ଯେବେ ଡରି ଜାଇ ଥିବା ସୁନିଆ ଗାନ୍ଧୀ ଙ୍କୁ ଇନ୍ଦିରା କହିଲେ ଡରଛୁ କାହିଁକି ମୁଁ ବି ଯେତେ ବେଳେ ଯୁବତୀ ଥିଲି ତେବେ …..

ଏହି ଦିନ ରେ ସୁନିଆ ଗାନ୍ଧୀ ଇଣ୍ଡିଆ ଟୁଡେ ର ଇଣ୍ଟରଭିୟୁ ଦେଲେ ତେବେ ସେମିତି ବେଳେ ସେ ସେହି ଥିରେ ନିଜର ଏବଂ ଇନ୍ଦିରା ଗାନ୍ଧୀ ଙ୍କର ସୃତି ବିଷୟ ରେ କିଛି କହି ଥିବା ଦେଖିବା ପାଇଁ ମିଳିଛି । ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ବିଷୟ ରେ ଅଧିକ ଆଲୋଚନା କରିବା ପାଇଁ ଚାହିଁବୁ ।
ଯେତେ ପ୍ରଥମ ଥର ଇନ୍ଦିରା ସହିତ ମିଶି ଥିଲେ ।
1965 ରେ ତାଙ୍କୁ ଯେତେ ବେଳେ ମୋର ଏବଂ ରାଜିବ୍ ଙ୍କ ବିଷୟ ରେ ଜଣା ପଡିଲା ତେବେ ସେ ମତେ ଡାକି ଥିଲେ ତେବେ ସେହି ସମୟ ରେ ମୁଁ ବହୁତ ନର୍ଭସ ଏବଂ ଡରି କରି ଥିଲି କିନ୍ତୁ ଉପର କୁ ବାସ୍ ପୂରା ନର୍ମାଲ ଦେଖେଉ ଥିଲି । ସେହି ସମୟ ରେ ମତେ ସଂମ୍ପର୍ଣ୍ଣ ଭାବେ ଇଂରାଜୀ ଆସୁ ନ ଥିଲା । ତେବେ ସେ ମୋ ସହିତ ସେହି ସମୟ ରେ ଫ୍ରେଞ ରେ କଥା କହୁ ଥିଲେ ।

ଡରଛୁ କାହିଁକି ମୁଁ ବି ଯେତେ ବେଳେ ଯୁବତୀ ଥିଲି ତେବେ ମତେ ବି ପ୍ରେମ ହୋଇ ଥିଲା ।
ଏମିତି ରେ ମୁଁ ପ୍ରଥମ ଥର ତାଙ୍କ ପାଖୁ ଗଲି । ଏବଂ ସେ ମତେ ଦେଖିବା ମାତ୍ରେ ବସିବା ପାଇଁ କହିଲେ । ସେମିତି ବେଳେ ମୁଁ ବହୁତ ଡରି ଗଲି । କାରଣ ସେ ମତେ ରାଜିବ ଙ୍କ ବିଷୟ ରେ କିଛି ପଚାରିବେ ବୋଲି । ସେମିତି ବେଳେ ସେ ମୋ ଉପରେ ହାତ ପକେଇଲେ । ଏବଂ କହିଲେ ଡରଛୁ କାହିଁକି ମୁଁ ବି ଯେତେ ବେଳେ ଯୁବତୀ ଥିଲି ତେବେ ମତେ ବି ପ୍ରେମ ହୋଇ ଥିଲା ।

ଇନ୍ଦିରା ହିଁ ମତେ ରାଜନିତୀ ରେ ପ୍ରଭାବିତ କରି ଥିଲେ ।

ସେମିତି ବେଳେ ତାଙ୍କର କହିବା କଥା ଅନୁସାରେ ଇନ୍ଦିରା ଗାନ୍ଧୀ ଜଣେ ଯେ କି ରାଜିବ୍ ଙ୍କୁ ବିବାହ ପରେ ପରେ ସେ ମତେ ଏହି ରାଜନିତୀ ରେ ପ୍ରବେଶ କରିବା ପାଇଁ ସୁୟୋଗ ଦେଲେ । ତେବେ ପ୍ରଥମ ଥର ପାଇଁ ମୁଁ ରାଜନିତୀ ରେ ପାଦ ଦେଲି । ଏବଂ ସେହି ସମୟ ର କଥା ଯଦି ମୁଁ କହିବି । ତେବେ ଇନ୍ଦିରା ମତେ ବହୁତ ପସନ୍ଦ କରୁ ଥିଲେ । ଏବଂ ସେ ମତେ ରାଜନିତୀ ରେ କେମିତି ଆଗକୁ ବଢେ ତାହା ସବୁ ବେଳେ ଦେଖିବା ପାଇଁ ଚାହିଁ ଥିଲେ । ବୋଲି ସେ କହି ଥିବାର ଦେଖିବା ପାଇଁ ମିଳିଛି । ତେବେ ଏହି ଦିନ ରେ ଆପଣ ମାନଙ୍କୁ ଆମେ ସୂଚନା ଦେବା ପାଇଁ ଚାହିଁବୁ 2019 ର ନିର୍ବାଚନ ରେ ସୁନିଆ ଗାନ୍ଧୀ ଲୋକ ସଭା ସିଟ୍ ରାଜ ବିରେଲ୍ ଉତ୍ତର ପ୍ରଦେଶ
ମୁକାବିଲା ରେ ଦେନେସ୍ ପ୍ରତାବ୍ ସିହଂ ରହି ଥିବା ର ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *