ସାନିଆ ମିର୍ଜା ଙ୍କ ଖୁଲାସା । କହିଲେ ମତେ ଏହି ନାମ ରେ ଡାକନ୍ତୁ ପୂରା ପାକିସ୍ତାନ୍ ନାମ ସୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଆଜିର ଦିନ ରେ ଭାରତ ର ସବୁଠୁ ବଡ ଟେନିସ୍ ଖେଳାଳି ସାନିଆ ମିର୍ଜା ଙ୍କୁ କିଏ ବା ନ ଜାଣିଛି । ଆପଣ ମାନେ ନିଶ୍ଚିତ ଭାବେ ତାଙ୍କୁ ଜାଣି ଥିବେ । ଏବଂ ଏହି କଥା ବି ଆପଣ ମାନେ ଜାଣି ଥିବେ କି ସେ ପାକିସ୍ତାନ୍ ଖେଳାଳି ସୟବ୍ ମଲ୍ଲୀକ୍ ଙଅକୁ ବିବାହ କରିଛନ୍ତି ବୋଲି । ଏହି ବିବାହ ସେମାନେ 2010 ମସିହା ରେ କରି ଥିବା ବେଳେ ସେମାନଙ୍କ ବିବାହ ପରେ ପରେ ଦୁଇ କ୍ଷେତ୍ର ରେ ବହୁତ ବିବାଦ ଦେଖିବା ପାଇଁ ମିଳି ଥିଲା ।

ଏବଂ ସେହି ସମୟ ରେ ସେମାନଙ୍କୁ ବିବାହ ବହୁତ ସୁରଖିଆ ମଧ୍ୟ ଦେଖଇବା ପାଇଁ ମିଳଇ ଥିବା ବେଳେ ଆଜିର ସମୟ ରେ 8 ବର୍ଷ ହୋଇ ସାରିଛି । ତେବେ ଏହି ପରି ବେଳେ ଆପଣ ମାନଙ୍କୁ ଆମେ କିଛି ରୋଚକ ତଥ୍ୟ ଦେବା ପାଇଁ ଚାହିଁବୁ ସେମାନଙ୍କ ବିଷୟ ରେ ତେବେ। ଯେପରି କି ଆପଣ ମାନେ ବହୁତ ଭଲ ଭାବେ ଜାଣଇ ଥିବେ କି ଆଜକୁ ବହୁତ ବର୍ଷ ଧରି ସାନିଆ ମିର୍ଜା ଅନ୍ତରାଷ୍ଟୀୟ ଟେନିସ୍ ଖେଳାଳି ଭାବେ ପରିଚିତ ରହି ଥିବା ବେଳେ ସେ ବହୁତ ପଦକ ମଧ୍ୟ ହାସଲ କରି ଛନ୍ତି ।

ଏବଂ ସେ ଆଜିର ଦିନ ରେ ବି ଭାରତ ପାଇଁ ଟେନିସ୍ ଖେଳି ଥାନ୍ତି । ଏମିତି ବେଳେ ଏହି ଦିନ ରେ ଗୋଟିଏ ଇଣ୍ଟର୍ଭିୟୁ ରେ ସେ ଏମିତି କହିଛନ୍ତି କି ତାଙ୍କୁ ସାରା ଭାରତ ଦେସ ଏବଂ ପାକିସ୍ତାନ ରେ ମଧ୍ୟ ବହୁତ ପରିମାଣ ରେ ଭଲ ପାଆନ୍ତି ବୋଲି । ଏବଂ ସେହି ଭିତରେ ସେ ଏମିତି କହି ଥିଲେ କି ପାକିସ୍ତାନ୍ ରେ ତାଙ୍କୁ ଭାଉଜ ବୋଲି ଡାକି ଥାନ୍ତି ବୋଲି ସେ ସେହି ଇଣ୍ଟର୍ଭୁୟୁ ରେ କହି ଥଇବା ର ଦେଖଇବା ପାଇଁ ମିଳିଛି ।

ଏବଂ ଏଥି ବ୍ୟତିତ ସେ ସେହି ଇଣ୍ଟର୍ଭୁୟୁ ରେ ଏହି କଥା ବି କହି ଥିଲେ କି ବର୍ତମାନ ସମୟ ରେ ମୁଁ ଆଗ ପରି 2 ରୁ 3 ବର୍ଷ କୁ ଆଉ ସୁସୁର ଘରକୁ ଜାଉ ନାହିଁ ବରଂ ସେ ବହୁତ ଜଲ୍ଦି ମାନେ 1 ବର୍ଷ ରେ ସେ ଥରେ ଜାଇ ବୁଲି ଆସୁ ଛନ୍ତି ବୋଲି କହି ଥିବା ଦେଖଇବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

 

Leave a Reply

Your email address will not be published. Required fields are marked *