7 ଦିନ ପର୍ଯ୍ୟନ୍ତ 7 ଅଲଗା ଅଲଗା ପୁରୁଷ ସହିତ ମହିଳା ବନେଇଲେ ଶାରିରୀକ ସଂମ୍ପର୍କ ଏବଂ ପରେ ଆସିଲା ଚମକିବା ପରି ରେଜଲ୍ଟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଏବେ ଏବେ ଇଣ୍ଟରନେଟ୍ ରେ ଏପରି ଗୋଟିଏ ମହିଳା ଙ୍କର କାହାଣୀ ସାମ୍ନା କୁ ଆସିଛି । ଯେଉଁ ଥିରେ ସେହି ମହିଳା ଜଣଙ୍କ 7 ଦିନ ପର୍ଯ୍ୟନ୍ତ 7 ଅଲଗା ଅଲଗା ପୁରୁଷ ସହିତ ମହିଳା ବନେଇଲେ ଶାରିରୀକ ସଂମ୍ପର୍କ ତେବେ ଏପରି ବେଳେ ମହିଳା ଜଣଙ୍କ ନିଜେ କହିଛନ୍ତି କି । ସେ ଏପରି ଗୋଟିଏ ପାଦ ଉଠେଇ ଥିଲେ ତାଙ୍କର ବିବାହ ଭାଙ୍ଗିବା ପରେ । ତେବେ ସେହି ମହିଳା ଜଣଙଅକ ନାମ ନାଦିଆ ବାକାଡୀ , ସେ ହେଉ ଛନ୍ତି । ଅଶ୍ଟେଲିଆ ର ନିବାସୀ ।

ଏଠାରେ ଯଦି ଆମେ ଡେଲି ମଲ୍ ର ରିପୋର୍ଟ କୁ ଦେଖିବା ତେବେ ସେ କହି ଥିଲେ । କି ଏହା କେବଳ ସବୱ ସେକ୍ସ କୁ ନେଇ ହୋଇ ନ ଥିଲା । ଏବଂ ଏହା ତାଙ୍କ ପାଇଁ ଗୋଟିଏ ପ୍ରକାରର ଏକ୍ସପେରି ମେଣ୍ଟ ରହି ଥିବା ବେଳେ । ସେ ସେହି ସମୟ ରେ ତାଙ୍କର ନିଜ ବିଷୟ ରେ ବି କହି ଥିଲେ । କି ସେ ଏହି ଦିନ ରେ ରୋବର୍ଟ ନାମକ ଯୁବକ ଙ୍କୁ ବିବାହ କରୁ ଥିବା ବେଳେ ସେ ତାଙ୍କ ତରଫ ରୁ ବିବାହ ପ୍ରସ୍ତାବ କୁ ଭାଙ୍ଗି ଦେବା ପରେ ପରେ ସେ ଏମିତି ବେଳେ କହି ଥିୁଲେ କି ପୁରୁଷ ମାନେ ସବୁ ସମୟ ରେ ଏପରି ହିଁ ହୋଇ ନାହିଁ ।

ସେମାନ ଙ୍କୁ ଯେତେ ବେଳେ ଯୁବତୀ ମାନଙ୍କ ଆବଶ୍ୟକତା ରହି ଥିବ । ତେବେ ସେମାନେ କେବେ ବି କଲ୍ କରନ୍ତି ନାହିଁ । ତେବେ ସେହି ପରି ବେଳେ ସେ ଏମିତି କହି ଥିଲେ କି ସାତ ରାତି ରେ ସେ ଏପରି ଦେଖିଲେ । କି ଲଗାତାର ସେ ସେକ୍ସ କରୁ ଥିବା ସ୍ୱତେ ବି ତାଙ୍କ ଉପରେ କିଛି ବି ପ୍ରଭାବ ପଡୁ ନାହିଁ । ଏହି ସବୁ ବେଳେ ସେ କହି ଛନ୍ତି କି । ତାଙ୍କର ବିବାହ ସ୍ଥିତ ହେଲା ।

ଏବଂ ସେ ପୁଣଇ ଥରେ ବିବାହ କରି ନେଲେ । କିନ୍ତୁ ।ପରେ ପତି କହିଲେ । କି ତାଙ୍କୁ ସେକ୍ସ ଏଡିକ୍ସନ ରହି ଥିଲା । ବୋଲି । ତେବେ ସେ ସେହିଥି ପାଇଁ ଏପରି ଗୋଟିଏ ପଦକ୍ଷେପ ନେଇ ଥିଲେ । ବୋଲି । ଆମେ ଏହି ଘଟଣା 10 ବର୍ଷ ପୁରୁଣା କଥା କହୁଛୁ ଜାହା ବର୍ତମାନ ସମୟ ରେ ଇଣ୍ଟରନେଟ୍ ରେ ଭାଇରଲ ହେଉଛି । ସାଧାରଣ ଭାବେ କହିବା ପାଇଁ ଗଲେ ବର୍ତମାନ ସମୟରେ ନାଦିଆ ଙ୍କର 6 ଟି ପୁଅ ହୋଇଛି । ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *