ବଡ ଖବର : 200 ସିଟ୍ ରେ ବିଜେପି ଆଗରେ, କଂଗ୍ରେସ ମାତ୍ର ଏତିକି ସିଟରେ ଆଗେ , ବିଜେଡି ଖାତା ଖୋଲିନି

ରାଜସ୍ଥାନର ୨୫ ଲୋକସଭା ସିଟରେ ମତଗଣନା । ଏକ୍ସିଟ୍ ପୋଲରେ ବିଜେପିର ପଲ୍ଲା ଭାରି ଥିବାର ଆଶା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଙ୍କ ପୁଅଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବ ଆଜିର ଫଳାଫଳ । ବସୁନ୍ଧରା ରାଜେଙ୍କ ପୁଅ ଭାଗ୍ୟର ମଧ୍ୟ ଆଜି ହେବ ଫଇସଲା । ୭ ଟି ସିଟରେ ବିଜେପି ଆଗୁଆ । ୨୦ ମିନିଟ୍ ମତଗଣନାରେ ୭ ଟି ସିଟରେ ବିଜେପି ଆଗୁଆ ଅନ୍ୟପକ୍ଷରେ କଂଗ୍ରେସକୁ ମିଳିଛି କେବଳ ଗୋଟିଏ ସିଟ୍ ।

ବର୍ତ୍ତମାନ ଆସିଥିବା ତାଜା ଖବର ଅନୁସାରେ ମୋଟ 543 ସିଟ୍ରୁ ବର୍ଥମାନ ବିଜେପି 201 ସିଟ୍ ରେ ଆଗେ ଚାଲିଥିବା ବେଳେ 101 ସିଟ୍ ରେ କଂଗ୍ରେସ ଆଗରେ ଥିବା ବେଳେ ଅନ୍ୟ ଦଳ ମାତ୍ର 65 ଟିରେ ଆଗେ ଚାଲୁଛନ୍ତି.

କଡା ସୁରକ୍ଷା ବଳୟ ଭିତରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା । ତେବେ  ପ୍ରଥମରୁ ୟୁପିଏଠାରୁ ବହୁ ଆଗରେ ରହିଛି ଏନଡି।  ୫୪୨ ଲୋକସଭା ଆସନରେ ସକାଳ ସାଢେ ୮ଟା ସୁଦ୍ଧା ଏନଡିଏ 219ଟି ସିଟରେ ଆଗୁଆ ରହିଥିବା ବେଳେ ୟୁପିଏ 108 ଏବଂ ଅନ୍ୟାନ୍ୟ 68ଟି ସିଟରେ ଆଗୁଆରେ ଅଛନ୍ତି ।

Leave a Reply

Your email address will not be published. Required fields are marked *