4ର୍ଥ ଥର ପାଇଁ ମୁମ୍ବାଇ ଜିତିଲା IPL । ଜାଣନ୍ତୁ କେଉଁ କେଉଁ ଖେଳାଳି ଙ୍କୁ ମିଳିଲା କେଉଁ ଆୱାର୍ଡ ଏବଂ କେତେ ଟଙ୍କାର ପୁରଷ୍କାର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ଆମେ ମାନେ ବହୁତ ବହୁତ ସ୍ୱାଗତ କରୁଛୁ ଯେପରି କି ଆପଣ ମାନେ ଜାଣି ଥିବେ ଗତ କାଲି ହାଇଦ୍ରାବାଦ୍ ଠାରେ ଖେଳା ଜାଇ ଥିବା ଚେନ୍ନାଇ ସୁପର୍ କିଙ୍ଗ୍ ଏବଂ ମୁମ୍ବାଇ ର IPL ର ଫାଇନାଲ୍ କେବଳ ଗୋଟିଏ ରନ୍ ରେ ମୁମ୍ଭାଇ ଚେନ୍ନାଇ କୁ ହରେଇ ଥିବା ଦେଖିବା ପାିଁ ମିଳି ଥିବା ବେଳେ ଆପଣ ମାନଙ୍କୁ ଆମେ ଆଜି କହିବା ପାୱଇଁ ଚାହିଁବୁ କି ଏହି ଦୁଇ ଦଳ ରୁ କେଉଁ ଦଳ ର ଖେଳାଳି ମାନଙ୍କୁ କେଉଁ ଟ୍ରଫି ମିଳିଲା ଏବଂ ତାଙ୍କୁ କେତେ ରକମ୍ ମିଳିଲା । ବୋଲି । ତେବେ ଆସନ୍ତୁ ଜାଣି ନେବା । ଯେପରି କି ଆମେ ମାନେ ଜାଣିଛେ ।

2013 ରେ ଏବଂ 2015 ରେ ମୁମ୍ବାଇ IPL ର ଫାଇନାଲ୍ ରେ ନିଜର ବାଜି ମାତ୍ କରି ଥିବା ବେଳେ ଏହି ଥର ବି ତାର ବାଜି୍ ମାତ୍ କରିଛି । ଏହି ବାଜି ମାତ୍ ସହିତ ସହିତ ଏବେ ସଂମ୍ପର୍ଣ୍ଣ ଭାବେ ମୁମ୍ଭାଇ ତାର ପରିଚୟ ଛାଡି ଦେଇ ସାରିଲାଣୀ ।ତେବେ ଏହି ଥର 12 ସିଜିନ୍ ରେ ବି ସେହି ପରି ପ୍ରକାରର ର ଚେନ୍ନାଇ ସୁପର କିଙ୍ଗ୍ କୁ 12.50 କୋଟି ର ପୁରସ୍କାର ମିଳଇ ଥିବା ବେଳେ ସେହି ପରି ଭାବେ ମୁମ୍ବାଇ କୁ 20 କୋଟି ର ପୁରସ୍କାର ମିଳିଛି । ବୋଲି ଏଠାରେ ଦର୍ଶାଇ ଛନ୍ତି ।

ଆଇପିଏଲ୍ ର ଏହି 12 ସିଜିନ୍ ରେ ଏପରି ଗୋଟିଏ ରୋଚକ ଭାବେ ଖେଳ ହୋଇ ଥିଲା । କି ଏଠାରେ ଦେଶ ବିଦେଶ ରୁ ବହୁତ ଲୋକ ମାନେ ଏହି ଖେଳ ଉପରେ ନିଜର ନଜର ଟେକାଇ ରଖି ଥିଲା ବେଳେ ଇଣ୍ଟର ନେସନାଲ୍ ଷ୍ଟାଡିଅମ୍ ରେ ସବୁ ବେଳେ ଖେଳ ଦେଖଉ ଥିବା ରାଜିବ୍ ଗାନ୍ଧିୀ କାଲି ଆଇ ପିଏଲ୍ ରେ ସବୁ ତକ ବଲ୍ କୁ ଦେଖି ଥିବା ଜଣା ପଡ଼ିଛି । ତେବେ ସେହି ପରି ଭାବେ ବିଶେଷ ଖବର ରୁ ଜଣା ପଡ଼ିଛି କି ।

ଗତ ବର୍ଷ ଅପକ୍ଷେ ଏହି ବର୍ଷ ଆଇ ପିଏଲ୍ ର ଟ୍ରଫି ର ମୂଲ୍ୟ ପାଞ୍ଚ କୋଟି ଟଙ୍କା ଅଧିକ କରି ଦିଆ ଜାଇଛି । ତେବେ ପ୍ରତ୍ୟେକ ବର୍ଷ ଏହାର ଜିତିବା ର ରାଶି 50 କୋଟି ହୋଇ ଥିବା ବେଳେ ଏହି ବର୍ଷ 55 କୋଟି ହୋଇଛି ।

ଏବଂ ଚେନ୍ନାଇ ସୁପର କିଙ୍ଗ୍ କୁ 12.50 କୋଟି ର ପୁରସ୍କାର ମିଳଇ ଥିବା ବେଳେ ସେହି ପରି ଭାବେ ମୁମ୍ବାଇ କୁ 20 କୋଟି ର ପୁରସ୍କାର ମିଳିଛି ଏବଂ କ୍ୱଲିଫାଇୟାର୍ 2 ରେ ଦିଲ୍ଲୀ ଉତିର୍ନ ହୋଇ ଥିବାରୁ ତାଙ୍କୁ 10 କୋଟି ଟଙ୍କା ମିଳିଛି । ଏବଂ ସାନରାଇଜର କୁ ଏଠାରେ 8.50 କୋଟି ମିଳି ଥିବା ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *