଜାଣି ଥିବେ କି ବଲିଉଡ ରେ ବର୍ତମାନ ସମୟରେ ହିରୋଇନ୍ ମାନଙଅକ ମଧ୍ୟ ରୁ ସବୁଠୁ ଉପରେ ରହି ଥିବା ଅଭିନେତ୍ରୀ କରିନା କୋପୁର ହିଁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ଏମିତି ରେ ବର୍ତମାନ ସମୟ ରେ ନିର୍ବାଚନ କୁ ନେଇ କରିନା କୋପୁର ଙ୍କର ଗୋଟିଏ ବହୁତ ପୁରୁଆ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ଏହି ଭିଡ଼ିଓ ରେ ସେ ସଂମ୍ପର୍ଣ୍ଣ ଭାବେ କହୁ ଥିବାର ଦେଖିବା ର ମିଳିଛି କି କରିନା କହୁ ଛନ୍ତି ସେ ନିଶ୍ଚିତ ଭାବେ ବଲିଉଡ ଏବଂ ରାଜନିତୀ ଙ୍କୁ ଜୋଡିବା ପାଇଁ ରୀହୁଲ ଗାନ୍ଧୀ ଙଅକ ସହିତ ଡେଟ୍ ରେ ଯିବା ପାଇଁ ଚାହାଁନ୍ତି ବୋଲି ।

ଏମିତି ରେ ବର୍ତମାନ ସମୟ ରେ ଏହି ଭିଡ଼ିଓ ଟି ବହୁତ ପରିମାଣ ରେ ସୋସିଆଲ ମିଡ଼ି୍ଆ ରେ ଭାଇରଲ ହେଉ ଥିବା ବେଳେ ଲୋକ ମାନଙ୍କ ମଧ୍ୟ ରେ ବହୁତ ଚର୍ଚ୍ଚା ଦେଖିବା ପାଇଁ ମିଳିଛି । କିନ୍ତୁ ଏଠାରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ଭିଡିଓ ଟି ବହୁତ ପୁରୁଣା ହୋଇ ଥିବାରୁ ଏହା ସୋଶିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ସେପଟେ 2019 ର ନିର୍ବାଚନ ଚାଲୁ ଥିବା ବେଳେ ରାହୁଲ ଗାନ୍ଧୀ ଚର୍ଚ୍ଚା ରେ ରହିଛନ୍ତି । ଏମିତି ବେଳେ ରାହୁଲ ଗାନ୍ଧୀ ଙ୍କ ବିଷୟ ରେ ଏମିତ ଗୋଟିଏ ଭିଡ଼ିଓ ଭାଇରଲ ହେବା ଲୋକ ମାନଙ୍କୁ ବହୁତ ଚକିତ କରିଛି । ଏବଂ ସେମାନେ ଏହି ଭଇଡ଼ିଓ କୁ ବହୁତ ପରିମାଣ ରେ ଭାଇରଲ କରୁ ଥଇବା ର ଦେଖିବା ପାଇଁ ମିଳିଛନ୍ତି ।

Leave a Reply

Your email address will not be published. Required fields are marked *