ଯଦି ଖରାପ ପାଣି କିମ୍ବା ତମ୍ବାଖୁର ଦାଗରୁ ହୋଇ ସାରିଛି ଆପଣଙ୍କ ଦାନ୍ତ ସଂମ୍ପର୍ଣ୍ଣ ଖରାପ୍ ତେବେ ଚିନ୍ତା କରନ୍ତୁ ନାହିଁ ,କରନ୍ତୁ ଏହି ଉପାୟ ।

ଆପଣ ସମସ୍ତ ଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆମ ଭାରତ ରେ ଯେତେ ପରିମାଣ ରେ ଗରିବ ସଂଖ୍ୟା ନାହିଁ କିନ୍ତୁ ତା ଠାରୁ ଅଧିକ ପରିମାଣ ରେ ତମ୍ବାଖୁ ଖାଉ ଥିବା ଲୋକ ମାନେ ଆପଣ ମାନଙ୍କୁ ଏଠାରେ ଦେଖିବା ପାଇଁ ମିଳିବେ । ତେବେ ଆପଣ ମାନଙ୍କ ମଧ୍ୟ ରୁ ବି କେହି ନା କେହି ଏପରି ଥିବେ ଯେଉଁ ମାନେ କି ଏପରି ଅଭ୍ୟସ ରଖି ଥିବେ । ଏବଂ ଏହି ଅଭ୍ୟସ ଯୋଗୁଁ ବର୍ତମାନ ସମୟ ରେ ଆପଣ ମାନଙ୍କ ଦାନ୍ତ ସଂମ୍ପର୍ଣ୍ଣ ଭାବେ ଖରାପ ହୋଇ ଜାଇଛି । ଏପରି ମଧ୍ୟ ବି କିଛି ଲୋକ ଅଛନ୍ତି ଯେଉଁମାନେ ଖରାପ ପାଣି ପିଇ ଦାନ୍ତ ଖରାପ କରିଥାନ୍ତି

ଦେବେ ମୋଟେ ବି ଚିନ୍ତା କରନ୍ତୁ ନାହିଁ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏମିତି କିଛି ଉପାୟ ଜାହାକୁ ବ୍ୟବହାର ମାତ୍ରେ ହିଁ ଆପଣ ମାନଙା୍କ ଦାନ୍ତ ସଂମ୍ପର୍ଣ୍ଣ ଭାବେ ସଫା ହେବ । ତେବେ ଆସନ୍ତୁ ଜାଣି ନେବା ।

ଏହି ପ୍ରକାର କରନ୍ତୁ ଦାନ୍ତ ସଫା ।
ଯଦି ଆପଣ ମାନଙ୍କ ଦାନ୍ୟ ତମ୍ବାଖଉ ଖାଇବା ପରେ ପରେ ଦାନ୍ତ ସଂମ୍ପର୍ଣ୍ଣ ଭାବେ ଖରାପ୍ ହୋଇ ସାରିଛି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ କହିବୁ କି । ଗୋଟିଏ କୋଟରୀ ରେ ଆପଣ ଗୋଟିଏ ଚାମଚ ହଳଦୀ , ଅଧା ଚାମଚ ଲୁଣ, ଏବଂ ଦୁଇ ଚାମଚ ଲେମ୍ବୁ ରସ ନିଅନ୍ତୁ ତାକୁ ସଂମ୍ପର୍ଣ୍ଣ ଭାବେ ପେଷ୍ଟ କରି ନିଅନ୍ତୁ । ତେବେ ମାତ୍ର 5 ରୁ 10 ମିନିଟ୍ ପରେ ଆପଣ ମାନେ ସେହି ପେଷ୍ଟ କୁ ନେଇ ବ୍ରସ୍ ସାହାଯ୍ୟ ରେ ବା ସେମିତି ନିଜ ଆଙ୍ଗୁଳୀ ସାହାଯ୍ୟ ରେ ଆପଣ ମାନେ ନିଜର ଦାନ୍ତ କୁ ସଂମ୍ପର୍ଣ୍ଣ ଭାବେ ସଫା କରି ପାରିବେ ।

ଏବଂ ଯଦି ଆପଣ ମାନେ ଚାହାଁନ୍ତୁ ନିଜ ଦାନ୍ତ ଉପରେ ଲାଗି ଥିବା ଦାଗ କୁ ଛଡେଇବା ପାଇଁ ପରେ ପରେ ବେକିଙ୍ଗ ଶୋଡା ର ବ୍ୟବହାର କରନ୍ତୁ ତେବେ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଭାବେ ସଫା ହୋଇ ଯିବ । ଏମିତି ବେଳେ ଏହି ଉପାୟ ରେ ତିନୋଟି ଏପରି ଜିନିଷ ମିଶିଛି ଜାହା ଦାଗ କୁ ସଂମ୍ପର୍ଣ୍ଣ ଭାବେ ମିଟେଇ ଥାଏ । ତେବେ ଯଦି ଆପଣ ମାନେ ଉପାୟ କୁ ବ୍ୟବହାର କରନ୍ତି ତେବେ ନିଶ୍ଚିତ ଭାବେ ସଫଳ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *