ଚୁନାବ୍ ପ୍ରଚାର ସମୟରେ ଦେଶର ବଡ ବଡ ନେତା ମାନେ ଖାଇବାରେ ନିଅନ୍ତୁ ଏମିତି ଜିନିଷ ଯେଉଁ ଥିରେ ସେ ରୁହନ୍ତୁ ସବୁ ବେଳେ ଫିଟ୍ ।

ଲୋକ ସଭା ନିର୍ବାଚନ -2019 କୁ ନେଇ ବହୁତ ଖବର ଆସିବାର ଲାଗି ଥିବା ବେଳେ , ଯେଉଁ ଖବର କୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗି ଥିବା ବେଳେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଯଦି ଆମେ ବିଧାନ କଥା କହିବା ତେବେ ନିଶ୍ଚିତ ଭାବେ ଏବେ ପ୍ରତ୍ୟେକ ଦଳ ର ନେତା ମାନେ ଜୋର ସୋର ରେ ଲାଗି ପଡି ଥିବା ବେଳେ । ଆମେ ବର୍ତମାନ ସମୟ ରେ ସେହି ନେତା ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ପାଇଁ ଚାହିଁବୁ କି । ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ବର୍ତମାନ ସମୟ ରେ ଚାଲୁ ଥିବା ନିର୍ବାତନ ରେ କେଉଁ ନେତା ମାନେ କେଉଂ ପ୍ରକାରର ଖାଦ୍ୟ ସେବନ କରୁ ଛନ୍ତି ଏବଂ ସେମାନେ କିପରି ଭାବେ ନିଜକୁ ଫିଟ୍ ରଖୁ ଛନ୍ତି ସେହି ବିଷୟ ରେ ଆପଣଙ୍କୁ କହିବା ।

1. ନରେନ୍ଦ୍ର ମୋଦି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ବାରାଣାସୀ ର ଚୁନାବ୍ ବେଳେ ନରେନ୍ଦ୍ର ମୋଦି କହିଛନ୍ତି କି । ତାଙ୍କୁ ସବୁ ସମୟ ରେ ଗୁଜୁରାଟୀ ଖାଦ୍ୟ ଭଲ ଲାଗେ ବୋଲି । ତଥା ସେ ରାତି ସମୟ ରେ ରୁଟି ଏବଂ ଘିଅ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ବୋଲି ଜଣା ପଡ଼ିଛି ।

2. ସେହି ପରି ଭାବେ ଆମେ ଯଦି ରାହୁଲ ଗାନ୍ଧୀ ଙ୍କ କଥା କହିବା ତେବେ ନିଶ୍ଚିତ ଭାବେ ଏହି ଦିନ ରେ ସେ ବେସି ଖାଇବା ପାଇଁ ଆସୁସ୍ଥି ମନେ କରୁ ନାହାଁନ୍ତି ବୋଲି ସେ କହି ଥିବା ବେଳେ ଏମିତି ବେଳେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ସେ ଖାସ୍ କରି କିଛି ପରିମାଣ ରେ ରୁଟି ଡାଲି ଏବଂ ଅନ୍ୟାନ କିଛି ଖାଇବା ଛଡା ଆଉ କିଛି ବି ଖାଉ ନ ଥିବାର ଆମ ପାଖେ ସୂଚନା ରହିଛି ।

3. ଅମିତ୍ ସାହ । ସେହି ପରି ଯଦି ଆମେ କହିବା ଅମିତ୍ ସାହ ଙ୍କ କଥା ତେବେ ତାଙ୍କୁ ସବୁ ବେଳେ ୱେଷ୍ଟର୍ନ ଖାଦ୍ୟ ହିଁ ପସନ୍ଦ ଲାଗେ । ତେବେ ସେ ସବୁ ସମୟ ରେ ସେହି ସବୁ ବ୍ୟତିତ ଆଉ କିଛି ବି ଖାଇବା ପାଇଁ ଚାହାଁନ୍ତି ନାହିଁ ।

4. ଯୋଗୀ ଆଦିତ୍ୟ ନାଥ । ଆପଣ ମାନଙ୍କୁ ସୂଚନା ଦେବୁ କି ଆଦିତ୍ୟ ନାଥ ସବୁ ସମୟ ରେ ନିରାମ ପାଳନ କରୁ ଥିବା ବେଳେ ସେ ବର୍ତମାନ ସମୟ ରେ ରୁଟି ସହିତ ମଖନୀ ଏବଂ କିଛି ସିଝା ତରକାରୀ ଖାଇ ଥାନ୍ତି ।

Leave a Reply

Your email address will not be published. Required fields are marked *